ସାଧୁଙ୍କ ଏମିତି ହରକତ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ, ଏହି video ରେ ଦେଖନ୍ତୁ ଭଣ୍ଡ ବାବା ମାନଙ୍କ ଅସଲ ଚେହେରା

ଆଜି ଆମେ ଆପଣଙ୍କୁ ଏହି ଭି-ଡି-ଓ ମା-ଧ୍ୟ-ମ-ରେ ଆମ ଗହଣରେ ସାଧୁ ବେଶରେ ଲୁ-ଚି ରହିଥିବା ଭ-ଣ୍ଡ ବାବା ମାନଙ୍କ ଅସଲ ଚେହେରା ଦେଖାଇବାକୁ ଯାଉଛୁ । ଯେଉଁମାନଙ୍କ ହରକତ ଇ-ଣ୍ଟ-ର-ନେ-ଟ-ରେ ଚା-ଞ୍ଚ-ଲ୍ୟ ସୃଷ୍ଟି କରିଛି । ବିଶେଷ କରି ଆମ ଦେଶରେ ଆଜି ମଧ୍ୟ ଲୋକେ ଅ-ନ୍ଧ-ବି-ଶ୍ବା-ସ-ର ବ-ଶ-ବ-ର୍ତ୍ତୀ ହୋଇ ନିଜକୁ ସାଧୁ ବୋଲି କହୁଥିବା ଭ୍ର-ଷ୍ଟା-ଚା-ରୀ-ଙ୍କ ମ-ନ୍ଦ ଉଦ୍ଦେଶ୍ୟର ଶି-କା-ର ହେଉଛନ୍ତି । ସାଧାରଣ ଲୋକଙ୍କ ବିଶ୍ବାସର ଫାଇଦା ଉଠାଇ ଏହି ଭ୍ର-ଷ୍ଟ ସାଧୁମାନେ ବର୍ଷ ବର୍ଷ ଧରି ଲୋକଙ୍କ ଶୋ-ଷ-ଣ କରି ଆସୁଛନ୍ତି ।

ଏହି ଭି-ଡି-ଓ-ରେ ଏକ ନି-ନ୍ଦ-ନୀ-ୟ ଘ-ଟ-ଣା ଆପଣ ଦେଖିବାକୁ ପାଉଥିବେ । ଏହି ଘ-ଟ-ଣା-ଟି କୌଣସି ଏକ ଗ୍ରାମରେ ଘ-ଟି-ଥି-ବା-ର ଦେଖିବାକୁ ମିଳୁଛି । ସାଧୁଙ୍କ ପରି ବସ୍ତ୍ର ପରିଧାନ କରିଥିବା ଏହି ବ୍ୟକ୍ତିଙ୍କୁ ଜଣେ ମହିଳାଙ୍କ ସହ ଦେଖିବାକୁ ମିଳିଥିଲା । ଏହି ବ୍ୟକ୍ତିଙ୍କ ହରକତ ଦେଖିଲେ ତାଙ୍କୁ ସାଧୁ ବୋଲି କହିବା ସାଧୁ ଶବ୍ଦର ହିଁ ଅ-ପ-ମା-ନ ସଦୃଶ ହେବ । ଗାଁ ରେ ଜଣେ ମହିଳାଙ୍କୁ ଆ-ଲି-ଙ୍ଗ-ନ କରି ଏକ ଖଟିଆ ଉପରେ ଆରାମରେ ଶୋଇଥିଲେ ଏହି ସାଧୁ ଜଣକ ।

ଏହିଭଳି ଅବସ୍ଥାରେ ତାଙ୍କୁ ଦେଖିଲେ ଆପଣ ବି ଭାବିବେ ଇଏ କେମିତିକା ସାଧୁ ବୋଲି । ଏହି ଭି-ଡି-ଓ-ଟି ଇ-ଣ୍ଟ-ର-ନେ-ଟ-ରେ ଭା-ଇ-ରା-ଲ ହେବା ପରେ ଏହିଭଳି ବହୁରୂପୀ ଭ୍ର-ଷ୍ଟ ସାଧୁମାନଙ୍କ ଯୋଗୁଁ ପୁରା ସାଧୁ ସମାଜକୁ ଲଜ୍ଜିତ ହେବାକୁ ପଡୁଛି ।

ବିଗ୍ ବସ୍ ଘରେ ଏଣ୍ଟ୍ରି ମା-ରି-ବା ପରେ ନିଜ କତ୍ତୃତ୍ଵ ଯୋଗୁଁ ଭା-ଇ-ରା-ଲ ହୋଇଥିବା ସ୍ଵାମୀ ଓମ୍ ଙ୍କୁ କିଏ ବା ନ ଜାଣେ ! ଅନେକ ସ୍ଥାନରୁ ମା-ଡ ଗା-ଳି ଓ ଭ-ର୍ତ୍ସ-ନା ଖାଇବା ପରେ ଶେଷରେ ଏହି ସ୍ଵାମୀ ଓମ୍ ଙ୍କ ଏପରି ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହୋଇଥିଲା । ଯାହା ଦେଖିଲେ ଆପଣଙ୍କୁ ମଧ୍ୟ ଲା-ଜ ଲାଗିବ । ଏହି ଭା-ଇ-ରା-ଲ ଭି-ଡି-ଓରେ ନିଜକୁ ଓମ୍ ଜୀ ମହାରାଜ କହୁଥିବା ଏହି ବ୍ୟକ୍ତି ଜଣେ ଅ-ର୍ଦ୍ଧ ନ-ଗ୍ନ ଯୁବତୀଙ୍କ ସହ ନାଚିବା ବ୍ଯତୀତ କୌଣସି ଏକ ବ୍ରା ର ବ୍ରାଣ୍ଡକୁ ପ୍ରମୋଶନ କରୁଥିବାର ମଧ୍ୟ ଦେଖିବାକୁ ପାଇବେ ।

ଏହି ବ୍ୟକ୍ତି ସତରେ କଣ ସାଧୁଙ୍କ ସ୍ଥାନ ଗ୍ରହଣ କରିବାକୁ ଯୋଗ୍ୟ ଅଟନ୍ତି ? ସାଧୁଙ୍କ ଏହିଭଳି ଅପମାନଜନକ କାର୍ଯ୍ୟ ଗୁଡିକୁ ସହ୍ୟ କରିବା କଣ ଉଚିତ ? ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।