ବାହାଘରର ସ୍ଵପ୍ନ ସମସ୍ତେ ଦେଖନ୍ତି ଏବଂ ସମସ୍ତଙ୍କୁ ନିଜର ଏହି ଖାସ ଦିନର ଅପେକ୍ଷା ରହିଥାଏ । ଝିଅ – ପୁଅ ଦୁଇ ଜଣଙ୍କୁ ହିଁ ନିଜ ବାହାଘରର ବହୁତ ଜଲ୍ଦି ଥାଏ । କିନ୍ତୁ ପୁଅ ମାନଙ୍କ ତୁଳନାରେ ଝିଅ ମାନେ ଅଧିକ ଉତ୍ସାହିତ ଥାନ୍ତି । ସେମାନେ ବହୁତ ପୂର୍ବରୁ ହିଁ ନିଜ ବାହାଘର ପାଇଁ ବହୁତ କିଛି ଭାବି ଚିନ୍ତି ରଖି ଥାନ୍ତି । ସେମାନେ ନିର୍ଣୟ କରି ରଖିଥାନ୍ତି କି ବାହାଘର ଦିନ କେଉଁ ଡିଜାଇନର ଲେହେଙ୍ଗା ପିନ୍ଧିବେ ଏବଂ କେଉଁଭଳି ଭାବରେ ମେକଅପ କରିବେ । ଝିଅ ମାନଙ୍କୁ ବଧୁ ବେଶରେ ସଜ ହେବାର ବହୁତ କ୍ରେଜ ଥାଏ ।
ଆଜିକାଲି ସୋସିୟାଲ ମିଡିୟାରେ ବହୁତ ଏହିଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ କନ୍ୟା ଡାନ୍ସ କରୁଛନ୍ତି । ଏହା ଏକ ଟ୍ରେଣ୍ଡ ହୋଇ ଗଲାଣି । ଆପଣଙ୍କୁ ଇଣ୍ଟର୍ନେଟରେ ଏହିଭଳି ହଜାର ହଜାର ଭିଡିଓ ମିଳି ଯିବ । କିନ୍ତୁ କିଛି ଏହିଭଳି ଭିଡିଓ ଅଛି ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଖାସ ଭିଡିଓ ନେଇ ଆସିଛୁ । ଯେଉଁଥିରେ ଏକ କନ୍ୟା ସମସ୍ତଙ୍କ ସାମନାରେ ଡାନ୍ସ କରୁଛନ୍ତି ।
ସନୀ ଲିୟୋନିଙ୍କର ଗୀତରେ କନ୍ୟା କରିଲେ ଡାନ୍ସ
ଏହି ଭିଡିଓ ରେ କନ୍ୟା ଏବଂ ବରର ଜୟମାଳା ହୋଇ ଯିବା ପରେ କନ୍ୟା ଡାନ୍ସ କରୁଛନ୍ତି । କନ୍ୟା କିଛି ଲୋକମାନଙ୍କ ସାମନାରେ ସନୀ ଲିୟାନଙ୍କର ହିଟ ଗୀତ ‘ସୈୟାଁ ସୁପରସ୍ଟାର’ ଗୀତ ରେ ନାଚୁଛନ୍ତି । ସମସ୍ତେ ତାଙ୍କୁ ଦେଖୁଛନ୍ତି । ଏବଂ ପାଖରେ ଥିବା ବର ବି ନିଜର ପତ୍ନୀଙ୍କୁ ଦେଖୁଛନ୍ତି । କାହାର ବି ନଜର ସେହି କନ୍ୟା ଠାରୁ ଅନ୍ୟ ଆଡକୁ ଯାଉ ନାହିଁ । କେବଳ ଡାନ୍ସ ନୁହେଁ କନ୍ୟାର ଏକ୍ସପ୍ରେଶନ କାରଣରୁ ବି ଏହି ଭିଡିଓ ବହୁତ ଭାଇରାଲ ହେଉଛି ।
କହି ଦେଉଛୁ ଯେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ଲକ୍ଷରୁ ବି ଅଧିକ ଲୋକମାନେ ଦେଖି ସାରି ଛନ୍ତି । ଆପଣମାନେ ବି ଏହି ଡାନ୍ସ ଭିଡିଓକୁ ଦେଖନ୍ତୁ ।
ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗି ଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।