ଏହି ଦେଶର ଝିଅ କୁ ବିବାହ କଲେ ମିଳିଥାଏ 3ଲକ୍ଷ ଟଙ୍କା ଓ ଦେଶର ନାଗରିକତାର ଅଧିକାର, ସତ ଜାଣିଲେ ଉଡିଯିବ ହୋସ୍…

ଭରାତ ଦେଶ ରେ ଯୌତୁକ ପ୍ରଥାର ପ୍ରଚଳନ ଅଛି । ଏଠାରେ ବିବାହ କଲେ ପୁଅ ମାନଙ୍କୁ ଯୌତୁକ ଦିଆ ଯାଏ । ପୁଅ ଘର ଝିଅ ଘରଠୁ ମନ ଇଛା ଯୌତୁକ ନେଇ ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଦେଶ ବିଷୟରେ କହିବାକୁ ଯାଉଛୁ ସେଠାରେ ଠିକ ଓଲଟା ହୁଏ । ଏହି ଦେଶ ର ଝିଅ ମାନଙ୍କୁ ବିବାହ କଲେ ସରକାର ପୁଅ ମାନଙ୍କୁ ସେହି ଦେଶ ର ନାଗରିକତା ଦେବା ସହ ସେମାନଙ୍କୁ ସବୁ ମାସରେ 3ଲକ୍ଷ ଟଙ୍କା ମଧ୍ୟ ଦେବ । ଆପଣ ଠିକ ପଢିଲେ, ସୋଶିଆଲ ମିଡିୟା ରେ ଏକ ମେସେଜ ବହୁତ ଭାଇରାଲ ହେଉ ଅଛି । ମେସେଜ ଅନୁସାରେ ଝିଅ ମାନଙ୍କୁ ବିବାହ କଲେ ସବୁ ମାସରେ 3ଲକ୍ଷ ଟଙ୍କା ଉପହାର ଆକାରରେ ଦିଆ ଜୀବ ବୋଲି କୁହା ଯାଉଛି ।

ଭାଇରାଲ ମେସେଜ ରେ କୁହା ଯାଉଛି କି ଯଦି କେହି ବିଦେଶୀ ଯୁବକ ଆଇସଲୈଂଡ ର ଯୁବତୀ ଏନକେ ସହ ବିବାହ କରିବେ, ତେବେ ବିବାହିତ ଯୋଡିଙ୍କୁ ଜୀବନ ଅତିବାହିତ କରିବା ପାଇଁ ସବୁ ମାସରେ 3ଲକ୍ଷ ଟଙ୍କା ଦିଆ ଯିବ । କଣ ଏହାର ସତ୍ୟତା ଆସନ୍ତୁ ଜାଣିବା ।

ଭାଇରାଲ ହୋଇଥବା ମେସେଜ ରେ କଣ ଅଛି

ଭାଇରାଲ ହେଇଥିବା ମେସେଜ ଅନୁସାରେ ଆଇସଲୈଂଡ ସରକାର ଏହି ଦେଶର ଝିଅ ମନକୁ ବିବାହ କରିଲେ ଅନ୍ୟ ଦେଶର ପୁଅ ମାନଙ୍କୁ ସବୁ ମାସରେ 3ଲକ୍ଷ ଟଙ୍କା {5 ହଜାର ଡଲାର} ଦେବ । ଏହି ର କାରଣ ସେହି ଦେଶରେ ପୁଅ ମାନଙ୍କ ସଂଖ୍ୟା କମି ଗଲାଣି । ସେଥିପାଇଁ ସରକାର ଏହି ପଦକ୍ଷପ ନେଇଛି ।

ଏହି ମେସେଜ କୁ ସବୁଠୁ ପ୍ରଥମେ 2016 ରେ ସ୍ପିରିଟ ୱିସ୍ପର୍ସ ନାମର ୱେବସାଇଟ ରେ ବାହାରି ଥିଲା । ସେହି ୱେବସାଇଟ ନିଜ ଆର୍ଟିକ୍ଲ ରେ ଲେଖା ଥିଲା କି ଉତ୍ତର ଆଫ୍ରିକା ର ଲୋକ ମାନଙ୍କୁ ଅଧିକ ଚାନ୍ସ ଦିଆ ଜୀବ । କିନ୍ତୁ ଏହି ଖବର ଏକଦମ ମିଛ ବୋଲି ଗୋଟେ ୱେବସାଇଟ କହିଛି ।

ଆଇସଲୈଂଡ ର ଝିଅ ମାନେ ହେଲେ ଚିନ୍ତିତ

ଏହି ମିଛ ଖବର ପାଇଁ ଆଇସଲୈଂଡ ର ଝିଅ ଚିନ୍ତିତ ହୋଇପଡିଥିଲେ । ଅଜଣା ଅଶୁଣା ଲୋକ ମାନେ ସେମାନକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ  ମଧ୍ୟ କରିବାକୁ ଲାଗିଥିଲେ । ଆଇସଲୈଂଡ ଦୁନିଆର ସବୁଠୁ ଭଲ ଟୁରିସ୍ଟ ପ୍ଲେସ ଅଟେ ।