ଆପଣଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥିଲେ ଶୀଘ୍ର ଦେଖନ୍ତୁ, ଜ୍ଯୋତିଷ ଶାସ୍ତ୍ର ଏମାନଙ୍କ ବିଷୟରେ କଣ କୁହେ ?

ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ନାମ ସେହି ମଣିଷର ପରିଚୟ ତେଣୁ ଯେତେବେଳେ ଶିଶୁ ଟିଏ ଜନ୍ମ ଗ୍ରହଣ କରି ସଂସାରକୁ ଆସିଥାଏ ତାହାର ନାମକରଣ ବହୁତ ଭାବି ଚିନ୍ତି କରାଯାଇଥାଏ । ସେହି ଶିଶୁଟିର ଜନ୍ମ ସମୟରେ ହୋଇଥିବା ଗ୍ରହ ନକ୍ଷତ୍ରଙ୍କ ଅବସ୍ତିତି ଅନୁଯାୟୀ ନାମ ରଖା ଯାଇଥାଏ । ତେଣୁ ଗୋଟିଏ ମଣିଷର ନାମ ତାହାର ସ୍ଵାଭାବ ଏବଂ ବ୍ୟକ୍ତିତ୍ଵର ଏକ ବଡ ଉଦାହରଣ ହୋଇଥାଏ । ତେଣୁ ମଣିଷ ସହ ମିଶି ଭିତରୁ ଜାଣିବା ଅପେକ୍ଷା ଆମେ ତାହାର ନାମରୁ ହିଁ ତା ସହ ନ ମିଶି ସେହି ବ୍ୟକ୍ତିର ସ୍ଵାଭାବର ଆକଳନ ଲଗାଇପାରିବା ।

ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଇଂରାଜୀ ଅକ୍ଷର Aରୁ ଆରମ୍ଭ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ । A ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ବହୁତ ଆକର୍ଷଣୀୟ ଅଟନ୍ତି । ସମସ୍ତ ଜାଗାରେ ଏମାନେ ଆକର୍ଷଣର କେନ୍ଦ୍ର ଅଟନ୍ତି । ଏମାନଙ୍କ ଶରୀର ଗଠନ ଏପରି ହୋଇଥାଏ କି ଯେ କେହିବି ଏମାନଙ୍କ ପ୍ରତି ଆକର୍ଷଣ ହୋଇଯିବ ସହଜରେ ବା ପ୍ରଥମ ଦେଖାରେ ।

ସବୁବେଳେ ଏମାନେ ସୁନ୍ଦରତାକୁ ହିଁ ଭଲ ପାଇଥାନ୍ତି । ଏମାନେ ବହୁତ ଚାଲାକ ଏବଂ ବୁଦ୍ଧିମାନ ଅଟନ୍ତି । ଏହି ନାମର ବ୍ୟକ୍ତି ବହୁତ ଭାବୁକ ସ୍ଵାଭାବର ହୋଇଥାନ୍ତି । ସବୁବେଳେ ଏମାନଙ୍କ ମନରେ ଗୋଟିଏ କଥା ଚାଲିଥାଏ କି ଘର, ପରିବାର ଏବଂ ଦୁନିଆ ଲୋକ ଭଲରେ ରୁହନ୍ତୁ । ଯଦି ଏମାନଙ୍କ କଥା କେହି ଶୁଣନ୍ତି ନାହିଁ ତେବେ ଏମାନଙ୍କୁ ଖରାପ ଲାଗିଥାଏ ଏବଂ ନିରାଶ ମଧ୍ୟ ଅନୁଭବ କରିଥାନ୍ତି ।

ନିଜ ପାଠ ପଢା ଏବଂ ନିଜର ଭବିଷ୍ୟତକୁ ନେଇ ଏମାନେ ଅଧିକ ସଚେତନ ଥାନ୍ତି । A ନାମର ଲୋକ ଯଦି କୌଣସି କାମ ଆରମ୍ଭ କରନ୍ତି ତେବେ ତାହାକୁ ପୁରା ନକରିବା ପର୍ଯ୍ୟନ୍ତ ଶାନ୍ତିରେ ଶୁଅନ୍ତି ନାହିଁ । ଏମାନଙ୍କୁ ପ୍ରତ୍ୟକ ଜିନିଷ ଜୀବନରେ ଡେରିରେ ଏବଂ ଧୀରେ ଧୀରେ ମିଳିଥାଏ । କିନ୍ତୁ ଯେତେବେଳେ ଏମାନଙ୍କୁ ସଫଳତା ମିଳେ ସେତେବେଳେ ଏମାନେ ସଫଳତାର ଶୀର୍ଷରେ ପହଞ୍ଚି ଯାଇଥାନ୍ତି ।

ସଂଘର୍ଷ ପୂର୍ଣ ଜୀବନ ହେଲେ ମଧ୍ୟ ନିଜର ଦକ୍ଷତା ଦେଖାଇ ସଫଳତାର ଚରମ ସୀମା ପାଖରେ ପହଞ୍ଚି ଯାଇଥାନ୍ତି ଏମାନେ । ଏହି ନାମର ବ୍ୟକ୍ତି ପ୍ରେମକୁ ନିଜ ଜୀବନରେ ବହୁତ ଗୁରୁତ୍ଵ ଦେଇଥାନ୍ତି । କିନ୍ତୁ ଏମାନେ ବିଲକୁଲ ମଧ୍ୟ ରୋମାଣ୍ଟିକ ନୁହେଁ । କିନ୍ତୁ ଏମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । କାରଣ ଏମାନଙ୍କ ଆଶା ଠାରୁ ଭଲ ଜୀବନସାଥୀ ଟିଏ ଏମାନେ ପାଇଥାନ୍ତି ।

ସମ୍ପର୍କକୁ ଯୋଡି ରଖିବା ପାଇଁ ଏମାନେ ସବୁବେଳେ ଚେଷ୍ଟା କରନ୍ତି । ଏମାନେ ନିଜ କଥା ସମସ୍ତଙ୍କୁ କୁହନ୍ତି ନାହିଁ । ଆବଶ୍ୟକ ପଡିଲେ ନିଜ ଭିତରେ ଥିବା ଶକ୍ତିର ଦକ୍ଷତା ଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।