ଏହି 5ଟି ଖେଳାଳି ବନେଇଥିଲେ ଧୋନିଙ୍କୁ ମହାନ, କିନ୍ତୁ ନମ୍ବର 1 ଙ୍କୁ ତ ନିଜେ ଧୋନୀ ହିଁ ଭୁଲି ଗଲେ

ମହେନ୍ଦ୍ର ସିଂହ ଧୋନୀ ଏକ ଏମିତି ଖେଳାଳି ଯିଏକି ନିଜର ଭଲ ଖେଳ ପ୍ରଦର୍ଶନ କରି ଲୋକମାନଙ୍କ ହୃଦୟରେ ନିଜର ଏକ ଅଲଗା ପରିଚୟ ବନାଇ ଛନ୍ତି । କ୍ରିକେଟ ର ପ୍ରେମୀ ମାନେ ଧୋନୀ ଙ୍କର ତୁଳନା ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ସହ କରୁଛନ୍ତି, କିନ୍ତୁ ଆଜି ଆମେ ୫ଟି ଖେଳାଳିଙ୍କ ସମ୍ଭଧରେ କହିବାକୁ ଯାଉଛୁ ଯେଉଁମାନେ ମହେନ୍ଦ୍ର ସିଂହ ଧୋନୀଙ୍କୁ ହିରୋ ବନାଇବାରେ ମୁଖ୍ୟ ଭୂମିକା ନିଭାଇ ଥିଲେ । କିନ୍ତୁ ଆଜି ସେହି ଖେଳାଳିଙ୍କୁ ଭାରତୀୟ ଟିମରେ ସ୍ଥାନ ବନାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି ।

ପ୍ରଥମ :

ଯୁବରାଜ ସିଂହ ଇଣ୍ଡିଆନ କ୍ରିକେଟ ଟିମ ର ସିକ୍ସର କିଂଗ ନାମରେ ପରିଚୟ ପାଇଛନ୍ତି । ଯୁବରାଜ ସିଂହ ୨୦୦୭ ରେ ବିଶ୍ଵକପରେ ଭଲ ଖେଳିଛନ୍ତି । ଏହି ବିଶ୍ଵକପରେ ସେ ୬ ଟି ବଲରେ ୬ଟି ଛକା ମାରିଥିଲେ ।

 

ଏହା ପରେ ସେ ୨୦୧୧ ର ବିଶ୍ଵକପ ରେ ଯୁବରାଜ ସିଂହଙ୍କୁ ମୈନ ଓଫ ଦ ସୀରୀଜ ର ପୁରସ୍କାର ମିଳିଥିଲା, ସେଥିପାଇଁ ଆମେ କହି ପାରୁ କି, ମହେନ୍ଦ୍ର ସିଂହ ଧୋନୀଙ୍କୁ ହିରୋ ବନେଇବା ପଛରେ ୟୁୱରାଜ ସିଂହଙ୍କର ବହୁତ ବଡ ଯୋଗଦାନ ଅଛି ।

ଦୁତୀୟ :

ଭାରତୀୟ କ୍ରିକେଟ ଟିମର ଭଲ ସ୍ପିନ ବୋଲର ହରଭଜନ ସିଂହ, ୨୦୧୧ ରେ ବିଶ୍ଵକପରେ ଭଲ ଖେଳ ପ୍ରଦର୍ଶନ କରି ଭାରତୀୟ ଟିମକୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇ ଛନ୍ତି ।

ତୃତୀୟ :

ଇଣ୍ଡିଆନ ଟିମ ତରଫରୁ ୨୦୦୭ ରେ ଟି୨୦ ବିଶ୍ଵକପ ଏବଂ ୨୦୧୧ ର ଦିନିକିଆ ବିଶ୍ଵକପ ଖେଳିବା ପରେ ସ୍ପିନ ବୋଲର ପିୟୁଷ ଚାବଳା ଏହି ଦୁଇଟି ବିଶ୍ଵକପରେ ୱିକେଟ ନେଇ କେତେତଥର ଭାରତୀୟ ଟିମକୁ ଜିତାଇବାରେ ସାହାର୍ଯ୍ୟ କରିଛନ୍ତି ।

ଚତୁର୍ଥ :

ଗୌତମ ଗଂଭୀର ଇଣ୍ଡିଆନ ଟିମରେ ବହୁତ ସମୟ ପର୍ଯ୍ଯନ୍ତ ଖେଳିଛନ୍ତି । ଗୌତମ ଗଂଭୀର ୨୦୧୧ ବିଶ୍ଵକପ ର ଭଲ ପ୍ରଦର୍ଶନ କରି ଭାରତୀୟ ଟିମକୁ ଜିତାଇଥିଲେ । ସେଥିପାଇଁ ଆଜି ଆମେ କହିପାରିବୁ କି, ମହେନ୍ଦ୍ର ସିଂହ ଧୋନୀଙ୍କୁ ଭଲ କପ୍ତାନ ବନାଇବାରେ ଗୌତମ ଗଂଭୀରଙ୍କ ର ବଡ ହାତ ଅଛି ।

ପଞ୍ଚମ :

୨୦୦୭ ର ଟି୨୦ ବିଶ୍ଵକପ ରେ ପାକିସ୍ତାନ ବିରୁଦ୍ଧରେ ଖେଳିଥିବା ଫାଇନାଲ ଖେଳରେ ଶେଷ ଓଭରେ ଜିତାଇଥିବା ଭଲ ବୋଲର ଜୋଗିଂଦର ଶର୍ମା ଥିଲେ । ଜୋଗିଂଦର ଶର୍ମା ଶେଷ ଓଭରେ ମିସ୍ବାହ ଉଲ ହକଙ୍କର ୱିକେଟ ନେଇ ଭାରତୀୟ ଟିମକୁ ଜିତାଇଥିଲେ ।