୧୦ ଟି ଫୋଟୋ ଯାହାକୁ ବୁଝିବା ପାଇଁ ଆପଣଙ୍କୁ ଅତି କମ ରେ ୨ ଥର ZOOM କରିକି ଦେଖିବାକୁ ପଡିବ, ନ ହେଲେ ବୁଝି ପାରିବେନି

ନିଜର ମନୋରଞ୍ଜନ ପାଇଁ ଆଜି କାଲି ଲୋକ ମାନେ କେତେ କଣ କରୁଛନ୍ତି । କେତେବେଳ ଟିଭି ରେ କିଛି ପ୍ରୋଗ୍ରାମ ଦେଖେ ତ କେତେବେଳେ ମୋବାଇଲ ରେ ଗୀତା ଶୁଣେ, ଭିଡିଓ ଦେଖିବା ଆଦି କାମ କରିଥାଏ । ଆଜି ଆମେ ଆପଣଙ୍କ ମନୋରଞ୍ଜନ କରାଇବା ପାଇଁ କିଛି ଫୋଟୋ ଆଣିଛୁ, ଯାହାକୁ ଆପଣ ଆଜି ପୂର୍ବରୁ ଦେଖି ନଥିବେ । ଏହି ଫୋଟୋ ମାନଙ୍କର ଖାସ କଥା ଏହିକି ଯେ ଆପଣ ଯେବେ ବି ଏହି ଫୋଟୋ ଦେଖିବେ ଆପଣଙ୍କୁ ଏହା ଗୋଟେ ତାରରେ ବୁଝା ପଡିବ ନାହିଁ । କିନ୍ତୁ ଯେବେ ଆପଣ ଏହାକୁ ନିରେଖି ଦେଖିବେ ଆପଣ ବୁଝି ପାରିବେ ।

୧- ଏହି ପ୍ରଥମ ଫୋଟୋ ଟିକୁ ଦେଖି କୁହନ୍ତୁ କି ଏହି ମୁହଁ ସେଇ ଝିଅର କି ଏହା ସେ ପଢୁଥିବା ପତ୍ରିକା ରେ ଥିବା ଫୋଟୋ ।

୨-ଏହି ଫୋଟୋ ଦେଖି କୁହନ୍ତୁ ସେହି ହାତ ଝିଅଟିର ନା ସେହି ଲୋକ ଟିର । ତାର ବାମ ହାତକୁ ନିରେଖି ଦେଖନ୍ତୁ ।

୩- ଏହି ଝିଅର ତିନୋଟି ଗୋଡ କେମିତି ହେଲା, ଆମକୁ ନିଶ୍ଚୟ କହିବେ ।

୪-ଏହି ଫୋଟୋ ଦେଖି କୁହନ୍ତୁ ସେ ଲୋକ ଟିର ହାତ ଏତେ ଲମ୍ବା ଅଟେ ନା ସେ ସେଇ ଝିଅର ହାତ?

୫- କଣ ଆପଣ ଏହି ଫୋଟୋ ରେ କୌଣସି ଜୀବକୁ ଦେଖି ପାରୁଛନ୍ତି ।

୬- ଯଦି ଆପଣ ଏହି ଫୋଟୋ ଟିକୁ ଦେଖି ବୁଝିପାରୁଛନ୍ତି, ତେବେ କମେନ୍ଟ ବକ୍ସ ରେ ନିଶ୍ଚୟ ଲେଖନ୍ତୁ

୭-   ଯଦି ଆପଣ ଏହି ଫୋଟୋ ଟିକୁ ଦେଖି ବୁଝିପାରୁଛନ୍ତି, ତେବେ ଆପଣ ବାସ୍ତବରେ ବହୁତ ବୁଦ୍ଧହିମାନ ।

୮-କଣ ଆପଣ ଆଗରୁ କେବେ ଏଭଳି ଓଟପକ୍ଷୀ ଦେଖିଛନ୍ତି ।

୯- ଆପଣ ହିଁ ଦେଖିକି କୁହନ୍ତୁ ଏହି ଫୋଟୋରେ ଝିଅଟି କିଏ ।

୧୦- ଏହି ଛୋଟ ପିଲାଟି ଏଭଳି ଖତରନାକ ବଡି କେମିତି କରିଥିବା? କମେନ୍ଟ ନିଶ୍ଚୟ କରନ୍ତୁ

ଆପଣଙ୍କୁ ଏହି ଫୋଟୋଗୁଡ଼ିକ କେମିତି ଲାଗିଲା କମେଣ୍ଟ ରେ ଆମକୁ ଜଣାନ୍ତୁ।