ଦୁନିଆର ସବୁଠୁ ମହଙ୍ଗା ହୋଟେଲ, ଯେଉଁଠି ଖଣ୍ଡେ ମାଂସ ର ଦାମ ଦେଢ ଲକ୍ଷ ଟଙ୍କା, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ !

ଆଜିକାଲି ସମସ୍ତେ ବଡ ବଡ ହୋଟେଲ, ସପିଙ୍ଗ ମଳ, ସିନେମା ହଲ, ପାର୍କ ଇତ୍ୟାଦି ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । କିନ୍ତୁ କେଉଁ ହୋଟେଲ, କେଉଁ ମଳ ଭଲ ଏହାକୁ ନେଇ ବି ଲୋକମାନଙ୍କ ମଧ୍ୟରେ ବହୁତ ପସନ୍ଦ ନା ପସନ୍ଦ ଥାଏ । ଯେଉଁ ହୋଟେଲର ଖାଇବା ତାଙ୍କୁ ପସନ୍ଦ ଥାଏ ତାହା ଯେତେ ଦୂର ହେଲେ ବି ସେମାନେ ସେହି ହୋଟେଲକୁ ଗାଡି ତେଲ ଖର୍ଚ କରି ଯାଇଥାନ୍ତି । ଏହି ଲୋକମାନଙ୍କୁ ଚୁଜି କହି ପାରିବେ ଆପଣ । ବର୍ତ୍ତମାନ ଯୁବପିଢିମାନେ ଫାଷ୍ଟ ଫୁଡ ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ଆପଣ ସମସ୍ତେ ଦେଖି ପାରୁଥିବେ କି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ମାର୍କେଟରେ ସବୁ ଫାଷ୍ଟ ଫୁଡ ଦୋକାନରେ ଲମ୍ବା ଲାଇନ ଲାଗିଥାଏ । କେଉଁ ହୋଟେଲରେ କେଉଁ ଖାଦ୍ୟ ସବୁଠୁ ଅଧିକ ଭଲ ଲାଗେ ଏହା ବିଷୟରେ ଆଜିକାଲି ସମସ୍ତେ ଜାଣିଛନ୍ତି ।

ଆଜିକାଲି ଯୁବପିଢିଙ୍କ ପାଖରେ ଗୋଟିଏ ଲମ୍ବା ଲିସ୍ଟ ବି ଅଛି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି ଗୋଟିଏ ହୋଟେଲରେ ଖଣ୍ଡେ ମାଂ-ସ-ର ମୂଲ୍ୟ ୧.୫ ଲକ୍ଷ ଟଙ୍କା । ତେବେ ଏହା ଆପଣଙ୍କୁ ଅଳ୍ପ ଅଜବ ଓ ଆଚମ୍ବିତ କରିବ । କିନ୍ତୁ ଏହା ସତ ଅଟେ । ଗୋଟିଏ ହୋଟେଲରେ ଅଛି ଯେଉଁଠି ଲୋକମାନେ ୧.୫ ଲକ୍ଷ ଟଙ୍କା ଦେଇ ଖଣ୍ଡେ ମାଂସ ଖାଉଛନ୍ତି । କହିବାକୁ ଗଲେ ବର୍ତ୍ତମାନ ବଜାରରେ ମାଂ-ସ-ର ମୂଲ୍ୟ ଅତି ବେଶିରେ ୮୦୦ କିଲୋ ହୋଇଥିବ କିମ୍ବା ୧୦୦୦ ଟଙ୍କା ପ୍ରତି କିଲୋ ।

