ବିବାହ ସମସ୍ତଙ୍କ ପାଇଁ ସବୁଠୁ ଖାସ କଥା ହୋଇଥାଏ । ଏମିତିରେ ସମସ୍ତେ ଚାହାଁନ୍ତି କି ତାଙ୍କ ପାର୍ଟନର ତାଙ୍କୁ ବହୁତ ଭଲ ପାଆନ୍ତୁ ଓ ତାଙ୍କର ବହୁତ ଦାୟିତ୍ଵ ବି ନିଅନ୍ତୁ । ସମସ୍ତେ ନିଜ ପାର୍ଟନରକୁ ନେଇ ବହୁତ ସ୍ଵପ୍ନ ବି ଦେଖିଥାନ୍ତି । କିନ୍ତୁ ସମସ୍ତଙ୍କୁ ନିଜ ହିସାବରେ ପାର୍ଟନର ମିଳିବ ଏହା ସବୁ କ୍ଷେତ୍ରରେ ସମ୍ଭବ ହୋଇ ପାରେ ନାହିଁ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏମିତି ୩ଟି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଏକ ଭଲ ସାଥି ହୋଇ ପାରନ୍ତି ନାହିଁ । ଏହି ରାଶିର ଲୋକମାନଙ୍କ ଠାରୁ ଆପଣ ଯେତେ ଦୂରେଇ ରହି ପାରିବେ ।
ମୀନ ରାଶି
ଆପଣଙ୍କୁ କହିଦେଉଛୁ କି ମୀନ ରାଶିର ପୁରୁଷମାନଙ୍କ ମଧ୍ୟରେ ଈର୍ଷାର ଭାବନା ସବୁଠୁ ଅଧିକ ଥାଏ । ଏମାନେ ସବୁଠୁ ସେଲ୍ଫିଶ ପାର୍ଟନର ବି ପ୍ରମାଣିତ ହୋଇଥାନ୍ତି । ଏତିକି ନୁହେଁ ସ୍ଵଭାବରେ ଏମାନେ ଏତେ କଠୋର ହୋଇଥାନ୍ତି କି ସବୁବେଳେ ନିଜ ପାର୍ଟନରର ଦୋଷ ଖୋଜିଠାନ୍ତି । ଏମାନଙ୍କୁ କୌଣସି କଥାରେ ନିଜର ଭୁଲ ନଜର ଆସେ ନାହିଁ । ଏମାନେ ନିଜ ହିସାବରେ ନିଜର ପରିବାରକୁ ଚଳାଇବାକୁ ଚାହାନ୍ତି ।
କନ୍ୟା ରାଶି
କନ୍ୟା ରାଶିର ଲୋକମାନେ ବହୁତ ସନ୍ଦେହ କରିଥାନ୍ତି । ଏମାନେ ଛୋଟ ଛୋଟ କଥାରେ ବି ନିଜ ପତ୍ନୀ ଉପରେ ସନ୍ଦେହ କରିଥାନ୍ତି । କହିବାକୁ ଗଲେ ଏମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି କିନ୍ତୁ ଏମାନେ ପରିବାରେ ଶାନ୍ତି ରହିବାକୁ ଦିଅନ୍ତି ନାହିଁ । ଏମାନେ ନିଜର ସାଥିକୁ ନିଜ ହାତରେ ନଚାଇବାକୁ ଚାହାନ୍ତି । ଏମାନେ ସ୍ଵଭାବରେ ଏତେ କଠୋର ହୋଇଥାନ୍ତି କି କେହି କାନ୍ଦିଲେ ବି ଏମାନଙ୍କୁ କିଛି ବି ଫରକ ପଡେ ନାହିଁ ।
ବୃଷ ରାଶି
ବୃଷ ରାଶିର ଲୋକମାନେ ଏତେ ସେଲ୍ଫିଶ ହୋଇଥାନ୍ତି କି ଏମାନେ ସବୁବେଳେ ନିଜ କଥା ହିଁ ଚିନ୍ତା କରିଥାନ୍ତି । ଏମାନଙ୍କୁ ନିଜ ସାଥି ବିଷୟରେ କିମ୍ବା ଅନ୍ୟ କୌଣସି ବି ଜିନିଷରେ କିଛି ବି ଫରକ ପଡେ ନାହିଁ । ବୃଷ ରାଶିର ପୁରୁଷ ଆପଣଙ୍କୁ ନିଜର ସାଥି ତ କରି ନେବେ କିନ୍ତୁ ଆପଣଙ୍କର ପୁରା ଜୀବନ ସୁଖମୟ ହୋଇ ପାରିବ ନାହିଁ ।