ଆଜିର ରାଶିଫଳ, 24 ମାର୍ଚ୍ଚ 2023, ଶୁକ୍ରବାର, ମା’ ସନ୍ତୋଷୀଙ୍କ ଆଶୀର୍ବାଦ ରହିବ ଏହି 5ଟି ରାଶି ଉପରେ, ମିଳିବ କିଛି ବଡ ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆପଣ ସାହସୀ ତଥା ଅନୁଭବି ବ୍ୟାନତି ଅଟନ୍ତି । ତେଣୁ ଘର ପରିବାରର ସ୍ଥିତି କୁ ଅନୁକୂଳ ରଖିବାରେ ସଫଳ ହୋଇ ପାରନ୍ତି । ଭକ୍ତି ରେ ମନ ଲାଗିବ । ଆର୍ଥିକ ପାଖ ମଜବୁତ କରିବା ପାଇଁ ଆପଣଙ୍କୁ ଅବସର ପ୍ରାପ୍ତ ହେବ । ତାହାର ପୁରା ଲାଭ ଉଠାନ୍ତୁ । ଚାକିରି କରୁଥିବା ଜାତକ ଙ୍କ ପାଇଁ ଭଲ ଅଫର ଆସିବାର ଯୋଗ ଅଛି । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ଯ ଉତ୍ତମ ରହିବ ।

ବୃଷ ରାଶି : ବର୍ତ୍ତମାନ କାମରେ ବୃଦ୍ଧି କରିବାର ଇଚ୍ଛା ଥିଲେ ଆପଣଙ୍କୁ ନିସନ୍ଦେହ ସଫଳତା ପ୍ରାପ୍ତ ହେବ । ଆପଣ ଆଗକୁ ବଢିବା ପାଇଁ ନୂଆ ରାସ୍ତା ଆପଣେଇବେ । ଆଜି ଆପଣଙ୍କ ଘରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ନିଜର ବନ୍ଧୁ ବା ପରିଚିତ ଆପଣଙ୍କର ଭେଟ ହେବ ଯାହା କାରଣରୁ ଆପଣଙ୍କ ମୁହଁ ରେ ଖସି ଝଲକିବ । ଲୋକେ ଆପଣଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରିବେ ।

ମିଥୁନ ରାଶି : ଯଦି ଆପଣ ବ୍ୟାପାର ବିସ୍ତାର କରିବାର ଯୋଜନା ରଖିଛନ୍ତି ତ ଆପଣଙ୍କୁ ଆଜି ସଫଳତା ମିଳିବାର ପ୍ରବଳ ସମ୍ଭାବନା ଅଛି । କାହା ପ୍ରତି ନିଜର ରାୟ କୁ ନିଜ ଯାଏଁ ସୀମିତ ରଖିବା ବେହତର ହେବ । ବନ୍ଧୁ ଙ୍କ ସହ ମଉଜ ମସ୍ତି ରେ ବିତାଇବେ । କାହାକୁ ଅପଶବ୍ଦ କୁହନ୍ତୁ ନାହି । କାରୋବାରରେ ଅଧିକ ମେହନତ କରିବାକୁ ପଡିବ । ଅନ୍ୟ ସହ ମିସିକି କରିଥିବା କାମ ରେ ଲାଭ ପ୍ରାପ୍ତ ହେବ ।

କର୍କଟ ରାଶି : ବିଦ୍ୟାର୍ଥୀ ଗଣ ଆଜି ଅଭ୍ଯାସ ଓ କ୍ୟାରିୟର ଦିଗରେ ସଫଳତା ପ୍ରାପ୍ତ କରିବେ । ପାର୍ଟନର ଓ ପରିବାର ସହ ବାହାରକୁ ଯିବାର ପ୍ଳାନ କରିବେ । ଆଜି ବନ୍ଧୁ ଙ୍କ ସହ ସମୟ ବିତାଇବେ । ପରିବାରର ଲୋକଙ୍କ ସହ ସମ୍ପର୍କ ଭଲ ରହିବ । ଆଜି ଭାଗ୍ଯର ସାଥ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଭଲ ସଫଳତା ମିଳିବ । ପରିଜନ ଙ୍କ ସହ ସଂଯମ ରଖନ୍ତୁ । ଖର୍ଚ୍ଚ ରେ ଲଗାମ କରନ୍ତୁ ନଚେତ ଆପଣଙ୍କୁ ସମସ୍ଯା ଆସିପାରେ ।