ଏମିତିରେ ମାଂ-ସ ଖଣ୍ଡେର ମୂଲ୍ୟ ୨୦ ରୁ ୩୦ ଟଙ୍କା ହେଉଛି । କିନ୍ତୁ ଏହି ମାଂ-ସ-ରେ ଏମିତି କଣ ଅଛି କି ଏହି ହୋଟେଲରେ ଖଣ୍ଡେ ମାଂସର ମୂଲ୍ୟ ଏତେ ଅଧିକ । ତୁର୍କୀରେ ଏକ ରେଷ୍ଟୁରାଣ୍ଟକୁ ନେଇ ବର୍ତ୍ତମାନ ବହୁତ ଚର୍ଚା ଚାଲିଛି । ସେଠିକାର ରୋଷେଇଆ ପୁରା ଦୁନିଆରେ ବହୁତ ପ୍ରସିଦ୍ଧ ଅଟନ୍ତି । ସେ ସ୍ଵାଦିଷ୍ଟ ଖାଦ୍ୟ ତିଆରି କରିବା ପରିବର୍ତ୍ତେ ଅଧିକ ମହଙ୍ଗା ଖାଦ୍ୟ ପ୍ରସ୍ତୁତିକୁ ନେଇ ସେ ଅଧିକ ଲୋକପ୍ରିୟ ହୋଇଛନ୍ତି । କାରଣ ଖଣ୍ଡେ ମାଂ-ସ-ର ମୂଲ୍ୟ ଏହି ରେଷ୍ଟୁରାଣ୍ଟରେ ପାଖାପାଖି ୧.୫ ଲକ୍ଷ ଟଙ୍କା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏତେ ମହଙ୍ଗା ହେବା ସତ୍ବେ ବି ଏହି ରେଷ୍ଟୁରାଣ୍ଟରେ ଖଣ୍ଡେ ମାଂ-ସ ପାଇଁ ଲୋକମାନଙ୍କ ଭି-ଡ ଲାଗୁଛି । ୨୦୧୭ ପର ଠାରୁ ଏହି ରେଷ୍ଟୁରାଣ୍ଟର ଏହିଭଳି ମହଙ୍ଗା ମହଙ୍ଗା ଖାଦ୍ୟର ମୂଲ୍ୟ ବିଷୟରେ ଜାଣିବା ପରେ ବର୍ତ୍ତମାନ ଏହି ରେଷ୍ଟୁରାଣ୍ଟର ଚର୍ଚା କରୁଛନ୍ତି । କିନ୍ତୁ ଯେତେବେଳେ ଆପଣ ଏହି ରେଷ୍ଟୁରାଣ୍ଟରେ କାମ କରୁଥିବା ସେଫର ଦରମା ବିଷୟରେ ଜାଣିବେ ତେବେ ଆପଣ ଦୁଃଖ ପ୍ରକାଶ କରିବେ । ସେମାନେ ବହୁତ କମ ଦରମା ପାଆନ୍ତି ।

ଏହି ରେଷ୍ଟୁରାଣ୍ଟର ସେଫଙ୍କ ଦରମାକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଲୋକମାନେ ଟ୍ରୋ-ଲ କରୁଥିଲେ ବି ଏହି ରେଷ୍ଟୁରାଣ୍ଟର ମାଲିକ ଏହାକୁ ଗୁରୁତ୍ଵ ଦେଉ ନାହାନ୍ତି । କୁହାଯାଉଛି କି ଏହି ରେଷ୍ଟୁରାଣ୍ଟର ଏହିଭଳି ମହଙ୍ଗା ମହଙ୍ଗା ଖାଦ୍ୟ ଯୋଗୁ ଏଠି କେବଳ ସେଲିବ୍ରେଟିମାନେ ଆସନ୍ତି ଖାଇବା ପାଇଁ । ସାଧାରଣ ଲୋକମାନଙ୍କ ଯିବା ତ ଦୂରର କଥା । କିନ୍ତୁ ଏହି ସବୁ ସତ୍ବେ ବି ଏହି ରେଷ୍ଟୁରାଣ୍ଟର ଖଣ୍ଡେ ମାଂ-ସର ମୂଲ୍ୟକୁ ନେଇ ବର୍ତ୍ତମାନ ପୁରା ବିଶ୍ଵରେ ଚର୍ଚା ଚାଲିଛି ।