ଏହି 10 ଦିଗ ଭିତରେ ଲୁଚି ରହିଛି ମନ୍ତ୍ରୀ Naba Das ଙ୍କ ମୃ-ତ୍ୟୁ-ର କାରଣ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ! କଣ ରହିଛି ପ୍ରକୃତ କାରଣ ?

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ପରେ ଏବେ ଲୋକଙ୍କ ଗହଣରେ ଅନେକ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାହିଁକି ଓ କିଭଳି ଏଭଳି ଅଘଟଣ ଘଟିଲା ଏବଂ ଏହା ପଛରେ ବଡ ଷ-ଡ-ଯ-ନ୍ତ୍ର ରହିଛି କି ଏନେଇ ଲୋକେ ଅନେକ କଥା ଗପୁଛନ୍ତି । ପ୍ରଥମ କଥା ହେଉଛି, ମନ୍ତ୍ରୀମାନଙ୍କ ପାଇଁ ଥିବା ପ୍ରୋଟୋକଲକୁ ଭାଙ୍ଗି ଜଣେ ସୁରକ୍ଷା ଅଧିକାରୀ ଏଭଳି କାଣ୍ଡ କାହିଁକି ଘଟାଇଲେ ? ଦ୍ଵିତୀୟ କଥା ହେଉଛି ମନ୍ତ୍ରୀଙ୍କ ପିଏସଓ କଣ କରୁଥିଲେ ଓ ସେ ମନ୍ତ୍ରୀଙ୍କ ପଛଗାଡିରେ କାହିଁକି ବସିଥିଲେ ?

ତୃତୀୟ କଥା ହେଉଛି ଯଦି ASI ଗୋପାଳଙ୍କ ମା-ନ-ସି-କ ଅବସ୍ଥା ଭଲ ନଥିଲା ତେବେ ପୋଲିସ ବିଭାଗ ଭଳି ଏକ ସମ୍ବେଦନଶୀଳ ବିଭାଗରେ ହାତରେ ବ-ନ୍ଧୁ-କ ନେଇ ସେ କେମିତି ଚାକିରି କରୁଥିଲେ ? ତାଙ୍କୁ ଏଥିପାଇଁ କିଏ ପ୍ରବର୍ତ୍ତାଇ ନାହିଁ ତ ? କଥାଟି ହେଉଛି ଏବେ ଯାଏଁ ସର୍ବ ସାଧାରଣରେ ଯେତିକି ଭିଡିଓ ଆସିଛି ସେସବୁରେ କେବଳ ନବଙ୍କ ଛାତିରେ guli ବାଜୁଥିବାର ଦେଖିବାକୁ ମିଳୁଛି । ହେଲେ କିଏ ନବ ଦାସଙ୍କୁ guli ମା-ରି-ଛି ତା’ର ଗୋଟିଏ ହେଲେ ବି ଭିଡିଓ କାହିଁକି ନାହିଁ ?

ଚତୁର୍ଥରେ gulikanda ପରେ ବେକରେ ସବୁଜ ଗାମୁଛା ପକାଇଥିବା ଜଣେ ବ୍ୟକ୍ତି ବନ୍ଧୁକ ଧରିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ସେହି ବ୍ୟକ୍ତିଜଣକ କିଏ ଓ ପୋଲିସ ତାଙ୍କୁ ପଚରାଉଚରା କଲାଣି କି ନାହିଁ ? ପଞ୍ଚମ କଥା ହେଉଛି କୁହାଯାଉଛି କି, ନବ ଦାସଙ୍କ ସହ ଗୋପାଳଙ୍କର ବଚସା ହୋଇଥିଲା । ତେଣୁ ପ୍ରଶ୍ନ ଉଠେ ଗୋପାଳ ଭଳି ଜଣେ ଜୁନିୟର ପୋଲିସ ଅଫିସର ସହ ଜଣେ ବରିଷ୍ଠ କ୍ଯାବିନେଟ ମନ୍ତ୍ରୀଙ୍କର କାହିଁକି ବଚସା ହୋଇଥିଲା ?

ଷଷ୍ଠରେ ପଶ୍ଚିମ ଓଡିଶାରେ ନବ ଦାସଙ୍କ ରାଜନୈତିକ ଦବଦବା ରହିଥିଲା ଓ ତାଙ୍କ ସହ 10ରୁ 20ଜଣ ବିଧାୟକ ମଧ୍ୟ ଥିଲେ । ବିଜେଡି ସମେତ କିଛି କଂଗ୍ରେସ ଏବଂ ବିଜେପି ନେତାଙ୍କୁ ମଧ୍ୟ ନବ ଦାସ ଆର୍ଥିକ ସହାୟତା ଦେଉଥିଲେ । ସପ୍ତମରେ ଆଗାମୀ ନିର୍ବାଚନଏଡ଼େ ନବ ଦାସ ନିଜ ପାଇଁ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ଟିକେଟ ନେବାକୁ ଯୋଜନା କରିଥିଲେ । ଏହା ପ୍ରକାଶ କରିବା ତାଙ୍କ ପାଇଁ କାଳ ହେଲା କି ?

ଅଷ୍ଟମରେ ନବ ଦାସ ଅଳକା ମହାନ୍ତିଙ୍କୁ ବିଜୟୀ କରାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଶୀତଲ ଯୁଦ୍ଧ ଲାଗି ରହିଥିବା ଚର୍ଚ୍ଚା ହେଉଥିଲା । ଅଳକାଙ୍କ ନିର୍ବାଚନ ମଣ୍ଡଳୀରେ ହିଁ ନବଙ୍କ ସହ ଏଭଳି ଘଟିଲା । ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବର୍ଷାଙ୍କୁ ଜିତାଇବା ପଛରେ ନବଙ୍କର ବଡ ହାତ ଥିଲା ।

ନବମରେ ମାଇନିଂ କାରବାରରେ ନବ ଦାସ ଜଡିତ ଥିଲେ । ସୁନ୍ଦରଗଡ ଠାରୁ ଲଖନପୁର ଯାଏଁ ନବଙ୍କ ପରିବହନ ସାମ୍ରାଜ୍ୟ ବ୍ୟାପୀଥିଲା ଓ ସେ ଶତାଧିକ ଟ୍ରକର ମଧ୍ୟ ମାଲିକ ଥିଲେ । ବ୍ୟାପରକୁ ନେଇ କୌଣସି ଶତ୍ରୁତା ଥିଲା କି ନାହିଁ ତାହା ମଧ୍ୟ ଜଣାପଡିନି ।

ଶେଷରେ ନବଙ୍କ ରୋଷେୟାଙ୍କ ସନ୍ଦେହଜନକ ମୃ-ତ୍ୟୁ-କୁ ନେଇ ଗତ କିଛିଦିନ ଚର୍ଚ୍ଚାରେ ଥିଲେ ନବ ଦାସ । ଏହାକୁ ନେଇ ତାଙ୍କ ସହ କିଛି ଘଟିଥିଲା କି ? ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।