ସିଂହ ରାଶି : ଆଜି ପରିବାର ଓ ବନ୍ଧୁ ଙ୍କ ସହାୟତା ମିଳିବ । ଚାକିରି କରୁଥିବା ଜାତକ ଙ୍କୁ କିଛି ଜରୁରୀ ନିସ୍ପତି ନେବାର ଜରୁରତ ଅଛି । ଆପଣ ନୂଆ ବ୍ୟକ୍ତିତ୍ବ ରେ ମିଳିପାରେ । ସଚ୍ଚା ପ୍ରେମ ସହ ବହୁତ ସମୟ ପରେ ଯାତ୍ରା ହେବ । ଆପଣଙ୍କୁ ବଡ ଗୁରୁଜଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ପାରିବାରିକ ଜୀବନ ସୁଖମୟ ରହିବ । ଭାଇ ଭଉଣୀ ଙ୍କ ସହଯୋଗରେ କାରୋବାରରେ ବୃଦ୍ଧି ହେବ । ପୁରୁଣା ରୋଗରୁ ମୁକ୍ତି ପାଇବେ ।

କନ୍ୟା ରାଶି : ଆଜି ଖାସ ମାମଲାରେ କୌଣସି ଅନୁଭବି ଙ୍କ ପରାମର୍ଶ ନେବା ଆପଣଙ୍କ ପାଇଁ ଠିକ ରହିବ । ଆପଣ ସମ୍ପତି ନିବେଶ କରି ପାରନ୍ତି ବା ବାହନ କ୍ରୟ କରି ପାରନ୍ତି । କାର୍ଯ୍ୟ ସମ୍ବଧିତ ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ହେବ । ଅଫିସର ମାନଙ୍କର ସହଯୋଗ ମିଳିବ । ଆପଣ ଭାବନା ରେ ଭାସି ଯାଇ କିଛି ପଦକ୍ଷେପ ନିଅନ୍ତୁ ନାହି । ଆଜି ଆପଣଙ୍କୁ ଖାସ କଥା ଜଣା ପଡିବ । ଯୋଜନା ଫଳପ୍ରଦ ହେବ । ନୂଆ କାମ ମିଳିବ ।

ତୁଳା ରାଶି : ଆଜି ଦିନରେ ଲାଭକାରୀ ଯାତ୍ରା ହେବ । କୌଣସି ସ୍ଥିତି ରେ ଆପଣ ନେତୃତ୍ଵ କାରୀ ଭୂମିକା  ହୋଇପାରେ । ଚାକିରି ପାଇଁ ପ୍ରତିଯୋଗୀ ପରୀକ୍ଷା ଓ ସାକ୍ଷାତକାର ଆଦି କାର୍ଯ୍ୟ ରେ ସଫଳତା ମିଳିବ । ଆପଣ ଘରେ କୌଣସି କାର୍ଯ୍ୟ କ୍ରମ ବା ଉଶ୍ଚାବ ର ଆୟୋଜନାରେ ସାମିଲ ହେବେ । ସରକାରଙ୍କ ତରଫରୁ ଲାଭ ହେବ । କିଛି ନିସ୍ପତି ନେବାକୁ ପଡିପାରେ । ଘରେ ମାଙ୍ଗଳିକ କାର୍ଯ୍ୟ କ୍ରମ ର ଆୟୋଜନ ବିଷୟାରେ ଚିନ୍ତା କରିବେ ।

ବିଛା ରାଶି : ଘରେ ଖୁସି ଆସିବ । ବ୍ୟକ୍ତିଗତ ସମସ୍ଯା ର ସମାଧାନ ହେବ । ପାରିବାରିକ ବାତାବରଣ ବିଗିଡି ଯାଇପାରେ । ଆପଣଙ୍କୁ ନିଜ ପିତା ଓ ଜୀବନ ସାଥିଙ୍କ ପୁରା ସହଯୋଗ ମିଳିବ । ଆପଣ ସନ୍ତାନ ମାନଙ୍କ ସହ ପ୍ରେମ ଭରା ସମୟ ବିତାଇବେ । କାର୍ଯ୍ୟ ରେ ସଫଳତା ମିଳିବ । ମନରେ ନିରାଶ ଭାବନା ଆସିବ । ଆପଣ ନିଜକୁ ଫୁର୍ତ୍ତି ଅନୁଭବ କରିବେ । ଆଜି ଆପଣଙ୍କୁ କୌଣସି ଖୁସି ଖବର ମିଳିବ । ଅଧୁରା ଓ ଅଟକିଥିବା କାମ ପୁରା ହେବା ପାଇଁ ଠିକ ଅଛି ।

