ଏମିତି କେଉଁ ଜାଗା ଅଛି ଯେଉଁଠି ସଡକ ଅଛି କିନ୍ତୁ ଗାଡି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ ଓ ସହର ଅଛି କିନ୍ତୁ ଘର ନାହିଁ ?

ଆଜିଆମେ ଆପଣମାନଙ୍କୁ ଏମିତି କିଛି ଜେନେରାଲ ନଲେଜ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ସ୍ମାର୍ଟ ଓ ଜ୍ଞାନୀ ହୋଇପାରିବେ । ଏହି ସବୁ ଜେନେରାଲ ନଲେଜ ବିଭିନ୍ନ ପରୀକ୍ଷାରେ ବହୁତ ଉପଯୋଗୀ ହେବା ସହିତ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜେନେରାଲ ନଲେଜର କିଛି ପ୍ରଶ୍ନ ଓ ଏହାର ସଠିକ ଉତ୍ତର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

୧. ସବୁଠାରୁ କମ ରାଜ୍ୟ କେଉଁ ଦେଶରେ ଅଛି ?

ଉତ୍ତର-ଵେଟିକନ ସିଟିରେ

୨. ସବୁଠାରୁ କମ ଇଣ୍ଟରନେଟର ବ୍ୟବହାର କେଉଁ ଦେଶର ଲୋକମାନେ କରନ୍ତି ?

ଉତ୍ତର- ପାକିସ୍ଥାନର ଲୋକମାନେ

୩. ସବୁଠାରୁ ଅଧିକ ଡିଜେ କେଉଁ ଦେଶରେ ଅଛି ?

ଉତ୍ତର- ଭାରତରେ

୪. କୁକୁର ନିଜ ଜିଭ କାହିଁକି ବାହାର କରିଥାଏ ?

 

ଉତ୍ତର- ଥକାପଣ ହେତୁ କୁକୁର ନିଜ ଜିଭକୁ ବାହାର କରିଥାଏ ।

୫. ମଣିଷର ସବୁଠାରୁ ବଡ ଶକ୍ତି କଣ ହୋଇଥାଏ ?

ଉତ୍ତର- ପରିବାର

୬. ମାଛିର କେତୋଟି ଦାନ୍ତ ଥାଏ ?

ଉତ୍ତର- ଗୋଟେ ବି ନାହିଁ ।

୭. ବିଶ୍ଵର କେଉଁ ଦେଶରେ ପ୍ରଧାନ ମନ୍ତ୍ରୀର ଦରମା ସବୁଠାରୁ ଅଧିକ ହୋଇଥାଏ ?

ଉତ୍ତର- ଆମେରିକା ଦେଶରେ

୮. କେଉଁ ପ୍ରାଣୀ ନିଜ ନିଶ୍ଵାସକୁ ୬ ଦିନ ପର୍ଯ୍ୟନ୍ତ ଅଟକାଇ ପାରିବ ?

ଉତ୍ତର- ବିଛା

୯. ସବୁଠାରୁ ପ୍ରଥମେ କେଉଁ ଦେଶରେ ବିଲାତି ଚାଷ ହୋଇଥିଲା ?

ଉତ୍ତର- ଭରତରେ

୧୦. କାଗଜର ଆବିଷ୍କାର କେଉଁ ଦେଶ କରିଥିଲା ?

ଉତ୍ତର- ଚୀନ

୧୧. ଫ୍ଲିପକାର୍ଟ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଭାରତ

୧୨. କେଉଁ ଦେଶକୁ ଶୋଷିଲା ଭୂମି କୁହାଯାଇଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶକୁ

୧୩. ଭାରତରେ ଡାକ ଟିକେଟ କିଏ ଆରମ୍ଭ କରିଥିଲା ?

ଉତ୍ତର- ଲର୍ଡ ଡେଲହାଉସୀ

୧୪. ଭାରତରେ ଏରୋପ୍ଲେନ ପାଇଲଟର ଦରମା କେତେ ?

ଉତ୍ତର- ୧ ଲକ୍ଷ ରୁ ୮ ଲକ୍ଷ ପର୍ଯ୍ୟନ୍ତ ।

୧୫. ଦୁନିଆରେ ଗୋଟିଏ ଚେହେରାର କେତେଜଣ ଲୋକ ଥାଆନ୍ତି ?

ଉତ୍ତର- ସାତ ଜଣ ଲୋକ

୧୬. ଆମେରିକାରେ କେତୋଟି ରାଜ୍ୟ ଅଛି ?

ଉତ୍ତର- ୫୦ ଟି ରାଜ୍ୟ

୧୭. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର- ତାମିଲନାଡୁରେ

୧୮. କେଉଁ ଦେଶର ମହିଳାମାନଙ୍କୁ ସବୁଠାରୁ ଅଧିକ ସୁନ୍ଦର କୁହାଯାଏ ?

ଉତ୍ତର- ତୁର୍କୀ ଦେଶର ମହିଳା ମାନଙ୍କୁ ।

୧୯. ଭାରତର ସବୁଠାରୁ ଅଧିକ ଗରମ ରାଜ୍ୟର ନାମ କଣ ?

ଉତ୍ତର- ରାଜସ୍ଥାନ

୨୦. କେଉଁ ଦେଶରେ ସୂର୍ଯ୍ୟ ସର୍ବ ପ୍ରଥମେ ଅସ୍ତ ହୋଇଥାଏ ?

ଉତ୍ତର- ଇଂଲଣ୍ଡରେ

୨୧. ଏମିତି କେଉଁ ଜାଗା ଅଛି ଯେଉଁଠି ସଡକ ଅଛି କିନ୍ତୁ ଗାଡି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ ଓ ସହର ଅଛି କିନ୍ତୁ ଘର ନାହିଁ ?

ଉତ୍ତର- ନକ୍ସା