ଏହି 3ଟି ରାଶିର ଝିଅମାନେ ତାଙ୍କ ସ୍ବାମୀଙ୍କୁ ଦିଅନ୍ତି ” ଧୋକା “

ଏହି 3 ରାଶିର ଝିଅ ସ୍ଵାମୀଙ୍କୁ ଦେଇଥାନ୍ତି ଧୋକା ! ବନ୍ଧୁଗଣ ବିବାହ ଏକ ପବିତ୍ର ସମ୍ପର୍କ ହୋଇଥାଏ । ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ଗୋଟିଏ ବନ୍ଧନରେ ବାନ୍ଧିହୋଇଯାଇଥାନ୍ତି । ଏହାପରେ ତାଙ୍କର ବୈବାହିକ ଜୀବନ ଆରମ୍ଭ ହୋଇଯାଇଥାଏ । ତେବେ ଏପରି 3 ଟି ରାଶିର ଝିଅଙ୍କ ବିଷୟରେ ଏଠାରେ କହିବାକୁ ଯାଉଛୁ । ଯେଉଁ ମାନେ ବିବାହ ପରେ ନିଜ ସ୍ଵାମୀଙ୍କୁ ଧୋକା ଦେଇଥାନ୍ତି । ତେବେ ସେହି ସବୁ ରାଶି କଣ କଣ ଅଟେ ଏଠାରେ ଜାଣନ୍ତୁ ।

ବୃଷ ରାଶି;- ବିବାହ ପରେ ଏହି ବୃଷ ରାଶିର ଝିଅ ମାନଙ୍କର ତାଙ୍କ ସ୍ଵାମୀ ସହ ଅନେକ ସମୟରେ ପଡିନଥାଏ । ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ ବହୁ ସମୟରେ କଳି ଝଗଡା ଲାଗି ରହିଥାଏ । ଏହି ଝିଅ ମାନେ ନିଜ ସ୍ଵାମୀର ରୋଜଗାରକୁ କମ ବୋଲି ଭାବିଥାନ୍ତି । ସ୍ଵାମୀ ଯେତେ ରୋଜଗାର କରିଲେ ବି ତାଙ୍କୁ କମ ପରି ଲାଗିଥାଏ ।

ଏହି ଝିଅ ମାନେ ବହୁତ ସଜବାଜ ହୋଇ ରହିବାକୁ ପସନ୍ଦ କରିଥାନ୍ତି । ଏହି ଝିଅ ମାନଙ୍କର ସବୁ ସମୟରେ ବାହାର ଜାଗାକୁ ବୁଲିଯିବାର ବହୁତ ସଉକୀ ରହିଥାଏ । ତେବେ ଏଭଳି କିଛି କୁ- ଗୁଣ କାରଣରୁ ତାଙ୍କ ସ୍ଵାମୀଙ୍କ ସହ ଝଗଡା ଲାଗିଥାଏ ।

ସିଂହ ରାଶି;- ଏହି ରାଶିର ଝିଅ ଜନ୍ମରୁ ହିଁ ଝଗଡାଳୁ ପ୍ରକୃତିର ହୋଇଥାନ୍ତି । ଏମାନେ ଛୋଟ ଛୋଟ କଥାକୁ ନେଇ ବହୁତ ରାଗିଥାନ୍ତି । ତାଙ୍କ ସ୍ଵାମୀ ସହ ମଧ୍ୟ ରାଗିକି ଝଗଡା ଲଗାଇ ଦେଇଥାନ୍ତି । ଫଳରେ ଅନେକ ସମୟରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ଦୂରତା ବଢିଯାଇଥାଏ । ସବୁବେଳେ ନିଜ ସ୍ଵାମୀ ଉପରେ ହୁକୁମ କରିବାକୁ ଏହି ରାଶିର ଝିଅ ଭଲ ପାଇଥାନ୍ତି । ଏହି ସବୁ ଝଗଡାଳୁ ପ୍ରକୃତି କାରଣରୁ ଏହି ଝିଅ ମାନେ ବାହାଘର ପରେ ତାଙ୍କ ସ୍ଵାମୀଙ୍କ ସହ ଭଲରେ ଚଳିପାରନ୍ତି ନାହିଁ ।

ବିଛା ରାଶି;- ବିଛା ରାଶିର ଝିଅ ମାନେ ଜିଦଖୋର ସ୍ଵଭାବର ହୋଇଥାନ୍ତି । ସବୁବେଳେ ନିଜ ଜିଦରେ ଅଟଳ ହୋଇ ରହିଥାନ୍ତି । ଘରର କାମ କରିବାରେ ଏମାନଙ୍କ ଜମାରୁ ରୁଚି ନଥାଏ । ଅନ୍ୟକୁ ସାହାଜ୍ଯ କରିବାର ମନୋବୃତ୍ତି ଭଳି ଭଲ ଗୁଣ ଏମାନଙ୍କ ପାଖରେ ଖୁବ କମ ଥାଏ । ନିଜ କାମ ଛଡା ଅନ୍ୟ କାହାର କାମ କରିବାରେ ସେମାନେ ଇଛା କରିନଥାନ୍ତି । ଘରେ ଛୋଟ ଛୋଟ କଥାକୁ ନେଇ ଏମାନେ ଅଶାନ୍ତି ସୃଷ୍ଟି କରୁଥିବା କାରଣରୁ ଏହି ଝିଅ ବାହାଘର ପରେ ଶାଶୁଘରେ ଚଳିବା ବହୁତ ମୁସ୍କିଲ ହୋଇଯାଇଥାଏ ।

ତେବେ ଆଶା କରୁଛୁ ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।