ଚାଣକ୍ୟ ନୀତି : ଲାଜ ନକରି କରିବା ଉଚିତ ଏହି ୩ ଟି କାମ, ନ ହେଲେ ଜୀବନରେ ଆପଣ କିଛି ବି କରି ପାରିବେ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ଏକ ମହାନ ବିଦ୍ୱାନ ଥିଲେ । ଚାଣକ୍ୟ ତାଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ଜଣା ଯାଉଥିଲେ । ତାଙ୍କର ଜୀବନ ବହୁତ ସାଧାରଣ ଥିଲା । ଚାଣକ୍ୟ ନୀତିରେ କିଛି ଏମିତି କଥା କୁହାଯାଇଛି ଯାହାକୁ ମଣିଷ ନିଜ ଜୀବନରେ ପ୍ରୟୋଗ କରିବା ଦ୍ଵାରା ତାହାକୁ ସଫଳ ହେବାରୁ କେହି ବି ଅଟକାଇ ପାରିବ ନାହିଁ ।

ଚାଣକ୍ୟ ନୀତିରେ କିଛି ଏମିତି ହିଁ କଥା ବିଷୟରେ କୁହାଯାଇଛି କି ଯାହାକୁ ବ୍ୟକ୍ତି ଲାଜ ନକରି କରିବା ଉଚିତ । ଯଦି ସେହି କାମ ଗୁଡିକ ଲଜ୍ଜିତ ହୋଇ କରିବେ ତେବେ ସେହି ବ୍ୟକ୍ତି ଜୀବନରେ କିଛି ବି କରି ପାରିବ ନାହିଁ । ଯଦି ସେ ଏହି କାମକୁ ଶିଖି ନେବ ତ ସେ ସବୁବେଳେ ଖୁସିରେ ରହିବ ।

ଏହି ୩ ଟି କାମରେ ଲାଜ କରିବା କଥା ନୁହେଁ

Image courtesy: Google

କହିବାକୁ ଗଲେ କାହା ଠାରୁ ଉଧାର ନେବା ଉଚିତ ନୁହେଁ । କିନ୍ତୁ ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ ତେବେ ଆପଣ କାହା ଠାରୁ ଟଙ୍କା ଆଣି ପାରିବେ କିନ୍ତୁ ତାହାକୁ ସଠିକ ସମୟରେ ଫେରାଇ ଦେବେ । ଟଙ୍କା ନେବା ଦେବାରେ କେବେ ବି ଲଜ୍ୟା କରିବା ଉଚିତ ନୁହେଁ । ଏହା ଏଥିପାଇଁ କାରଣ ବ୍ୟକ୍ତି ବ୍ୟାପାର ଓ ବ୍ୟବହାରରେ ଯଦି ଲଜ୍ୟା କରିଥାଏ ତେବେ ସେ କେବେ ବି ଉନ୍ନତି କରେ ନାହିଁ । ସେଥିପାଇଁ ଟଙ୍କା ମାଗିବା ପାଇଁ ଲଜ୍ୟା କରନ୍ତୁ ନହିଁ ।

Image courtesy: Google

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଶିକ୍ଷା ମାମଲାରେ ବି କେବେ ବି ଲାଜ୍ୟା କରିବା ଉଚିତ ନୁହେଁ, ଆପଣ ଦେଖି ଥିବେ କି କିଛି ଛାତ୍ରମାନେ ଏମିତି ହୋଇଥାନ୍ତି କି କିଛି ବି ପଚାରିବା ପୂର୍ବରୁ ଲଜ୍ୟା କରନ୍ତି । ସେମାନେ କିଛି ବି ଜିନିଷ ପଚାରିବା ପାଇଁ ଲଜ୍ୟା କରିଥାନ୍ତି । କହିବାକୁ ଗଲେ ଏହା ବିଲକୁଲ କରିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରିବା ସମୟରେ ଲାଜ୍ୟା କରିଥାଏ ସେ ଜୀବନରେ କିଛି ବି ହାସଲ କରି ପାରେ ନାହିଁ । ସେଥିପାଇଁ ପଢିବା ସମୟରେ ଲଜ୍ୟା କରିବା ଉଚିତ ନୁହେଁ ।

Image courtesy: Google

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିକୁ ଖାଇବା ସମୟରେ ବି ଲଜ୍ୟା କରିବା ଉଚିତ ନୁହେଁ । ଯଦି ଆପଣ ଲଜ୍ୟା କରିବେ ତେବେ ଜୀବନରେ ସବୁବେଳେ ଦୁଃଖରେ ରହିବେ । ଖାଇବା ସମୟରେ ଲଜ୍ୟା କରିଲେ ବ୍ୟକ୍ତି ଭୋକିଲା ରହିଥାଏ । କହିବାକୁ ଗଲେ ଯେଉଁ ବ୍ୟକ୍ତି ନିଜ ଭୋକ ବିଷୟରେ କହି ପାରିବ ନାହିଁ ସେ ଆଗକୁ ଯାଇ କଣ କହିବ । ସେଥିପାଇଁ ଖାଇବା ସମୟରେ ଲଜ୍ୟାକୁ ତ୍ୟାଗ କରିଦେବା ଉଚିତ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।