ଏହା ଅଟେ ଦୁନିଆର ସବୁଠାରୁ ଶୁଭ ରାଶି, ୨୦୨୧ ରୁ ୨୦୪୨ ପର୍ଯ୍ୟନ୍ତ ଆକାଶ ଛୁଇଁବ ଏମାନଙ୍କ ଭାଗ୍ୟ- Jyotish Shastra

ଶାସ୍ତ୍ର ଅନୁସାରେ ଆମ ଜୀବନରେ ଘଟୁଥିବା ସବୁ ଘଟଣାର ମୁଖ୍ୟ କାରଣ ଗ୍ରହମାନଙ୍କ ଦ୍ୱାରା ହୋଇଥାଏ । ଏହି ଗ୍ରହ ଚଳନ ଯୋଗୁଁ ଆମେ ଆମ ଜୀବନରେ ସୁଖ ଓ ଦୁଃଖ ଭୋଗିଥାଉ । ଜୋତିଶ ଶାସ୍ତ୍ର ଅନୁସାରେ ଏହି ସମୟରେ ଏପରି ଏକ ସଂଯୋଗ ହେଉଛି ଯାହାଦ୍ୱାରା କି ବର୍ଷ ୨୦୨୧ ରୁ ବର୍ଷ ୨୦୪୨ପର୍ଯ୍ୟନ୍ତ କିଛି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି ।ଏହି ରାଶିର ବ୍ୟକ୍ତି ଏହି ସମୟରେ ଯାହା ଭାହିଁବେ ତାହା ହାତ ପାହାନ୍ତାରେ ପାଇଯିବେ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଭଲେନାଥ ଓ ମା ଲକ୍ଷ୍ମୀଙ୍କର କୃପା ମିଳିବାକୁ ଯାଉଛି । ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ।

ତୁଳା ରାଶି- ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଏବେ ଉଜ୍ବଳ ହେବାକୁ ଯାଉଛି । ଅଚାନକ ଭାବେ କୌଣସି ସୂତ୍ରରୁ ଭଲ ଧନ ମିଳିବାର ସମ୍ଭାବନା ଅଛି । ବ୍ୟବସାୟ ବାଣିଜ୍ୟରେ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ଉପରିସ୍ଥଳ ସହଯୋଗ ମିଳିବ । ଅବିବାହିତ ମାନେ ବିବାହ ବନ୍ଧନରେ ବାନ୍ଧି ହେବେ । ପରିବାରରେ ଶାନ୍ତିର ପରିବେଶ ରହିବ ।

ମେଷ ରାଶି

ଏହି ରାଶିର ବ୍ୟକ୍ତିମାନଙ୍କର ପରିବାରରେ ଖୁସିର ପରିବେଶ ରହିବ । ଆପଣଙ୍କ ବିଗିଡି ଯାଇଥିବାରେ ସଫଳତା ମିଳିବ । ବେରୋଜଗାରମାନଙ୍କୁ ରୋଜଗାର ମିଳିବ । ଚାକିରୀରେ ପଦୋନ୍ନତି ମିଳିବ । କାରବାରରେ ଭାଇ ଓ ବନ୍ଧୁଙ୍କର ସାହାଯ୍ୟ ମିଳିବ । ଆପଣଙ୍କ ଆର୍ଥିକ ପରିସ୍ଥିତି ପୂର୍ବାପେକ୍ଷା ଭଲ ରହିବ ।

କନ୍ୟା ରାଶି

ଅଫିସରେ ଉପରିସ୍ଥଙ୍କର ସହଯୋଗ ମିଳିବ । ଆପଣଙ୍କ ଶତ୍ରୁ ହ୍ରାସ ପାଇବେ । କୋଟ କଚେରୀ ମାମଲାରେ ବିଜୟୀ ହୋଇଯିବେ। । ପାରିବାରିକ ନିଷ୍ପତି ନେବାରେ ସଫଳ ହେବେ । ଛାତ୍ରମାନେ ଶିକ୍ଷା ଓ ପ୍ରତି ଯୋଗୀତା ମୂଳକ କ୍ଷେତ୍ରରେ ସଫଳତା ପାଇବେ । ଆପଣ ବ୍ୟବସାୟ ବାଣିଜ୍ୟରେ ଭଲ ଧନ ଅର୍ଜନ କରିବେ ।

ସିଂହ ରାଶି

ପ୍ରେମ ସମ୍ପର୍କରେ ସଫଳତା ପାଇବେ । ଘର ପରିବାର ରେ ଶାନ୍ତି ରହିବ । ଆପଣ ଚାକିରୀରେ ପ୍ରମୋସନ ପାଇବେ । ଅବିବାହିତ ମାନେ ଏହି ସମୟରେ ବିବାହ କରିବେ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ ଯାହାଦ୍ବାରାକି ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ମିଳିବ ।

ବୃଷ ରାଶି

ଏହି ରାଶିର ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳତା ମିଳିବ । ମିତ୍ର ମାନଙ୍କ ସାହାଯ୍ୟ ସହଯୋଗ ମିଳିବ । ଚାକିରୀ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ । ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । ପାରିବାରିକ ଖୁସି ମିଳିବ । ବ୍ୟବସାୟରେ କୌଣସି ବଡ ଡିଲ ହେବାର ସମ୍ଭାବନା ଅଛି ।

ମକର ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ମିଳିବ । ଆପଣଙ୍କୁ ବିଭିର୍ଣ୍ଣ ସ୍ରୋତରୁ ଧନ ଆଗମନ ହେବ । ଆପଣ ଏହି ସମୟରେ ଅର୍ଥ ସଞ୍ଚୟ କରିବାରେ ସଫଳ ହେବେ । ଘର ପରିବାରରେ ଖୁସିର ପରିବେଶ ରହିବ ।

ଧନୁ ରାଶି

ଆପଣଙ୍କୁ ସବୁ ଅଟକି ରହିଥିବା କାର୍ଯ୍ୟ ପୂର୍ଣ ହୋଇଯିବ । ଆପଣଙ୍କୁ ଅଚାନକ ଭାବେ କୌଣସି କ୍ଷେତ୍ରରୁ ଧନ ମିଳିବାର ସମ୍ଭାବନା ଅଛି । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ଆପଣ ଆର୍ଥିକ ଭାବେ ସମୃଦ୍ଧଶାଳୀ ହେବେ ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତି ସବୁ କାର୍ଯ୍ୟରେ ସଫଳତା ପାଇବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ଆପଣଙ୍କୁ ଗୁରୁଜନମାନଙ୍କ ଆଶୀର୍ବାଦ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।