ଶୋଇବା ସମୟରେ ତକିଆ ତଳେ ରଖାନ୍ତୁ ଏହି ୫ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ, ଚମକିବ ଭାଗ୍ୟ, ହେବ ଧନର ବର୍ଷା- Vastu Tips

ଆପଣ ମାନେ ଜାଣିଥିବେ ଆମ ଜୀବନରେ ବହୁତ ସମସ୍ୟା ଦେଖା ଯାଇଥାଏ । କିନ୍ତୁ ଆଜି ଆମେ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କର ଭାଗ୍ୟ ପରିବର୍ତନ କରିଦେବ । ଆପଣ ଏକ ଛୋଟିଆ ଉପାୟ କରି ବହୁତ ଧନ ବାନ ବ୍ୟକ୍ତି ହୋଇପାରିବେ । ଘରେ ଶୋଇବା ପାଇଁ ହେଲେ ଆମକୁ ଏକ ତକିଆ, ଖଟ ଓ ଘୋଡାଇ ହେବା ପାଇଁ ଏକ କମ୍ବଳ ଦରକାର ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ତକିଆର ସଦୁପ ଯୋଗ କରିବା ଦ୍ଵାରା ଆପଣ କିପରି ଏକ ବହୁତ ବଡ ଧନିବାନ ବ୍ୟକ୍ତି ହେବେ ସେହି ବିଷୟରେ କିଛି କହିବାକୁ ଯାଉଛୁ ।

ଆପଣ ଶୋଇବା ସମୟରେ ଏହି ଗୋଟିଏ ଜିନିଷ ରଖନ୍ତୁ ଏହାପରେ କିଛି ଦିନ ଭିତରେ ଭାଗ୍ୟ ପରିବର୍ତନ ହୋଇଯିବ । ଆପଣ ଯଦି ଆମେ କହିଥିବା କାର୍ଯ୍ୟ କରୁଛନ୍ତି ତେବେ ନିଜର ଆମଦାନୀ ଦୁଇ ଗୁଣ ବଢିଯିବ । ରାତିରେ ଶୋଇବା ସମୟରେ ଆମର ତକିଆ ନିହାତି ଦରକାର ହୋଇଥାଏ ।

ଦେଖିବାକୁ ଗଲେ କିଛି ଲୋକ ତକିଆକୁ ଏକ ମାମୁଲି ବୋଲି ଭାବିଥାନ୍ତି । ଆପଣଙ୍କୁ ଆମେ କହି ରଖୁ ଏହା ଦେଖିବାକୁ ମାମୁଲି ହୋଇପାରେ କିନ୍ତୁ ଏହାର ସଠିକ ଉପଯୋଗ କରି ବହୁତ ଧନୀ ହୋଇ ପାରିବେ । ତେବେ ଆସନ୍ତୁ ଜାଣିବା ଆପଣଙ୍କର ଭାଗ୍ୟ କିପରି ଏକ ତକିଆ ଦ୍ଵାରା ପରିବର୍ତନ ହୋଇପାରିବ । ଏହା ଛଡା ଆପଣ ଯଦି ଏହିପରି କରୁଛନ୍ତି ତେବେ ଆପଣଙ୍କର ଘରେ ସକରାତ୍ମକ ଊର୍ଜାରେ ଭରି ରହିବ ।

