ଝିଅ ହେଉ କି ପୁଅ ଆଇନ୍ ସମସ୍ତଙ୍କ ପାଇଁ ସମାନ! କିନ୍ତୁ ଏଠି ଝିଅ ଲାଗି ଅନୁକମ୍ପା ଓ ପୁଅଙ୍କ ପାଇଁ କୋଠର, ଲୋକେ କହୁଛନ୍ତି ପୋଲିସ ବାବୁ ଇଏ କଣ କରୁଛ !

ଦର୍ଶକ ବନ୍ଧୁ ଭାରତୀୟ ଦଣ୍ଡ ବିଧାନ ଆଇନ ଦ-ଫା 306 ଯାହାକୁ ନେଇ ହରଡଘଣା ରେ ପଡିଛି କମିସନରେଟ ପୋଲିସ । କାରଣ 306 ଦ-ଫା ହେଉଛି ଏମିତି ଏକ ଦ-ଫା କାରଣ ଜୀବନ ହା-ରି-ବା ଲାଗି ଯିଏ ପ୍ରବର୍ତ୍ତାଇବା ତାକୁ ଜେ-ଲ ଯିବାକୁ ହେବ । ଏହି ଦ-ଫା-ରେ ଦେଖିବାକୁ ମିଳୁଛି ପୁଅ ପାଇଁ ଗୋଟେ ନିୟମ ଆଉ ଝିଅ ପାଇଁ ଗୋଟେ ନିୟମ । ଯାହାକୁ ନେଇ ହରଡଘଣାରେ ପଡିଛି ପୋଲିସ ।

ମହିଳାଙ୍କ ଲାଗି ଅନୁକମ୍ପା ପୁରୁଷଙ୍କ କ୍ଷେତ୍ରରେ କଠୋର ହେଉଥିବା ଅ-ଭି-ଯୋ-ଗ ହେଉଛି । ଦର୍ଶକ ବନ୍ଧୁ 306 ମାମଲାରେ ଜଣେ ପୁରୁଷଙ୍କ ଲାଗି ମହିଳା ଜୀବନ ହା-ରି-ଲେ ପୋଲିସ ଏହି ମାମଲାରେ ତ୍ଵରିତ ପଦକ୍ଷେପ ନେଇ ପୁରୁଷଙ୍କୁ ଆ-ରେ-ଷ୍ଟ କରୁଛି । ଆଉ ସମାନ ଭାବେ ଯଦି ଜଣେ ମହିଳାଙ୍କ ଲାଗି ପୁରୁଷ ଜୀ-ବ-ନ ହା-ରୁ-ଛି ତେବେ ମହିଳାଙ୍କୁ ଗି-ର-ଫ ବଦଳରେ ଅନୁକମ୍ପା ଦେଖାଉଛି ।

ଏମିତି କିଛି ଅ-ଭି-ଯୋ-ଗ ଏବେ ହେଉଛି । ଦର୍ଶକ ବନ୍ଧୁ ଏହି କଥା ଏଥିପାଇଁ ଉଠିଛି କି ଆପଣଙ୍କର ମନେ ଥିବ ଖାରବେଳ ଥାନା ଅଞ୍ଚଳରେ ବିବାହିତା ମହିଳା ଶୁଭଶ୍ରୀ ମହାପାତ୍ରଙ୍କ ଜୀ-ବ-ନ ହା-ରି-ବା ଘଟଣା । ଘର ଭିତରୁ ମୃ-ତ ଦେ-ହ ଉଧାର କରିଲା ପୋଲିସ ଆଉ ଶୁଭଶ୍ରେଙ୍କ ଜୀବନ ହାରିବା ଲାଗି ତାଙ୍କ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଗି-ର-ଫ କରିଲା ଖାରବେଳ ନଗର ପୋଲିସ ।

