ଏକା ବୟସର ଅଟନ୍ତି ଟିଭି ଏବଂ ଫିଲ୍ମର ଏହି ଅଭିନେତ୍ରୀମାନେ, ସମାନ ବୟସର ଅଟନ୍ତି ହୀନା ଖାନ ଓ ବଲୀଉଡର ଏହି ଅଭିନେତ୍ରୀ

ଦୂରରୁ ଦେଖିଲେ ଆପଣଙ୍କୁ ଟେଲିବିଜନ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁନିଆ ଅଲଗା ନଜର ଆସିପାରେ । କିନ୍ତୁ ଏଠି ବହୁତ କିଛି ସମାନ ଅଟେ । ଟିଭି ଏବଂ ଫିଲ୍ମର ପରସ୍ପର ସହିତ କୌଣସି ନା କୌଣସି କାରଣ ଯୋଗୁ ଜଡିତ ଅଛନ୍ତି । ଟିଭିର କିଛି କଳାକାର ଆଜି ଫିଲ୍ମ ଇଣ୍ଡଷ୍ଟ୍ରିର ଷ୍ଟାର ହୋଇଯାଇଛନ୍ତି । ଅନ୍ୟ ପଟେ ଫିଲ୍ମର ଷ୍ଟାରମ୍ନାଏ ଟିଭି ଉପରେ ନିଜର ଫିଲ୍ମକୁ ପ୍ରୋମଟ କରିବା ପାଇଁ ଆସିଥାନ୍ତି ।

ଯଦି କିଛି ଅଲଗା ଅଛି ତେବେ ତାହା ବଲୀଉଡ ଏବଂ ଟିଭି ଅଭିନେତ୍ରୀଙ୍କର ରୋଲ ମଧ୍ୟରେ ପାର୍ଥକ୍ୟ ଅଟେ । ଯେଉଁଠି ଟିଭିରେ କମ ବୟସର ଅଭିନେତ୍ରୀମାନେ ବି ସଂସ୍କାରୀ ବୋହୁ ଏବଂ ମାର ଅଭିନୟ କରନ୍ତି । ଅନ୍ୟ ପଟେ ଫିଲ୍ମରେ ଅଭିନେତ୍ରୀମାନଙ୍କୁ ୪୦ ବର୍ଷ ପାର କରିବା ପରେ ହିଁ ମୁଖ୍ୟ କିରଦାର ମିଳିଥାଏ । ୪୦ ବର୍ଷ ବୟସରେ ବି ସେମାନେ ଯୁବତୀ ଏବଂ ଚୂଲବୁଲି ଝିଅଙ୍କର ଅଭିନୟ କରିଥାନ୍ତି ।

କିନ୍ତୁ ଆପଣ କଣ ଜାଣିଛନ୍ତି କି ବଲୀଉଡ ଏବଂ ଟିଭିରେ କାମ କରୁଥିବା ଏହି ଅଭିନେତ୍ରୀଙ୍କର ବୟସ ସମାନ ଅଟେ ? ଯଦି ଜାଣିନାହାନ୍ତି ତେବେ ଏହି ପୋସ୍ଟରେ ଆମେ ଆପଣଙ୍କୁ କହିବୁ ।

ଆଲିୟା ଭଟ୍ଟ – ଏରିକା ଫର୍ନାଂଡିସ

ଅନୁଷ୍କା ଶର୍ମା – ହିନା ଖାନ

କାଜୋଲ – ଗୌତମୀ କପୂର

ସୋନାକ୍ଷୀ ସିନ୍ହା – ମୌନୀ ରୟ

ଦୀପିକା ପାଦୁକୋଣ – ବାହବିଜ ଦୋରବଜୀ

କଟରୀନା କୈଫ – ଗୌହର ଖାନ

ସନୀ ଲିୟୋନି – ଅନୀତା ହସନଂଦାନୀ

ସୋନମ କପୂର – ଦିବ୍ୟାଙ୍କା ତ୍ରିପାଠୀ

ପରିଣୀତୀ ଚୋପାଡା – କୃତିକା କାମରା

ପ୍ରିୟଙ୍କା ଚୋପାଡା – ଦେବିନା ବାନାର୍ଜୀ

ଐଶ୍ୱର୍ୟା ରାୟ – ସାକ୍ଷୀ ତଂବର

ବିଦ୍ୟା ବାଲନ – ଦିଶା ବକାନୀ

ତବ୍ବୂ – ମେଘନା ମଲିକ

ମଲ୍ଲିକା ଶେରାବତ – ଶିଲ୍ପା ଶିଂଦେ

ମାଧୁରୀ ଦୀକ୍ଷିତ – ସୁପ୍ରିୟା ପିଲଗାଂବକର

ଆଶା କରୁଛୁ କି ଆପଣମାନଙ୍କୁ ଆମର ଏହି ଆର୍ଟିକୀଲ ନିଶ୍ଚିତ ପସନ୍ଦ ଆସିଥିବ । ତେବେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ ।