ମରିକି ବଞ୍ଚିଥିବା ଏହି ବ୍ୟକ୍ତି ଶୁଣେଇଲେ କଣ ହେଇଥିଲା ମାରିଲା ପରେ, ଶୁଣିଲେ ଆପଣଙ୍କ ରୋମା ଟାଙ୍କୁରି ଉଠିବ

ଜୀବନ ଓ ମୃତ୍ୟୁ ସବୁ ଭଗବାନ ଙ୍କ ହାତରେ । ତାଙ୍କ ଇଚ୍ଛା ବିନା କେହି ମରି ପାରିବେନି କି ଜୀବିତ ରହି ପାରିବେନି । ମୃତ୍ୟୁ ଏକ ଅଟଳ ସତ୍ୟ । ଯିଏ ଏହି ଦୁନିଆକୁ ଆସିଛି ତାକୁ ଦିନେ ନା ଦିନେ ମରିବାକୁ ହିଁ ପଡିଛି । କିନ୍ତୁ ସମସ୍ତେ ଏହି କଥା ଜାଣିବାକୁ ଆଗ୍ରହୀ ଥାନ୍ତି କି ମୃତ୍ୟୁ ପରେ କଣ ହୋଇଥାଏ । ଏହା ବିଷୟରେ ଆଜି ପର୍ଯ୍ୟନ୍ତ କିଛି ଜଣା ପଡି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । ସମୁର୍ଣ୍ଣ ଖବର ଟି କଣ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ରୋଗୀକୁ ହସ୍ପିଟାଲ ରେ ଭର୍ତ୍ତି କର ଗଲା

ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯିଏ ମାରିବା ପରେ ପୁଣି ବଞ୍ଚି ଉଠିଲେ । ସେ ବଞ୍ଚିବା ପରେ ମାରିବା ପର ର  ଅନୁଭୂତି ସବୁ କହିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା କୌଣସି ଫିଲ୍ମ ର କାହାଣୀ ନୁହେଁ ବରଂ ଏକ ସତ୍ୟ ଘଟଣା । ଆମେ ଯେଉଁ ବ୍ୟକ୍ତି ବିଷୟରେ କଥା ହେଉଛେ ସେ ହେଉଛନ୍ତି 57 ବର୍ଷର ବିଲିୟମ ଅଟନ୍ତି । ୨୦୧୧ ରେ ବିଲିୟମ ଙ୍କୁ କୌଣସି ରୋଗ ପାଇଁ ଡାକ୍ତରଖାନା ରେ ଭର୍ତ୍ତି କରଯାଇଥିଲା ।

ମାରିବାର କିଛି ସମୟ ପରେ ବଞ୍ଚିଲେ

ଅପରେଶନ ଥିଏଟର କୁ ଯେତେବେଳେ ତାଙ୍କୁ ନିଆ ଗଲା ତାଙ୍କୁ ହାର୍ଟ ଅଟୈକ ଆସିଥିଲା, ଏବଂ ଓକ୍ସୀଜନ ର ଅଭାବରୁ ତାଙ୍କର ମସ୍ତିଷ୍କ କାମ କରିବା ବନ୍ଦ କରିଦେଲା । ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଦେଲେ । କିନ୍ତୁ କିଛି ସମୟ ପରେ ସେ ପୁଣି ବଞ୍ଚି ଉଠିଲେ । ଏହା ପରେ ସେ ମରିଥିବା ସମୟରେ ଯାହା ଦେଖିଲେ ସେହି ବିଷୟରେ କହିବାକୁ ଲାଗିଲେ । ଏହା ଜାଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

୩ ମିନିଟ ପର୍ଯ୍ୟନ୍ତ ଶୁଣୁଥିଲା ଆଖ ପାଖର କଥା ବାର୍ତ୍ତା

ସେ ଯାହା ବି କହିଲା ସେହି ସବୁ ସତ ଥିଲା । ତ କଥା ଶୁଣି ଏମିତି ଲାଗିଲା କି ସେ ମରି ହିଁ ନଥିଲା । ସବୁବେଳେ ଆମେ ଏହା କୁହା ଯିବାର ଶୁଣିଛେ ଯେ ମାରିବା ପରେ ବ୍ୟକ୍ତିକୁ ପ୍ରଥମେ ବହୁତ ଆଲୋକ ଦେଖାଯାଏ, ଏବଂ ତା ଭିତରୁ କେହି ଆସି ଆତ୍ମା କୁ ନିଜ ସହ ନେଇ ଯାଏ । କିନ୍ତୁ ବିଲିୟମ ଯାହା ବି କହିଲେ ସେ ସବୁ ଏହାର ଓଲଟା ଥିଲା । ସେ କହିଲେ କି ମୁ ମାରିବା ପରେ ମଧ୍ୟ ୩ମିନିଟ ପର୍ଯ୍ୟନ୍ତ ସେହି ରୁମ ରେ ଥିଲି ଓ ସବୁ କିଛି ଶୁଣୁ ଥିଲି ।

ଗୋଟେ ମହିଳା ହାତ ଧରି ନେଇ ଯାଉଥିଲା ବାହାରକୁ ।

ବିଲିୟମ ଯାହା ବି କହିଲେ ସେ ସବୁ ସତ ଥିଲା । କାହିଁକି ନା ଡକ୍ଟର ଓ ନର୍ସ ମଧ୍ୟ ସେହି କଥା କହୁଥିଲେ । ବିଲିୟମ ର ହୃଦୟ ବନ୍ଦ ହେବା ପରେ ତାକୁ ଝଟକା ଦିଆ ଯାଉଥିଲା ଏବଂ ୨ଜଣ ଲୋକଙ୍କ  କଥା ଶୁଭା ଯାଉଥିଲା । ଗୋଟେ ଆବାଜ ସେହି ମହିଳାର ଥିଲା ଯିଏ ତାକୁ ଝଟକା ଦେଉଥିଲା ଓ ଦ୍ଵିତୀୟ ଆବାଜ ସେହି ମହିଳା ର ଥିଲା ଯିଏ ତା ହାତ ଧରି ଛାତ ପଟେ ବାହାରକୁ ନେଇଯିବାକୁ ଚାହୁଁଥିଲା ।

ଝଟକା ପାଇଁ ଖୋଲିଲା ଆଖି ଓ ସବୁ ଦେଖା ଯିବାକୁ ଲାଗିଲା

ବିଲିୟମ ସେ ମହିଳାର କଥା ଶୁଣିଲେ ଓ ବାହାରକୁ ପଳେଇ ଆସିଲେ । ବିଲିୟମ କହିଲେ ଯେ ତାଙ୍କୁ ଏମିତି ଲାଗିଲା ଯେ ସେ ସେହି ମହିଳା କୁ ଜାଣିଛନ୍ତି । ସେ ମହିଳା ଜଣକ କୌଣସି କାରଣରୁ ସେଠାକୁ ଆସିଥିଲା, ହେଲେ ସେହି କାରଣ କଣ? ଏହା ବିଷୟରେ ବିଲିୟମ କୁ କିଛି ଜଣା ନ ଥିଲା । ତା ପରେ ହଠାତ ଜୋରରେ ଝଟକା ଲାଗିଲା ଓ ତାର ଆଖି ଖୋଲିଗଲା ଓ ତାକୁ ସବୁ କିଛି ଦେଖାଯିବାକୁ ଲାଗିଲା ।