ଦୁର୍ଲଭ ଲାଲ ଚନ୍ଦ୍ର ନାଗ (Monocled Cobra) ସହିତ ଲାଗିବା ଏହି ଦିନ ମଜୁରିଆ ମାନଙ୍କୁ ପଡିଗଲା ମହଙ୍ଗା, ଆଉ ତା’ ପରେ କଣ ହେଲା…ଦେଖନ୍ତୁ ଏହି Video

ମଥା ବା ଫଣା ଉପରେ ଚନ୍ଦ୍ର ଆକୃତିର ଚିହ୍ନ ଥିବାରୁ ଏହି ସାପକୁ ଚନ୍ଦ୍ର ନାଗ ବୋଲି କୁହାଯାଏ । ନାଗ ପ୍ରଜାତିର ଏହି ସାପ ଅତ୍ୟନ୍ତ ବି-ଷ-ଧ-ର ଓ ହୁସିଆର ହୋଇଥାନ୍ତି । ହିନ୍ଦୁଧର୍ମ ଗ୍ରନ୍ଥ ଓ ପୁରାଣ ଅନୁସାରେ ଏହି ନାଗ ସାପଙ୍କୁ ପୂଜା କରିବାର ବିଧିବିଧାନ ରହିଛି । ଏମାନେ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ଅଧିକ ମାତ୍ରାରେ ଦେଖାଯାନ୍ତି । ଅଧିକ ଭୟଭୀତ ହେଲେ ଏମାନେ ତାଙ୍କ ଶରୀରକୁ ଫୁଲାଇ ଖୁବ ଜୋରରେ ଫୁ-ତ୍କା-ର କରନ୍ତି ଓ ଶରୀରର ଅଧା ପର୍ଯ୍ୟନ୍ତ ଠିଆ ହୋଇଯାନ୍ତି ମଧ୍ୟ ।

ଏମାନେ ନିଜ ବଞ୍ଚାଇବା ପାଇଁ ସଙ୍ଗେ ସାଙ୍ଗେ ଚୋ-ଟ ମା-ର-ନ୍ତି ନଚେତ କା-ମୁ-ଡି ଦିଅନ୍ତି । ଏହି ସାପ କା-ମୁ-ଡି-ଲେ ତୁରନ୍ତ ଚିକିତ୍ସା ନକଲେ ଏକ ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କ ମୃ-ତ୍ୟୁ ହୋଇଯାଏ । ଏହିପରି ଏକ ଲାଲ ଚନ୍ଦ୍ର ନାଗ ସାପ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲାର ଏକ ବସ୍ତା ଫ୍ୟାକ୍ଟରୀରେ । ବସ୍ତା ଗୋଦାମରେ ଅନେକ ପୁରୁଣା ବସ୍ତା ଗଦା ହୋଇ ରହିଥିଲା । ମଜୁରିଆ ମାନେ କାମ କରିବା ବେଳେ ଦେଖି ବସ୍ତା ଗଦା ମଧ୍ୟରେ ଗୋଟିଏ ସାପ ଥିବା ଦେଖି ପାରିଥିଲେ ।

ଭାଗ୍ୟବଶତଃ ସମୟ ଥାଉ ଥାଉ ସେମାନେ ଏହି ଲାଲ ଚନ୍ଦ୍ର ସାପକୁ ଦେଖି ନେଇଥିଲେ । ନଚେତ ଏହି ବି-ଷ-ଧ-ର ସାପ ହେତୁ କାହା ଜୀବନ ପ୍ରତି ବି-ପ-ଦ ଅସାଇଥାନ୍ତା କିଏ କହିପାରିବ ! ସାପକୁ ଦେଖିବା ପରେ ସେମାନେ ତୁରନ୍ତ ଲୋକାଲ ସାପଧରାଳିଙ୍କୁ ଖବର ଦେଇଥିଲେ । ସାପଧରାଳି ଜଣକ ସେ ସ୍ଥାନରେ ପହଞ୍ଚିବା ପରେ ସେମାନେ ସାପକୁ ପ୍ରଥମେ ଖୋଜିଥିଲେ । ବହୁତ ଖୋଜାଖୋଜି କରିବା ପରେ ଗଦା ହୋଇଥବା ବସ୍ତା ଭିତରୁ ସାପ ମିଳିଥିଲା । ଏହାପରେ ସେ ଅତ୍ୟନାଟ କୌଶଳପୂର୍ଣ୍ଣ ଭାବେ ଏହାକୁ କାବୁ କରିଥିଲେ ।

ଏହା ମଧ୍ୟରେ ସାପଟି ରା-ଗି ଯାଇ ଅନେକ ଥର ତାଙ୍କୁ ଦଂ-ଶ-ନ କରିବାକୁ ମଧ୍ୟ ଚେଷ୍ଟା କରିଥିଲା । କିନ୍ତୁ ସେ ନି-ର୍ଭ-ୟ-ର ସହ ସାପକୁ ନିଜ କାବୁରେ କରି ଏକ କପଡା ମୁଣି ଭିତରେ ପୁରାଇ ଜଙ୍ଗଲରେ ଛାଡିବା ପାଇଁ ନେଇ ଯାଇଥିଲେ । ଭାରତ ସରକାର ମଧ୍ୟ ନାଗ ସାପ ନ ମା-ରି-ବା ପାଇଁ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଆଇନ ପ୍ରଣୟନ କରିଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।