ଭଲ ସ୍ୱାସ୍ଥ୍ୟ ପାଇବାର ରହସ୍ୟ ବୋଲି ମାନିଥାନ୍ତି କଳା ଅଙ୍ଗୁର, ସବୁଦିନ ଖାଇଲେ ମିଳିଥାଏ ଏହି ୧୨ଟି ଜବରଦସ୍ତ ଫାଇଦା

ଅଙ୍ଗୁର ଏକ ସୁଗନ୍ଧିତ ଲତାଜାତୀୟ ଫଳ ଅଟେ । ଅଙ୍ଗୁରର ପାଞ୍ଚୋଟି ଜାତି ଅଛି । ଯେଉଁଥିରେ ତିନୋଟି ସବୁଜ ଏବଂ ଦୁଇଟି କଳା ରଙ୍ଗର ହୋଇଥାଏ । ଅଙ୍ଗୁରରେ ଭସ୍ମ, ଅମ୍ଲ, ଶର୍କରା, ଗୌଂଦ, ଗ୍ଲୂକୋଜ, କଷାୟ ଦ୍ରବ୍ୟ, ସାଇଟ୍ରିକ, ହାଇଟ୍ରିକ, ରୈସେମିକ, ମୌଲିକ ଏସିଡ, ସୋଡିୟମ, ପୋଟେଶିୟମ ଏବଂ କ୍ଲୋରାଇଡ ମେଗ୍ନୀଶିୟମ ଅତ୍ୟାଦି ତତ୍ୱ ମିଳିଥାଏ ।

ଆଜି ଏହି ଆର୍ଟିକୀଲରେ ଆମେ ଆପଣମାନଙ୍କୁ କଳା ଅଙ୍ଗୁରର ଲାଭ ବିଷୟରେ କହିବାକୁ ଯାଉଛୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି କଳା ଅଙ୍ଗୁର କ୍ୟାନ୍ସର ଏବଂ ଅନ୍ୟ ବଡ ବଡ ରୋଗକୁ ଠିକ କରିବାର ଶକ୍ତି ରଖିଥାଏ ।

କଳା ଅଙ୍ଗୁରର ଲାଭ

·    କଳା ଅଙ୍ଗୁରରେ ହେରୋସ୍ଟିଲବେନ ନାମକ ପଦାର୍ଥ ମିଳିଥାଏ । ଯାହାକି ଏନ୍ଟିଅକ୍ସିଡେଣ୍ଟ ଅଟେ । ଏହା ଶରୀରର ବିଷ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ ।

·    ଅଙ୍ଗୁର ରକ୍ତରେ ସୁଗାରର ମାତ୍ରାକୁ ବି କମ କରିଥାଏ । ସେଥିପାଇଁ ଡାକ୍ତରମାନେ ଡାୟବିଟୀଜ ରୋଗୀଙ୍କୁ ଅଙ୍ଗୁର ଖାଇବାକୁ କହିଥାନ୍ତି ।

·    କଳା ଅଙ୍ଗୁରରେ ଅନ୍ୟ ଅଙ୍ଗୁର ଅପେକ୍ଷା ଓରୋସ୍ଟିଲବେନର ମାତ୍ରା ଅଧିକ ଥାଏ । କଳା ଅଙ୍ଗୁରର ସେବନ କରିବା ଦ୍ଵାରା ରକ୍ତର ସଂଚାରକୁ ବଦଳାଇ ଥାଏ ।

·    ଏନିମିୟା ରୋଗୀଙ୍କୁ କଳା ଅଙ୍ଗୁରର ସେବନ କରିବା ଉଚିତ ।

·    କଳା ଅଙ୍ଗୁର ଥଣ୍ଡା ରୋଗ ପାଇଁ ବହୁତ ଲାଭଦାୟକ ଅଟେ । ଯଦି ଆପଣଙ୍କୁ ଥଣ୍ଡା ହୋଇଛି ତେବେ ସବୁଦିନ ୫୦ ଗ୍ରାମ ଅଙ୍ଗୁର ସେବନ କରନ୍ତୁ ।

·    କଳା ଅଙ୍ଗୁରର ସେବନ ଦ୍ଵାରା ଏହା ବ୍ଲଡ ପ୍ରେସରକୁ ବି ସାମାନ୍ୟ ରଖିଥାଏ । ସେଥିପାଇଁ ବିପି ରୋଗୀଙ୍କୁ କଳା ଅଙ୍ଗୁର ସେବନ କରିବା ଦରକାର ।

·    କ୍ୟାନ୍ସର ରୋଗୀମାନଙ୍କୁ ନିଜ ସବୁଦିନ ଖାଦ୍ୟର ଲିସ୍ଟରେ ଅଙ୍ଗୁରର ଜୁସକୁ ସାମିଲ କରି ଦିଅନ୍ତୁ ।

·    ଟାଇଫଏଡ ଜର ପାଇଁ କିସ୍ମିସ (ଶୁଖିଲା ଅଙ୍ଗୁର) ସେବନ କରିବା ଲାଭଦାୟକ ହୋଇଥାଏ ।

·    ମାଇଗ୍ରେନ ଦ୍ଵାରା ପୀଡିତ ଲୋକମାନଙ୍କୁ ଅଧ କପ ଅଙ୍ଗୁର ଜୁସ ସୂର୍ଯ୍ୟଦୟ ପୂର୍ବରୁ ପିଇବା ଉଚିତ ।

·    ବେଳେ ବେଳେ ଅଚାନକ ହୃଦୟରେ ଦରଜ ହେବାକୁ ଲାଗିଥାଏ । ଏହି ସମୟରେ ଅଙ୍ଗୁରର ଅଧ କପ ଜୁସ ଆପଣଙ୍କୁ ଜଲ୍ଦି ହିଁ ଆରମ ଦେଇଥାଏ ।

·    ପ୍ରାୟତଃ କବ୍ଜରେ ପିଡିତ ରହୁଛନ୍ତି ତେବେ ଅଙ୍ଗୁରକୁ ଲୁଣ, ଗୋଲମରୀଚ ସହ ଖାଇବା ଦ୍ଵାରା ତାହା ଆପଣଙ୍କ ପାଇଁ ଲାଭଦାୟକ ରହିବ ।

·    କିଡନୀରେ ଯଦି ବ୍ୟଥା ହେଉଛି ତେବ ଅଙ୍ଗୁରର ତାଜା ପତ୍ରକୁ ୫୦ ଗ୍ରାମ ପାଣିରେ ମିଶାଇ ଅଳ୍ପ ଲୁଣ ପକାଇ ମିଶ୍ରଣ କରି ତାହାକୁ ଛାଣି ଦିଅନ୍ତୁ । ଏହାକୁ ସେବନ କରିବା ଦ୍ଵାରା ଜଲ୍ଦି ହିଁ ବ୍ୟଥାରୁ ଆରମ ମିଳିଥାଏ ।