ଆଉ ଆପଣଙ୍କର ମନେ ଥିବ ଆଚାର୍ଯ୍ୟ ବିହାର ସ୍ଥିତ ଭଡା ଘରେ ଏମସିଏ ଛାତ୍ରୀ ଆସିତା ସେନାପତି ଜୀ-ବ-ନ ହା-ରି-ଥି-ଲେ । ତ୍ରିକୋଣିୟ ପ୍ରେମରୁ ଏହା ଜୀ-ବ-ନ ହା-ରି-ବା ପୋଲିସ ଜାଣିବାକୁ ପାଇଲା । ଆଉ ତାପରେ ଆସିତାଙ୍କ ପୁରୁଷ ବନ୍ଧୁ ସତ୍ୟପ୍ରକାଶ ଦାସଙ୍କ ହାତ ଥିବା ନେଇ ଆ-ରେ-ଷ୍ଟ କରିଥିଲା ପୋଲିସ । ଦର୍ଶକ ବନ୍ଧୁ ଆପଣଙ୍କର ମନେ ଥିବ ଶ୍ଵେତା ଉତ୍କଳ କୁମାରୀଙ୍କ ମୃ-ତ ଦେ-ହ ଉଧାର କରାଗଲା ।

ଆଉ ଏହା ପରେ ତାଙ୍କ ଘରୁ ଡାଏରୀ ଓ ହାତ ଲେଖା ଚିଠି ମିଳିଲା । ଆଉ ତାଙ୍କ ଜୀବନ ହାରିବା ପଛରେ ପୁରୁଷ ବନ୍ଧୁ ସୋମ୍ୟଜିତ ମହାପାତ୍ର ଦାୟୀ ବୋଲି ଅ-ଭି-ଯୋ-ଗ ହେଲା । ଆଉ ତାପରେ ସୌମ୍ୟଜିତଙ୍କୁ ପୋଲିସ ଗି-ର-ଫ କରିଥିଲା । କିନ୍ତୁ ଯେଉଁ ମହିଳାଙ୍କ ପାଇଁ ପୁରୁଷ ମାନେ ଜୀ-ବ-ନ ହା-ରୁ-ଛ-ନ୍ତି ସେଥିରେ କାହିଁକି ବ୍ୟତିକ୍ରମ କରୁଛି ପୋଲିସ ।

ଏଇ ଏବେ ଏବେ ଡିଜେ ଆଜେକ୍ସ ବା ଅକ୍ଷୟ କୁମାର ମହାରଣା ଜୀ-ବ-ନ ହା-ରି-ଲେ । ଆଉ ଆଜେକ୍ସଙ୍କ ଜୀ-ବ-ନ ହା-ରି-ବା ପଛରେ ତାଙ୍କ ସୁନ୍ଦରୀ ପ୍ରେମିକା ଦାନ୍ତ ଡାକ୍ତରାଣୀଙ୍କ ସମ୍ପୃକ୍ତି ଥିବା ଅ-ଭି-ଯୋ-ଗ ପରେବି ପୋଲିସ ନୀରବ ଅଛି । ମଡେଲ ସୋମ୍ୟରଞ୍ଜନ ପାଣିଗ୍ରାହୀ ଜୀ-ବ-ନ ହା-ରି-ଲେ । ତାଙ୍କ ଜୀବନ ହା-ରି-ବା ପଛରେ କଣ୍ଠଶିଳ୍ପୀ ସୋନାଲୀ ନନ୍ଦଙ୍କ ନାଁ ଆସିଲା ହେଲେ ଏ ଯାଏଁ ପୋଲିସ ସୋନାଲୀଙ୍କୁ ଗି-ର-ଫ କରିଲା ନାହି ।

ଏମିତିକି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଲା । ଆଉ ଏ ଯାଏଁ ବିଦ୍ୟା ଭାରତିଙ୍କୁ ଗି-ର-ଫ କରିଲା ନାହି ପୋଲିସ । ଏସବୁକୁ ଦେଖି ଲୋକେ କହୁଛନ୍ତି ପୋଲିସ କରୁଛି ପକ୍ଷପାତିତା । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।