ଏମାନେ ହେଉଛନ୍ତି ବର୍ତ୍ତମାନ ସମୟର ଦୁନିଆର ୪ଜଣ ସବୁଠାରୁ ଶକ୍ତିଶାଳୀ ନେତା, ପିଏମ ମୋଦୀ ଙ୍କ ସ୍ଥାନ ଜାଣି ବିଶ୍ବାସ ହେବ ନାହିଁ ଆପଣଙ୍କୁ

ଦୁନିଆରେ ବହୁତ ଶକ୍ତିଶାଳୀ ନେତା ମାନେ ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ଅଧିକ ଶକ୍ତିଶାଳୀ ନେତା ମଧ୍ୟ ଅଛନ୍ତି । ସବୁ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଥାଆନ୍ତି ଏବଂ ସେମାନେ ଅଲଗା ଅଲଗା ପ୍ରକାରରେ ନିଜ ଦେଶ ପାଇଁ ଥିବା କର୍ତବ୍ୟ ଦ୍ଵାରା ନିଜର କାମ କରିଥାନ୍ତି । ତାଙ୍କର ଏହି କର୍ତବ୍ୟ ଦ୍ଵାରା ହିଁ ସେମାନଙ୍କର ଶକ୍ତି ବିଷୟରେ ଜଣାପଡି ଥାଏ । ମଝିରେ ମଝିରେ ସର୍ବେ କରାଯାଇ ନେତା ମାନଙ୍କର ଶକ୍ତି ଆଧାରରେ ସେମାନଙ୍କର ସ୍ଥାନ ନିର୍ଧାରିତ କରାଯାଇଥାଏ । ସେହି ସର୍ବେ ଆଧାର ଉପରେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ୪ ଜଣ ଶକ୍ତିଶାଳୀ ନେତାଙ୍କ ବିଷୟରେ କହିବୁ ।

୧ – ନରେନ୍ଦ୍ର ମୋଦୀ

ଏଥରର ଟାଇମ୍ସ ରିଡ଼ର୍ସ ପୋଲ ସର୍ବେ ଅନୁସାରେ ଭାରତର ପିଏମ ମୋଦୀ ଏହି ତାଲିକାରେ ସବୁଠାରୁ ପ୍ରଥମ ସ୍ଥାନରେ ଅଛନ୍ତି । ମୋଦୀଙ୍କର ପ୍ରଭାବ କେବଳ ଭାରତରେ ହିଁ ନୁହେଁ ସାରା ଦୁନିଆରେ ଅଛି । ତାଙ୍କୁ ଗୋଟିଏ ଥର ୱାଲ୍ଡ ଲିଡର ର ଉପାଧି ମଧ୍ୟ ମିଳିସାରିଛି । ଭାରତ ଭଳି ଦେଶକୁ ସେ ଠିକ ଭାବରେ ସଂଚାଳନ କରିଛନ୍ତି । ଏଥିପାଇଁ ସେ ଦୁନିଆର ସବୁଠାରୁ ଶକ୍ତିଶାଳୀ ନେତାଙ୍କ ଭିତରେ ପ୍ରଥମ ସ୍ଥାନରେ ଅଛନ୍ତି ।

୨ – ଡୋନାଲ ଟ୍ରମ୍ଫ

ଏହି ତାଲିକାରେ ସୁପରମ୍ୟାନ କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ମଧ୍ୟ ସାମିଲ ଅଛନ୍ତି । ସେ ବହୁତ ଥର କିଛି ମୁଖ୍ୟ ନିଷ୍ପତ୍ତି ନେଇଛନ୍ତି । ଡୋନାଲ ଟ୍ରମ୍ଫ ଙ୍କୁ ଆମେରିକାର ନାଗରିକ ମାନେ ବହୁତ ଭଲ ପ୍ରଶଂସା କରିଛନ୍ତି ।

୩ – ଶୀ ଜିନପିଙ୍ଗ

ଚୀନର ରାଷ୍ଟ୍ରପତି ମଧ୍ୟ ଦୁନିଆର ସବୁଠାରୁ ଶକ୍ତିଶାଳୀ ନେତା ମାନଙ୍କ ତାଲିକାରେ ସାମିଲ ଅଛନ୍ତି । ଚୀନ ଏକ ଶକ୍ତିଶାଳୀ ଦେଶ ବୋଲି ସବୁବେଳେ ପ୍ରମାଣ ଦେଇ ଆସିଛି ।

୪ – ବ୍ଲାଦିମୀର ପୁତିନ

ରୁଷିଆ ର ପ୍ରେସିଡେନ୍ଟ ବ୍ଲାଦିମୀର ପୁତିନ ବି ଏହି ଶକ୍ତିଶାଳୀ ନେତା ମାନଙ୍କ ତାଲିକାରେ ଅଛନ୍ତି । ସର୍ବେ ଅନୁସାରେ ବ୍ଲାଦିମୀର ପୁତିତ ଏହି ତାଲିକାର ଶେଷ ବା ଚତୁର୍ଥ ସ୍ଥାନରେ ଅଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।