ଧନୁ ରାଶି : କୌଣସି ଅସହାୟ ଙ୍କୁ ସାହାଜ୍ଯ କରିଲେ ଆପଣଙ୍କୁ ଲାଭ ହେବ । ଆଜି ଆପଣଙ୍କର କୌଣସି ମାମଲାର ସମାଧାନ ହେବ । ମନରେ ଖରାପ ବିଚାର ଆସିପାରେ । ଆପଣା ପ୍ରେମ ସମ୍ପର୍କ ମାମଲାରେ ଭାଗ୍ୟଶାଳୀ ରହିବ । ଜୀବନ ସାଥିଙ୍କ ସହ ଆପଣଙ୍କର ସମ୍ପର୍କ ମଧୁର ରହିବ । କାର୍ଯ୍ୟ ସ୍ଥଳରେ ଲୋକ ଙ୍କ ସହଯୋଗ ମିଳିବାରୁ ଆପଣ ଖୁସି ଅନୁଭବ ହେବ ।

ମକର ରାଶି : ଆପଣଙ୍କ ଅମାଦାନି ରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣଙ୍କ ମନ ପ୍ରସନ୍ନ ହେବ । ସମସ୍ତଙ୍କ ସହ ପ୍ରେମରେ ବ୍ୟବହାର କରିବେ । ଆଜି କିଛି ନୂଆ କାମ ଶିଖିବାର ଅବସର ମିଳିବ । ଭବିଷ୍ଯତରେ ଆପଣଙ୍କୁ ଏଥିରୁ ଫାଇଦା ହେବ । ନିଜର ବ୍ୟକ୍ତିତ୍ବ ଓ ରୂପ ରଙ୍ଗ କୁ ବେହତର କରିବା ପାଇଁ ଚେଷ୍ଟା କରିବେ । ଆଜି ଆପଣଙ୍କ ମନରେ କାହା ପାଇଁ ଈର୍ଷା ଆସିପାରେ ।

କୁମ୍ଭ ରାଶି : ଆପଣଙ୍କୁ ସନ୍ତୋଷଜନକ ଅନୁଭବ ହେବ । ଆପଣ ଶିକ୍ଷା ପ୍ରତିଯୋଗୀତା ରେ ଭାଗ ନେବେ ତେବେ ଭାଗ୍ୟ ଓ ଆପଣଙ୍କୁ ମେହନତ ଉଭୟ ଆପଣଙ୍କର ସାଥ ଦେବ । ପ୍ରତେକ ଅବସର ର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ କାମ ସହଜରେ ହେବ । ସମୟ ଅନୁଯାୟୀ କାମ ପୁରା ହେବ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ଆଜି ଆପଣ ଜୀବନ ସାଥି ଙ୍କ ସ୍ଵଭାବ ରେ ଏକ ଗଭୀରତା ଅନୁଭବ କରିବେ ।

ମୀନ ରାଶି : ଯାତ୍ରା ଓ ଶିକ୍ଷା ଜଡିତ କାମ ଆପଣଙ୍କୁ ଜାଗୃତ ରେ ବୃଦ୍ଧି ହେବ । ବ୍ୟାପାର କ୍ଷେତ୍ର ରେ ଅନ୍ୟ ଲୋକଙ୍କ ସହ ସମ୍ପର୍କ ରଖିଲେ ଆପଣଙ୍କୁ ଫାଇଦା ମିଳିବ । ଚାକିରି ଓ ବିଜେନ୍ସ କରୁଥିବା ଲୋକଙ୍କୁ ଇନକମ ରେ ନୂଆ ସୋରସା ମିଳିପାରେ । ଅପାନଙ୍କ ବ୍ୟବହାର ରେ କିଛି ଲୋକ ଖୁସି ହେବ । ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତାରେ ରହିବେ । ନୂଆ ଚାକିରି ସନ୍ଧାନ କରୁଥିଲେ ଆପଣଙ୍କୁ ପ୍ରୟାସ ଜାରି ରଖିବାକୁ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।