ଆଜି ପର ଠାରୁ ଆପଣଙ୍କ ଆଖିରେ କେବେ ବି ଲୁହ ଆସିବ ନାହିଁ, ବାସ ଏହାକୁ ମାତ୍ର ଥରେ ପଢି ନିଅନ୍ତୁ- Krishna Vani

ଆପଣଙ୍କର ଯଦି କୌଣସି ବହୁତ ଦରକାରୀ ଜିନିଷ ହଜିବା ଏବଂ ନିଜର ବହୁତ ପ୍ରିୟ ଲୋକ ନିଜ ପାଖରୁ ଦୂରେଇ ଯାଏ । ସେହି ସମୟରେ ଆପଣ ବହୁତ କାନ୍ଦିଥାନ୍ତି ଓ ଦୁଖ ଅନୁଭବ କରିଥାନ୍ତି । ନିଜର ସମସ୍ୟା ଗୁଡିକୁ ଅନ୍ୟ ଆଗରେ କହିବାକୁ ହୁଏତ ଆପଣଙ୍କୁ ଠିକ ଲାଗୁଥାଇ ପରେ । କିନ୍ତୁ ଏହା ସବୁ ସମ୍ପୂର୍ଣ ଭୁଲ ଅଟେ । ଆଉ ଏକ କଥା ହେଉଛି ଯଦି କେହି ଆପଣଙ୍କୁ ଛାଡି ଚାଲିଯାନ୍ତି ତେବେ ମଧ୍ୟ ଆପଣ ତାଙ୍କ ଆଗରେ ବହୁତ କାନ୍ଦିଥାନ୍ତି । ଯେପରି ସେ ଆପଣଙ୍କୁ ଆପଣାଇ ନେବ । ଆପଣ କେବେ ହେଲେ ତାଙ୍କ ଆଗରେ ମୁଣ୍ଡ ତଳକୁ କରନ୍ତୁ ନାହିଁ । ଏପରି ନ ହେଇଯାଉ ଯାହାକି ସେ ଆପଣଙ୍କୁ ଦେଖି ବହୁତ ହସିବେ ।

କିନ୍ତୁ ଆପଣ ମାନେ ରଖିବା ଉଚିତ ଏହା କେବେ ମଧ୍ୟ ଠିକ ନୁହେଁ ଓ ଏହା କରିବାରେ ଆପଣଙ୍କୁ କିଛି ମଧ୍ୟ ଲାଭ ମିଳିବ ନାହିଁ ନା ତାଙ୍କ ଉପରେ କିଛି ପ୍ରଭାବ ପଡିବ । ଆପଣ ସେହି ବିଷୟରେ ନଭାବୀ ସେଠାରୁ ଚାଲି ଆସନ୍ତୁ ଓ ଯଦି ଜୀବନରେ ଭଲରେ ରହିବା ପାଇଁ ଚାହୁଛନ୍ତି ତେବେ ତାଙ୍କ ପାଖକୁ କେବେ ହେଲେ ଯାଅନ୍ତୁ ନାହିଁ ।

ଯଦି ଆପଣ ଜୀବନରେ କିଛି କରିବାକୁ ଚାହୁଁଛନ୍ତି ଓ ଆଗକୁ ବଢିବାକୁ ଚାହୁଞ୍ଚନ୍ତି ତେବେ ନିଜର ଥିବା ସମସ୍ୟାକୁ ନିଜେ ହିଁ ସମାଧାନ କରନ୍ତୁ । ଆପଣ କେବେ ହେଲେ ନିଜ ଦୁଖ ଅନ୍ୟ ଆଗରେ କୁହନ୍ତୁ ନାହିଁ । ଆପଣଙ୍କର ଦୁଖ କଥା କହିବ ଦ୍ଵାରା କାହା ଉପରେ ମଧ୍ୟ ପ୍ରଭାବ ପଡି ନଥାଏ ।

ଆପଣ କେବଳ ନିଜର ଦୁଖ କଥା କହି ପାରିବେ କି ଆପଣଙ୍କର ଜୀବନରେ କଣ ସବୁ ହେଉଛି କିନ୍ତୁ ସେହି ଦୁଖକୁ ଆପଣ ହିଁ ଅନୁଭବା କରି ପାରିବେ ଆଉ କେହି ନୁହନ୍ତି । ସେଥିପାଇଁ ଆପଣ କେବେ ହେଲେ ନିଜ ଦୁଖ କଥା କୁହନ୍ତୁ ନାହିଁ ବା କାଦନ୍ତୁ ନାହିଁ । କାରଣ କେବଳ ଦୁଖୀ ଯିଏ ହୋଇଥାଏ ସେହି ଦୁଖ କଥା ବୁଝି ପାରେ ଅନ୍ୟ କେହି ନୁହେଁ । ଆପଣ ନିଜେ ସେହି ସମସ୍ୟାରୁ ନିଜେ ହିଁ ବାହାରକୁ ବାହାରିବେ ଓ ଖୁବ ପରିଶ୍ରମ ମଧ୍ୟ କରିବେ । ଆପଣ ଏପରି ପରିଶ୍ରମ କରିବେ ଯାହାକି ଆପଣଙ୍କୁ ସବୁ ଲୋକେ ଅନୁସରଣ କରିବେ ।

ଏହିପରି କରିବା ଦ୍ଵାରା ନିଜ ସଫଳତା ପାଖରେ ଆପଣ ଖୁବ ଶୀଘ୍ର ଯାଇ ପାରିବେ । କିନ୍ତୁ ଆପଣ ଯଦି ଭାବୁଥିବେ ଆପଣଙ୍କର ସହାୟତା ଆଉ କେହି କରିବ ବୋଲି ଏହା ଭୁଲ ଅଟେ । ଆପଣ ନିଜକୁ ଏପରି ଜାଗାରେ ଛିଡା କରନ୍ତୁ ଯାହାକି ଯେଉଁ ଲୋକ ହେଉ ନା କାହିଁକି ସେ ଆସି ଆପଣଙ୍କର ହୋଇଯିବ ପାଇଁ ଚାହିଁବ ।

ଆପଣଙ୍କର ଯେକୌଣସି ସମସ୍ୟା ଆସୁନା କାହିଁକି କୌଣସି ଜିନିଷ ପାଇବା ପାଇଁ କେବେ ହେଲେ କାହା ଆଗରେ କାନ୍ଦିବେ ନାହିଁ । ସେ ନିଜେ ଆପଣଙ୍କ ପାଖକୁ ଚାଲି ଆସିବ । ସେ ନିଜେ ଭଲ ପାଉଥିବା କୌଣସି ଲୋକ ହେଉ ବା ନିଜର କୌଣସି ଇଛା ହେଉ । କେବେ ହେଲେ କାନ୍ଦିବେ ନାହିଁ ଓ ସେହି ସମସ୍ୟାରୁ ଆପଣ କିପରି ବାହାରକୁ ବାହାରିବେ ସେହି ବିଷୟରେ ଭାବି ନିଜେ ହିଁ କିଛି ସମାଧାନ ବାହାର କରିବାକୁ ଚେଷ୍ଟା କରିବେ ।

ଯାହା ଦ୍ଵାରା ଆପଣଙ୍କୁ କେହି ଛୋଟ ମାନିବେ ନାହିଁ । ନଚେତ ସେହି ଦୁବିଧାରୁ ଆପଣ କେବେ ହେଲେ ବାହାରକୁ ବାହାରି ପାରବେ ନାହିଁ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।