ଏକା ଥରେ ଜଳିଲା 3 ଶିଶୁଙ୍କ ଜୁଇ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ… ଦୃଶ୍ୟ ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଛାତି ଫଟାଇ ବାହୁନି କାନ୍ଦୁଛି ମା ମାଉସୀ । ଝୁରି ହେଉଛନ୍ତି ସାହି ପଡିଶା । ଗାଁ ଦାଣ୍ଡରେ ଫାଟି ପଡୁଛି କାନ୍ଦ ବୋବାଳିରେ । ହାଣ ଦର୍ଶକ ବନ୍ଧୁ ଦିନକ ତଳେ ଏଇ ଦାଣ୍ଡରେ ସାଙ୍ଗ ସାଥି ହୋଇ ଖେଳୁଥିଲେ । ଆଜି ମୁଠାଏ ମୁଠାଏ ପାଉଁଶ ପାଲଟିଗଲେ ଗାଁ ର 3 ନିଷ୍ପାପ ଶିଶୁ । ଏକା ବେଳକରେ 3ଟି କୋମଳ ଜୀବନ । ଜଣେ ଆହତ ହୋଇ ଅଳ୍ପକେ ବର୍ତ୍ତିଗଲା । ମା କୋଳ ଛାଡି ସ୍କୁଲ ଯାଇଥିଲେ 4ଟି ଛୁଆ କିନ୍ତୁ ଫେରିଲା 3ଟି ଶ-ବ ।

ଦୁ-ର୍ଘ-ଟ-ଣାର ଦୃଶ୍ୟ ଯିଏ ଦେଖିଛି ତାର ଲୋମ ଟାଙ୍କୁରି ଯାଇଛି । ଯିଏ ଶୁଣୁଛୁ ସେ ସ୍ତବ୍ଧ ରହିଯାଉଛି । ଦୋଷ କାହାର କିଏ ବୁଝିପାରୁ ନାହାନ୍ତି । ପୁରା ଗାଁ ନିରବି ଯାଇଛି ଅନ୍ୟ ପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ଗାଁ ର 3 ଜଣ ପିଲାଙ୍କର ଆକସ୍ମିକ ମୃ-ତ୍ୟୁ ପରେ ଏବେ ପୁରା ଗାଁ କାନ୍ଦୁଛି । କାହା ଘରେ ଚୁଲି ଜଳୁ ନାହି । ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ଶରଧାପାଲି ଛକରେ ସଡକ ଦୁ-ର୍ଘ-ଟ-ଣାରେ 3 ଜଣ ଛାତ୍ରଙ୍କର ଅ-କା-ଳ ମୃ-ତ୍ୟୁ ଘଟିଛି ।

ଗାନ ସ୍କୁଲରୁ ପରୀକ୍ଷା ଦେଇ ବାହାରୁଥିବା ବେଳେ ସ୍କୁଲ ଗେଟେ ସାମ୍ନାରେ ଏମାନଙ୍କୁ ଦ୍ରୁତ ଗତିରେ ଆସୁଥିବା ଗାଡିଟି ଧ-କ୍କା ଦେଇଥିଲା । ଯେଉଁଥିରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା 3 ସାଙ୍ଗ ସାଥି ହୋଇ ଆ-ର-ପା-ରି-କୁ ଚାଲିଗଲେ । ମୃ-ତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ଆଉ ଜଣେ ସାଙ୍ଗ । ଗାଁ ନଦୀ ପଠାରେ ସୁବ୍ରତର ବାପା ତାର ଶ-ବରେ ଅଗ୍ନି ସଂଯୋଗ କରୁଛନ୍ତି ।

ଦୁଇ ଝିଅ ପରେ ବହୁତ ପୂଜା ପାଠ କରି ପାଇଥିଲେ ପୁଅକୁ ଆଉ ଭାବିଥିଲେ ମୃ-ତ୍ୟୁ ବେଳେ ପୁଅ ତାଙ୍କ ମୁ-ହଁ-ରେ ନି-ଆଁ ଦେବ । ହେଲେ ବିଧି ବିଧାନ କିଛି ଅଲଗା ଥିଲା । ପୁଅ ବଦଳରେ ବାପା ଏବେ ପୁଅ ମୁହଁରେ ନି-ଆଁ ଦେଉଛି । ସୁବ୍ରତା ସହ 3 ନିଷ୍ପାପ ଶିଶୁଙ୍କର ଶ-ବ ସ-ତ୍କା-ର ସରିଛି । ଦୁ-ର୍ଘ-ଟ-ଣା ପରେ ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଲା ।

କ୍ଷତିପୂରଣ ଦାବିରେ 3 ମୃ-ତ-କ-ଙ୍କ ଶବ ରଖି 6 ଘଣ୍ଟା ଧରି ରାସ୍ତା ଅବରୋଧ କରିଲେ ଗ୍ରାମବାସୀ । ପରେ ପୋଲିସ ଓ ପ୍ରଶାସନ ଆସି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଲା । କିନ୍ତୁ ଏଭଳି ଦୁ-ର୍ଘ-ଟ-ଣାକୁ ଗାଁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମ-ଦୁ-ଆ ଡ୍ରାଇଭର ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହ ଶରଧାପାଲି ଛକ ନିକଟରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ମୃ-ତ-କ ମାନଙ୍କର ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଥିଲା । ତେବେ ଦେଖାଯାଉ ଏହି ଘଟଣାର ସଠିକ ତଦନ୍ତ କେବେ ହେଉଛି । ପୋଲିସ ଗାଡି କୁ ଜବତ କରି ସାରିଛି ଆଉ ପୁରା ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।