ଝିଅମାନଙ୍କର ଏହି କାମ ପୁଅମାନଙ୍କୁ ହୃଦୟକୁ ଛୁଇଁଥାଏ, ଏକଥା ପୁଅମାନେ ବି ଜାଣିନଥିବେ

ଆଜିକାଲି ଝିଅ ଓ ପୁଅ ମାନଙ୍କ ଚିନ୍ତାଧାରା ବହୁତ ଅଲଗା ଅଟେ । କିନ୍ତୁ ସମସ୍ତ ଝିଅଙ୍କର ଗୋଟେ ହିଁ ଇଚ୍ଛା ବା ସ୍ଵପ୍ନ ଥାଏ କି ସେମାନଙ୍କ ସାଥି ତାଙ୍କୁ ବହୁତ ଭଲପାଆନ୍ତୁ ଓ ସେମାନଙ୍କର ବହୁତ ଧ୍ୟାନ ରଖନ୍ତୁ । ତେବେ ଆସନ୍ତୁ ଆପଣଙ୍କୁ କହିବାକି ଝିଅ ମାନଙ୍କର କେଉଁ ଆଦତ ଗୁଡିକ ଯାହା ପୁଅ ମାନଙ୍କ ହୃଦୟର ସ୍ପନ୍ଦନ ବଢାଇଦିଏ ।

୧- ପୁଅ ମାନଙ୍କୁ ଏମିତି ଝିଅ ପସନ୍ଦ ଯେଉଁମାନେ ନିଜର ରୋମାଣ୍ଟିକ ଗୁଣ ସେମାନଙ୍କ ଆଗରେ ଦେଖାଇ ପାରୁଥିବେ । ଯେତେବେଳେ ଝିଅମାନେ ଇମୋଶନାଲ ବା ରୋମାଣ୍ଟିକ ଚଲିଚଳନ ରେ ପୁଅ ମାନଙ୍କ ଆଗରେ ନିଜ ଭଲ ପାଇବା ଜାହିର କରନ୍ତି, ତାଙ୍କ ହାତ ଧରନ୍ତି, ବା ତାଙ୍କୁ କୁଣ୍ଢାଇ ପକାନ୍ତି, ପୁଅ ମାନଙ୍କୁ ସେମାନଙ୍କର ଏହି ଛୋଟ ଛୋଟ ଆଦତ ବହୁତ ଭଲ ଲାଗିଥାଏ ।

୨- ଝିଅ ମାନଙ୍କର ନିଜ ସାଥିଙ୍କ ପ୍ରତି ଥିବା ସେବା ମନୋଭାବ ପୁଅ ମାନଙ୍କୁ ବହୁତ ଭଲ ଲାଗେ । ସେମାନଙ୍କର ସମୟ ସମୟରେ ପଚାରିବା ଖାଇଛ ନା ନାହିଁ, ଦେହ କେମିତି ଅଛି? ଏହି ଆଦତ ପୁଅ ମାନଙ୍କୁ ଭଲ ଲାଗେ । ଏମିତିରେ ସେମାନେ ଗୋଟେ ଭଲ ସମ୍ପର୍କର ସ୍ଵପ୍ନ ଦେଖି ଥାନ୍ତି ।

୩- କୁହାଯାଏ କି ଲାଜ୍ୟା ସ୍ତ୍ରୀର ଭୂଷଣ । ଯେତେବେଳେ ଝିଅମାନେ କୌଣସି ରୋମାଣ୍ଟିକ କଥାରେ ବ କୌଣସି କଥାରେ ଲାଜେଇ ଯାଆନ୍ତି ତେବେ ସେଇଟା ପୁଅ ମାନଙ୍କୁ ବହୁତ ଭଲ ଲାଗେ ।

୪- ସବୁ କଥାରେ ଇମୋଶନାଲ ହେବା ବା ପ୍ରେମରେ କଥା ହେବା କିଛି ଝିଅ ମାନଙ୍କର ଅଭ୍ଯାସ । ପୁଅ ମାନଙ୍କୁ ପ୍ରାୟେ ଏହିଭଳି ଝିଅ ମାନେ ବହୁତ ପସନ୍ଦ ।