ଭାରତରେ ବନ୍ଦ ହୋଇଥିବା ଏହି ବିଜ୍ଞାପନ ଗୁଡିକ ଅଶ୍ଳୀଳତା ର ସବୁ ସୀମା ପାର କରିଦେଇଥିଲା, ଦେଖନ୍ତୁ ଲିଷ୍ଟ

ଲୋକ ମାନେ ଭାବନ୍ତି କି ଫିଲ୍ମ ରେ କାମ କରୁଥିବା କଳାକାର ମାନେ ବହୁତ କିଛି ତ୍ୟାଗ କରିଥାନ୍ତି । ଏହା ଦ୍ଵାରା କାହାକୁ ସଫଳତା ମିଳିଯାଏ ତ କାହାକୁ ଅସଫଳତା ମିଳିଥାଏ । ଗ୍ଲେମର ର ଏହି ଦୁନିଆରେ ଅଶ୍ଳୀଳତା ବୋଲି ଶବ୍ଦ ନାହିଁ, ନିଜର ସଫଳତା ପାଇଁ କଳାକାର ମାନେ ଏମିତି ଏମିତି କାମ ସବୁ କରିଛନ୍ତି ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ସେମାନେ କେତେ ସବୁ ଜିନିଷ ସହ ଅଶ୍ଳୀଳତା କୁ ଯୋଡି ବିଜ୍ଞାପନ କରିଛନ୍ତି, ସେଥିପାଇଁ ବିରୋଧ ହେବାରୁ ସେହି ବିଜ୍ଞାପନ ଗୁଡିକୁ ବନ୍ଦ କରାଯାଇଛି । ଆଜି ଆମେ ଆପଣଙ୍କୁ ସେହି ଭଳି କିଛି ବିଜ୍ଞାପନ ବିଷୟରେ କହିବୁ । ବନ୍ଦ ହୋଇଥିବା ଏହି ବିଜ୍ଞାପନ ଗୁଡିକ ଅତ୍ୟନ୍ତ ଅଶ୍ଳୀଳ ଥିଲା । ଏହି ସବୁ ଫୋଟୋ ଦେଖି ଆପଣ ଜାଣିପାରିବେ ଆମେ କେଉଁ ବିଜ୍ଞାପନ ବିଷୟରେ କହୁଛୁ ।

ଭାରତରେ ବ୍ୟାନ ହୋଇଥିବା ଅଶ୍ଳୀଳ ବିଜ୍ଞାପନ

୨୦୦୭ ମସିହାରେ ଅମୂଲ ମାଚୋ ଅଂଡରବିୟର ର ଏକ ବିଜ୍ଞାପନ ଆସିଥିଲା । ଏଥିରେ ଦେଖା ଯାଇଥିବା କିଛି ଅଶ୍ଳୀଳତା ଯୋଗୁ ଏହାକୁ ବ୍ୟାନ କରାଯାଇଛି । ଏହି ବିଜ୍ଞାପନ ରୁ ମଡେଲ ସାନା ଖାନ ନିଜର ଡେବ୍ୟୁ କରିଥିଲେ ।

୧୯୯୫ ମସିହାରେ ଏକ ପତ୍ରିକାର ମୁଖ୍ୟ ପେଜ ପାଇଁ ମଡେଲ ମିଲନ୍ଦ ସୋମଣ ଏବଂ ମଧୁ ନଗ୍ନ ଫୋଟୋସୁଟ କରିଥିଲେ । ଏହା ଆସିବା ପରେ ଏତେ ହଙ୍ଗାମା ହେଲା ଯେ ସେହି ପତ୍ରିକାକୁ ତାର ବିଜ୍ଞାପନ କୁ ବନ୍ଦ କରିବାକୁ ପଡିଲା ।

୧୯୯୮ ରେ ବିପାଶା ଓ ଡୀନୋ ମୋରିୟା ଏକ ଅଣ୍ଡରବିୟର ର ବିଜ୍ଞାପନ ରେ କାମ କରିଥିଲେ । ଯେଉଁଥିରେ ଡୀନୋ ମୋରିୟା ବିପାଶାଙ୍କର ଅଣ୍ଡରବିୟର ନିଜ ଦାନ୍ତରେ ଟାଣୁଥିଲେ, ଯାହାର ବିରୋଧ କୀଚଚି ମହିଳା ସଂଗଠନ ବାଲା କରିଥିଲେ । ଏହା ପରେ ସେହି ବିଜ୍ଞାପନ କୁ ବନ୍ଦ କରିଦିଆ ଗଲା ।

୨୦୧୧ ରେ ବିରାଟ କୋହଲୀ ଫାସ୍ଟ୍ରୈକର ଏକ ବିଜ୍ଞାପନ କରିଥିଲେ । ଏଥିରେ ଜିନିଲିୟା ଡିସୂଜା ତାଙ୍କ ସହ ଅନ୍ତରଙ୍ଗ ଦ୍ରୁଶ୍ଯ ଦେଇଥିଲେ ଓ ବିରାଟ ସେଥିରେ ପାଇଲଟ ଥିଲେ । ବିଜ୍ଞାପନ ରେ କିଛି ଏମିତି ଥିଲା ଯେଉଁଥି ପାଇଁ ଏହାକୁ ବ୍ୟାନ ହେବାକୁ ପଡିଲା ।

୧୯୯୧ ରେ ଅଭିନେତ୍ରୀ ପୂଜା ବେଦି କାମସୂତ୍ର କଣ୍ଡୋମ ର ବିଜ୍ଞାପନ ଏଭଳି ସବୁ ପୋଜ ଦେଇ ସୁଟ କରିଥିଲେ ଯାହାକୁ ବ୍ୟାନ କରିବାକୁ ପଡିଥିଲା ।

୨୦୦୭ ରେ ଲକ୍ସ କୋଜି ର ଅଣ୍ଡରବିୟର ର ଏକ ବିଜ୍ଞାପନରେ କିଛି ଅଶ୍ଳୀଳ ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା, ଯାହାକୁ ପରେ ବ୍ୟାନ କରିଦିଆଗଲା ।