ମୟୁର ପଙ୍ଖ

ଆପଣ ଯଦି ନିଜ ଘରେ ସୁଖ ଓ ଧନ ବଢାଇବା ପାଇଁ ଚାହନ୍ତି ତେବେ ଆପଣ ଏକ ମୟୁର ପଙ୍ଖ ଆଣି ତକିଆ ତଳେ ରଖନ୍ତୁ । ଏହାର ପ୍ରଭାବ ନିଶ୍ଚିନ୍ତ ଭାବରେ ପଡିବ । ଏହିପରି ଶୋଇବା ଦ୍ଵାରା ବ୍ୟକ୍ତିର କୁଣ୍ଡଳୀରେ ଥିବା ସବୁ ଦୋଷ କଟି ଯାଇଥାଏ । ଏହା ଛଡା ବ୍ୟକ୍ତିର ଭାଗ୍ୟ ପୁରା ତାର ସାଥ ଦେଇଥାଏ । ଦୁର୍ଘଟଣାରୁ ମଧ୍ୟ ଏହା ଆପଣଙ୍କୁ ରକ୍ଷା କରିଥାଏ । ଯେଉଁ ସମୟରେ ଆପଣ ସକାଳୁ ଉଠୁଛନ୍ତି ତକିଆ ତଳୁ ସେହି ମୟୂର ପଙ୍ଖକୁ ଆଣି ଦେଖିବା ଦ୍ଵାରା ନିଜର ସବୁ କାର୍ଯ୍ୟ ପୂର୍ଣ ହୋଇଥାଏ ।

ତୁଲସୀ ପତ୍ର

ରାତିରେ ଶୋଇବା ସମୟରେ ଆପଣଙ୍କ ତକିଆ ତଳେ ୪ ରୁ ୫ ଟି ତୁଲସୀ ପତ୍ର ରଖୀ ଦିଅନ୍ତୁ । ଏହା ରଖିବା ଦ୍ଵାରା ନିଜର ଓ ଘରର ସକରାତ୍ମକ ଊର୍ଜା ବହୁତ ଆସିଥାଏ । ସକାଳୁ ଉଠି ସେହି ତୁଲସୀ ପତ୍ର ଖାଇ ଦିଆନ୍ତୁ । ଏହିପରି କରିବା ଦ୍ଵାରା ନକରାତ୍ମକ ଊର୍ଜାର ପ୍ରଭାବ ପଡିନଥାଏ ଓ କୌଣସି ରୋଗ ମଧ୍ୟ ଏତେ ଶୀଘ୍ର ଆପଣଙ୍କୁ ହୋଇ ନଥାଏ । କିନ୍ତୁ ମନେ ରଖିବା ଉଚିତ କି ସନ୍ଧ୍ୟା ପରେ କେବେ ହେଲେ ତୁଲସୀ ତୋଳାନ୍ତୁ ନାହିଁ ।

ତକିଆ ତଳେ ଏକ ତକିଆ ମୁଦ୍ରା ରଖନ୍ତୁ

ରାତିରେ ରଖିଥିବା ସେହି ଏକ ଟଙ୍କିଆ ମୁଦ୍ରାକୁ ଆପଣ ସକାଳେ ଏକ ଗରିବ ଲୋକଙ୍କୁ ଦାନ କରନ୍ତୁ, ଏହିପରି କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ଓ ଏହିପରି କରିବା ଫଳରେ ଆପଣଙ୍କର ଭାଗ୍ୟ ମଧ୍ୟ ଚମକି ଯାଇପାରେ । ସେହି କାର୍ଯ୍ୟକୁ ଆପଣ ଯଦି ଏକ ମାସ ଧରି କରୁଛନ୍ତି ତେବେ ଆପଣଙ୍କର ଧୀରେ ଧୀରେ ଦାରିଦ୍ର ଦୂରେଇ ଯିବେ ଓ ସକରାତ୍ମକ ଊର୍ଜା ମଧ୍ୟ ଅଧିକ ହୋଇଥାଏ । ଯଦି ଆପଣଙ୍କର କୁଣ୍ଡଳୀରେ ଠିକ ସ୍ଥିତି ନଥିବେ ତେବେ ଆପଣ ତକିଆ ତଳେ ଚାନ୍ଦିର ପଇସା ରଖିବା ଦ୍ଵାରା ଆପଣଙ୍କର ଏହି ଦୋଷ ବହୁତ ଶୀଘ୍ର ଦୂରେଇ ଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।