ରୋଷେଇ ଘରେ ତାୱା ଉପରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ହେଇଯିବେ କାଙ୍ଗାଳ !

ପ୍ରତେକ ବ୍ଯକ୍ତିର ଘର ର ଲକ୍ଷ୍ମୀ ସ୍ତ୍ରୀ ଲୋକମାନେ ହୋଇ ଥାନ୍ତି । କୁହା ଯାଏ କି ସ୍ତ୍ରୀ ଲୋକମାନଙ୍କର ରୋଷେଇ ଘରେ ଅଧିକ ଭୂମିକା ଥାଏ । କିଭଳି ରୋଷେଇ କରିବେ କେମିତି ରୋଷେଇ କରିବେ , କାହା ପସନ୍ଦର ରୋଷେଇ କରିବେ ଏଭଳି ଅନେକ ଜିନିଷ । ତେବେ ଆପଣ ଯଦି ଜାଣି ନାହାନ୍ତି ଆମେ ଆପଣଙ୍କୁ କହି ରଖୁବୁ କି ରୋଷେଇ ଘରେ ଥିବା ତାୱା ଯେଉଁ ଥିରେ ଆମେ ଖାଇବା ବନେଇ ଥାଉ । ସେଥିରେ କଣ କଣ ଜିନିଷ ପକେଇବା ଅନୁଚିତ ଅଟେ ।

ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟରେ କହିବୁ । ପ୍ରତେକ ଲୋକ ନିଜ ରୋଷେଇ ଘରକୁ ସୁନ୍ଦର ଓ ପରିଷ୍କାର ରଖିବାକୁ ଚାହାଁନ୍ତି ଏଭଳି ଏଥି ପାଇ  କରାଯାଏ । କାରଣ କୁହା ଯାଏ କି ରୋଷରି ଘରେ ମା ଲକ୍ଷ୍ମୀ ଙ୍କର ବାସ ହୋଇ ଥାଏ ଯାହା ପାଇଁ ସେହି ଠାରେ ପରିଷ୍କାର ଓ ପରିଛନ୍ନତା ରଖିବା ନିହାତି ଦରକାର । ଆପଣ ଯଦି ଜାଣି ଥିବେ ତାହେଲେ ଏଭଳି ମଧ୍ୟ କୁହା ଯାଏ କି ଆପଣ ଯଦି ରୋଷେଇ କରିବା ପାଇଁ ଯିବେ ତାହେଲ ମଧ୍ୟ ଆପଣ ନିଜକୁ ଭଲ ଭାବେ ପରିଷ୍କାର କରି ସେଠାରେ ପ୍ରବେଶ କରନ୍ତୁ । କାରଣ ଏହା ନ କଲେ ମା ଲକ୍ଷ୍ମୀ ଙ୍କ ସହ ଆପଣଙ୍କ ଉପରେ ରାହୁ କେତୁ ଓ ଶନି ଙ୍କର କୋପ ହେବ ।

ଏଭଳି ଘରେ ଦରିଦ୍ରତା , ରୋଗ ,ଦୁଃଖ, କଳହ , ବିଚ୍ଛେଦ ଏଭଳି ଅନେକ ପ୍ରକାର ସମସ୍ଯା ଆସିଥାଏ  ତେବେ ଆପଣ ଏହି ଜିନିଷର ବିଶେଷ ଭାବେ ଧ୍ୟାନ ରଖନ୍ତୁ । ଏବେ ଆସନ୍ତୁ ଜାଣିବା ଆମ ଘରେ ହେଉଥିବା ରୁଟି ସାଧାରଣତଃ ଭାବେ ଲୁହାର ହୋଇ ଥାଏ । ଏହି ତାୱା ରେ ଆପଣ ରୁଟି କରିବା ସମୟରେ କେବେବି ପାଣି ପକେଇବେ ନି। ଆପଣ ଏହା ଛଡା ଆପଣ ଏଥିରେ ଅନ୍ୟ କିଛି ରୋସେଇ ମଧ୍ୟ କରିଥାନ୍ତି ।

ମାତ୍ର ଏଥିରେ ଆପଣ କେବେବି ପାଣି ଗରମ କରିବେନି । ଏଭଳି କରିବା ଘୋର ପାପ ଅଟେ । ରାହୁକୁ  ଲୁହାର ପ୍ରତିନିଧି ବୋଲି କୁହା ଯାଏ । ଆପଣ ଯଦି ଏଭଳି କିଛି କାମ କରିବେ ତାହେଲେ ରାହୂର କୋପ ହେବାର ସମ୍ଭାବନା ୧୦୦ ପ୍ରତିଶତ ଅଛି । ଏଭଳି କରିବା ସମୟରେ ଯେତେବେଳେ ପାଣି ପଡିବା ର ଆବାଜ ଛନ କରିକି ଆସେ ସେତେବେଳେ ଏହାକୁ କରିଥିବା ମହିଳା ଉପରେ ଅନେକ କଷ୍ଟ ଆସି ଥାଏ ।

ଏଭଳି କରିବା ଦ୍ଵାରା ମହିଳା ଜଣକ ନିଜର ବୈବାହିକ ଜୀବନରେ ନିଆଁ ଲଗାଇ ଦେଇ ଥାଏ । ଏହା ପରେ ସେହି ମହିଳା ପାଇଁ ଘରେ ଅନେକ ଅସୁବିଧା ହୋଇ ଥାଏ । ଏହି ସମୟରେ ଶନି ଦେବଙ୍କର କୋପ ମଧ୍ୟ ହୁଏ । ଯଦି ଆପଣ ପାଣି ପକେଇବା ଦରକାର ବୋଲି ଭାବୁଛନ୍ତି । ତେବେ ଆପଣ ଏହାକୁ ଥଣ୍ଡା କରି ଆପଣ ଏଥିରେ ପାଣି ପକାଇ ଦିଅନ୍ତୁ । ରୁଟି କରିବା ସମୟରେ ଆପଣ ଏଥିରେ କିଛି ଲୁଣ ପକାଇ ଏହା ପରେ ରୁଟି ବନାନ୍ତୁ ।

ଏଭଳି କରିବା ଦ୍ଵାରା ରାହୁ କେତୁ ସହ ଆପଣ ଶନି ଦେବଙ୍କର କୃପା ମଧ୍ୟ ପାଇ ପାରିବେ । ଆପଣ ତାୱା କୁ ସବୁବେଳେ ଲୁଚେଇକି ରଖିବେ ଖାଇବା ବନେଇ ସାରିବା ପରେ । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ପେଜକୁ ଏକ ଲାଇକ କରିବେ। ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ପେଜକୁ ଏକ ଲାଇକ କରିବେ ।