ଏହି ଚୋରର ଚୋରି କରିବା ଷ୍ଟାଇଲ ଆଗରେ ବଡ ପରଦାର ଫିଲ୍ମ ବି ଫେଲ୍ ମାରିବ, ଯଦି ରେଲୱେ ଫାଟକ ଆସି ନଥାନ୍ତା ନା…ଦେଖନ୍ତୁ viral video

ଅଷ୍ଟ୍ରେଲିଆର ଇପ୍ସୁ ରେ ଏକ ନିଆରା ଚୋ-ରି ମା-ମ-ଲା ସାମନାକୁ ଆସିଛି । ଏକଦମ ଫିଲ୍ମ ଷ୍ଟାଇଲରେ ଚୋ-ରି ହେଉଥିବା ଏହି ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇ ଦେବେ । ଆପଣ ବି କହିବେ ମାନିବାକୁ ପଡିବ ଏହି ଚୋ-ର-ର ଦିମାଗ କୁ । ଏହିଭଳି ଏକ ଚୋ-ରି ଘ-ଟ-ଣା ଦେଖି ଲୋକଙ୍କ ହୋ-ସ୍ ଉଡି ଯାଉଛି । ଚୋ-ର ଚୋ-ରି କରିବା ପାଇଁ ଏକ ନିଆରା ଉପାୟ ଆପଣେଇ ଥିଲା । ଯାହା ଦେଖିବାକୁ ଖୁବ ରୋଚକ ମଧ୍ୟ ଲାଗୁଛି ।

ଚୋ-ରି କରିବା ପାଇଁ ଗୋଟିଏ ଫ୍ରଣ୍ଟ ଏଣ୍ଡ ଲୋଡରର ବ୍ୟବହାର କରିଥିଲା ଚୋ-ର । ଚୋ-ର-ଟି ଲୋଡର ସାହାଯ୍ୟରେ ପ୍ରଥମେ ଦୋକାନର କାଚରେ ତିଆରି କାନ୍ଥକୁ ଭା-ଙ୍ଗି ପକାଉଛି । ଏହା ପରେ ସେହି ଲୋଡର ସାହାଯ୍ୟରେ ହିଁ ଗାଡି ଦୋକାନର ଦୁଇଟି ବାଇକ ଟା-ଣି ଆଣୁଛି ଓ ସେହିପରି ବାଇକ ଦୁଇଟି ଲୋଡର ପଛରେ ଝୁ-ଲି-ଥି-ବା ଅବସ୍ଥାରେ ହିଁ ନେଇ କରି ପଳେଇ ଯାଉଛି ।

ଚୋ-ର-ଟି ନିଜ କାର୍ଯ୍ୟରେ ଅନେକ ମାତ୍ରାରେ ସଫଳ ହୋଇ ସାରିଥିଲା । ଠିକ ସେତେବେଳେ କୁଇନ୍ସଲ୍ୟାଣ୍ଡ ପୋ-ଲି-ସ-ର ନଜର ତା’ ଉପରେ ପଡିଥିଲା । ଚୋ-ର ବାଇକ ଦୁଇଟି ଚୋ-ରି କରି ଅନେକ ଦୂର ପର୍ଯ୍ୟନ୍ତ ପ-ଳେ-ଇ ଯାଇଥିଲା । ଆଉ ପୋ-ଲି-ସ ମଧ୍ୟ ତାକୁ ପିଛା କରୁଥିଲା । ଏହିପରି ଅନେକ ସମୟ ଧରି ଚାଲିବା ପରେ ଯାଇ ଚୋ-ର-କୁ ଧରିଥିଲା ପୋ-ଲି-ସ ।

ତେବେ ଇପ୍ସୁ ରେଲୱେ ଷ୍ଟେସନର ରେଳ ଫାଟକ ହିଁ ଚୋ-ର-କୁ ଧରିବା ପାଇଁ ପୋ-ଲି-ସ-କୁ ସାହାଯ୍ୟ କରିଥିଲା । କାରଣ ରେଲୱେ ଫା-ଟ-କ ଥିବା ସ୍ଥାନରେ ଫ-ସି-ବା ଯୋଗୁଁ ଚୋ-ର-ର ଲୋ-ଡ-ର-ରୁ ବାଇକ ତଳେ ପଡି ଯାଇଥିଲା ଓ ଚୋ-ର ମଧ୍ୟ ସେଠାରୁ ସହଜରେ ଖ-ସି ପଳାଇ ପାରି ନଥିଲା ।

ପୋ-ଲି-ସ ବାଇକ ଚୋ-ର-କୁ ଗି-ର-ଫ କରିବା ସହ ଦୋକାନ ମାଲିକକୁ ମଧ୍ୟ କ୍ଷ-ତି-ପୂ-ର-ଣ ଦେବାକୁ ଘୋଷଣା କରିଥିଲା । ଯଦି ରେଲୱେ ଫାଟକ ଆସି ନଥାନ୍ତା ତେବେ କଣ ପୋ-ଲି-ସ ଚୋ-ର-କୁ ଧରିବାରେ ସଫଳ ହୋଇ ପାରିଥାନ୍ତା ? ଏହି ମା-ମ-ଲା-ରେ ଆପଣଙ୍କ ମତ କଣ ଆପମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।