ଆସିଲା ଭାରତୀୟ ଟିମ ର ଖେଳାଳି ଙ୍କର ନୂଆ ସାଲାରୀ ଲିଷ୍ଟ, ବିରାଟ କି ଧୋନୀ କାହାର ଅଧିକ ସାଲାରୀ, ଜାଣିବା ପାଇଁ ଦେଖନ୍ତୁ

ଏବେ ଚାଲୁଥିବା ଖେଳ ଅନ୍ତର୍ଗତ ଦ୍ଵିତୀୟ ୱନଡେ ମୁକାବିଲା ରେ ଦୁଇଟି ଯାକ ଟିମ ର ଖେଳାଳି ମାନେ ବହୁତ ଭଲ ପଦର୍ଶନ କଲେ । ଯେଉଁଥି ପାଇଁ ଏହି ୱନଡେ ମ୍ଯାଚ ରେ କୌଣସି ଦଳ ହଋ ନଥିଲେ ଓ ମ୍ଯାଚ ଡ୍ର ହୋଇଥିଲା । ଏହି ମ୍ଯାଚ ସରିବା ପରେ ଭାରତୀୟ ଦଳର ଖେଳାଳିଙ୍କ ସାଲାରୀ ଲିଷ୍ଟ ବାହାରିଛି । ବିରାଟ ଓ ଧୋନୀ ଙ୍କ ସାଲାରୀ ରେ ଏତେ ଅନ୍ତର ଅଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଚିନ୍ତା ରେ ପଡିଯିବେ ।

ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ଯେ ନିୟମାନୁସାରେ BCCI ପ୍ରତ୍ୟକ ବର୍ଷ ନିଜର ଖେଳାଳିଙ୍କ ସାଲାରୀ ଲିଷ୍ଟର ଘୋଷଣା କରେ । ଯେଉଁଥିରେ କେତେ ଖେଳାଳିଙ୍କ ଦରମା ଅଧିକା ଥାଏ, ଆଉ କେତେକ ଖେଳାଳି ଏମିତି ଥାନ୍ତି ଯେଉଁମାନଙ୍କ ସାଲାରୀ କମ ଥାଏ । BCCI ଖେଳାଳିଙ୍କ ପ୍ରତିଭା ଅନୁସାରେ ସାଲାରୀ ନିର୍ଧାରଣ କରେ ।

ଏହି କ୍ରମରେ BCCI ଏହି ବର୍ଷ ମଧ୍ୟ ସାଲାରୀ ର ଘୋଷଣା କରିଛି । ଏଥର କ୍ରିକେଟ ବୋର୍ଡ ନୂଆ କୈଟେଗିରୀ  A+ କୁ ମଧ୍ୟ ଯୋଡିଛି । ନୂଆ ସାଲାରୀ ଲିଷ୍ଟ ତଳେ ଦିଆ ଯାଇଥିବା କୈଟେଗିରୀ ଉପରେ ନିର୍ଧାରିତ ହୋଇଛି, ଯେମିତି A+ କୈଟେଗିରୀ ର ଖେଳାଳିଙ୍କୁ ୭ କୋଟି, A କୈଟେଗିରୀ ର ଖେଳାଳିଙ୍କୁ ୫ କୋଟି, B କୈଟେଗିରୀ ଖେଳାଳିଙ୍କୁ ୩ କୋଟି ଓ C କୈଟେଗିରୀ ଖେଳାଳିଙ୍କୁ ୧ କୋଟି ଟଙ୍କା ବାର୍ଷିକ ଦିଆ ଯିବ ।

A+ କୈଟେଗିରୀ ରେ ୫ ଟି ଖେଳାଳିଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ସମସ୍ତଙ୍କ ଉପରେ ଅଛନ୍ତି ବିରାଟ କୋହଲୀ, ଶିଖର ଧୱନ, ରୋହିତ ଶର୍ମା, ଭୁୱନେଶ୍ୱର କୁମାର ଏବଂ ଜସପ୍ରୀତ ବୁମରାହ ଙ୍କ ନାମ ଅଛି । ଏହି ଲିଷ୍ଟ ରେ ଥିବା ଖେଳାଳି ମାନଙ୍କୁ ବର୍ଷକୁ ୭ କୋଟି ଦିଆ ଯିବ । A କୈଟେଗିରୀ ଲିଷ୍ଟ ରେ ଭାରତୀୟ ଦଳର ଉପକପ୍ତାନ ଅଜିଂକ୍ଯ ରହାଣେ, ରବିଦ୍ର ଜଡେଜା ମୁରଲୀ ବିଜୟ, ଚେତେଶ୍ୱର ପୁଜାରା, ରବିଚଂଦ୍ର ଅଶ୍ୱିନ ଓ ୱିକେଟକୀପର ବ୍ୟାଟସ ମ୍ୟାନ ରିଦ୍ଧିମାନ ସାହା ଏବଂ ମହେଂଦ୍ର ସିଂହ ଧୋନୀ ସହିତ ଅନ୍ୟ ୬ ଖେଳାଳିଙ୍କର ନାମ ଅଛି । ଏହି ଖେଳାଳି ମାନଙ୍କୁ ବର୍ଷକୁ ୫କୋଟି ଟଙ୍କା ଦିଆ ଯିବ ।

B ଖେଳାଳିଙ୍କ ଲିଷ୍ଟ ରେ ଭାରତର ୭ଟି ଖେଳାଳିଙ୍କ ନାମ ଆଚି ଯେଉଁମାନଙ୍କୁ ବର୍ଷକୁ ୩କୋଟି ଦରମା ମିଳିବ । ସେମାନେ ହେଲେ କେଏଲ ରାହୁଲ, ହାର୍ଦିକ ପାଂଡ୍ଯ, କୁଲଦୀପ ଯାଦବ, ଉମେଶ ଯାଦବ, ୟୁଜ୍ୱେଂଦ୍ର ଚହଲ, ଦିନେଶ କାର୍ତିକ ଏବଂ ଈଶାଂତ ଶର୍ମା ।

C କୈଟେଗିରୀ ଲିଷ୍ଟ ରେ ଭାରତୀୟ ଦଳର ୭ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଯେଉଁମାନଙ୍କୁ ବର୍ଷକୁ ୧କୋଟି ଟଙ୍କା ମିଳିବ । ଏଥିରେ ଅକ୍ଷର ପଟେଲ, ସୁରେଶ ରୈନା, ମନୀଷ ପାଂଡେ, କେଦାର ଜାଧବ, ପାର୍ଥିବ ପଟେଲ, କରୁଣ ନାୟର ଏବଂ ଜୟନ୍ତ ଯାଦବ ଙ୍କର ନାମ ଅଛି ।

ଏହି ସୂଚନା ବିଷୟରେ ଆପଣ ମାନଙ୍କର କଣ ପ୍ରତିକ୍ରିୟା ଅଛି? କମେନ୍ଟ ବକ୍ସ ରେ ନିଜର ମହତ୍ଵ ପୂର୍ଣ୍ଣ ରାୟ ଅବଶ୍ୟ ଲେଖନ୍ତୁ ।