ଏହି ୪ ଟି ଅକ୍ଷର ନାମର ବ୍ୟକ୍ତି ହୋଇଥାନ୍ତି ଭୋଲେନାଥଙ୍କ ଅଂଶ, କଣ ଆପଣ ତ ନାହାନ୍ତି ସେଥିରେ, ଜାଣନ୍ତୁ

ସମସ୍ତେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । ଯଦି ଆପଣ ଶିବଙ୍କୁ କ୍ରୋଧିତ କରିବା ଭଳି କାମ ନ କରିବେ ତେବେ ଭୋଲେନାଥ ଜଲ୍ଦି ହିଁ ପ୍ରସନ୍ନ ହୋଇ ଯିବେ । ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ୪ ଟି ଅକ୍ଷରର ନାମଥିବା ବ୍ୟକ୍ତିମାନେ ହୋଇଥାନ୍ତି ଭୋଲେନାଥଙ୍କର ଅଂଶ, କଣ ଏହା ମଧ୍ୟରେ ଆପଣଙ୍କର ନାମ ନାହିଁ ତ ।

ଏହି ୪ ଟି ଅକ୍ଷର ନାମର ବ୍ୟକ୍ତିମାନେ ହୋଇଥାନ୍ତି ଭୋଲେନାଥଙ୍କର ଅଂଶ

୧. D ଅକ୍ଷର ନାମର ବ୍ୟକ୍ତି

ଏହି ଅକ୍ଷର ନାମ ଥିବା ବ୍ୟକ୍ତିମାନେ ଭଗବାନ ଶିବଙ୍କ କୃପାରୁ ନିଜ ବ୍ୟାପାରରେ ବହୁତ ଲାଭ ପାଇ ପାରିବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ହୃଦୟର ସହିତ ଶିବଙ୍କର ଭକ୍ତି ଓ ନିଜ ବିଜନେସରେ ସଚ୍ଚୋଟତାର ସହିତ ପରିଶ୍ରମ କରିବାକୁ ପଡିବ । ଶିବଙ୍କ କୃପାରୁ ଆପଣଙ୍କର ମନ ପ୍ରସନ୍ନ ରହିବ ।

୨. M ଅକ୍ଷର ନାମର ବ୍ୟକ୍ତିମାନେ

ଏହି ଅକ୍ଷର ନାମର ବ୍ୟକ୍ତିମାନଙ୍କ ଉପରେ ଭଗବାନ ଶିବଙ୍କର କୃପା ରହିବ ଓ ଆପଣଙ୍କର ସମସ୍ତ ସମସ୍ୟା ନିଶ୍ଚିତ ରୂପରେ ଦୂର ହୋଇଯିବ । ଆପଣଙ୍କୁ ଆପଣଙ୍କର ପରିବାରର ପୁରା ସହଯୋଗ ମିଳିଯିବ । ଆପଣଙ୍କୁ ନିଜ ସନ୍ତାନଙ୍କ ଠାରୁ ବଡ ଖୁସିଖବର ମିଳିବ । ମନରେ ଆନନ୍ଦ ଭରିଯିବ ।

୩. K ଅକ୍ଷରର ନାମର ବ୍ୟକିମାନେ

ଏହି ଅକ୍ଷର ନାମର ବ୍ୟକ୍ତିମାନଙ୍କର ସ୍ଵଭାବ ଭଲ ଅଟେ । କିଛି ପୁରୁଣା ବନ୍ଧୁମାନଙ୍କ ସହିତ ସାକ୍ଷାତ କରି ପାରନ୍ତି । ଶିବଙ୍କର ପୂଜା ଓ ତାଙ୍କର ଧ୍ୟାନ କରିବା ଦ୍ଵାରା ଆପଣଙ୍କର ସମସ୍ତ ମନୋକାମନା ପୁରା ହେବ । ସବୁଆଡେ ବିଜୟ ହାସଲ କରି ପାରିବେ ।

୪. R ଅକ୍ଷରର ନାମର ବ୍ୟକ୍ତିମାନେ

ଏହି ଅକ୍ଷର ନାମ ଥିବା ଲୋକମାନଙ୍କୁ ଭଗବାନ ଶିବଙ୍କର ବିଶେଷ କୃପା ମିଳିଥାଏ । ଆପଣମାନଙ୍କୁ ବଡ ଖୁସି ଖବର ମିଳିବାର ଅଛି । ଶିବଙ୍କ କୃପାରୁ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ ।