ଦେଖନ୍ତୁ ଏହି ଝିଅଟି ପୁଅ ମାନଙ୍କୁ କଣ କହୁଛି ? ଦେଖନ୍ତୁ ଏହି ଭାଇରାଲ Video

ଆଜିକାଲି ସୋ-ସି-ଆ-ଲ ମି-ଡି-ଆ-ରେ ଫେମସ ହେବ ବହୁତ ସହଜ । ଆପଣ କିଛି ଅଲଗା କହି କିମ୍ବା କାମ କରି ତାର ଭିଡିଓ ପୋ-ସ୍ଟ କରି ଦିଅନ୍ତୁ । ଯଦି ସେ ଭା-ଇ-ରା-ଲ ହୋଇଗଲା ତେବେ ଆପଣ ରାତାରାତି ଷ୍ଟାର ହୋଇଯିବେ । ସବୁବେଳେ ସମସ୍ତେ ଝିଅମାନଙ୍କ କଷ୍ଟ ଓ ଦୁଃଖକୁ ଦେଖିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହିବୁ ଯିଏକି ଝିଅମାନଙ୍କର ଦୁଃଖ ବିଷୟରେ ନୁହେଁ ପୁଅମାନଙ୍କର ଦୁଃଖ ବିଷୟରେ କହୁଛି । ଚାଳନ୍ତୁ ଜାଣିବା ସେହି ଝିଅଟି କଣ କହୁଛି ।

ଏହି ଝିଅର ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଝିଅ ଟି କହୁଛି କି ସମସ୍ତେ କୁହନ୍ତି କି ଗୋଟିଏ ଝିଅ ଜୀବନ ବହୁତ କଷ୍ଟ । ହଁ ସତରେ ବହୁତ କଷ୍ଟ । ଗୋଟିଏ ଝିଅ ସେହି ସମୟ ପର୍ଯ୍ୟନ୍ତ ଖୁସିରେ ଥାଏ ଯେଉଁ ସମୟ ପର୍ଯ୍ୟନ୍ତ ସେ ବାହା ହୋଇ ନ ଥାଏ । ଠିକ ସେହିଭଳି ଗୋଟିଏ ପୁଅ ସେହି ସମୟ ପର୍ଯ୍ୟନ୍ତ ବହୁତ ଖୁସିରେ ଥାଏ ଯେଉଁ ସମୟ ପର୍ଯ୍ୟନ୍ତ ଘରେ ଥାଏ ଓ ତାହା ଉପରେ କୌଣସି ବୋ-ଝ କିମ୍ବା ଦାୟିତ୍ଵ ନ ଥାଏ ।

କିନ୍ତୁ ଆପଣ ସେହି ପୁଅକୁ ପଚାରନ୍ତୁ ଯେଉଁ ପୁଅ ବାହାରେ ରହି କାମ କରୁଛି । ଯଉ ପୁଅ ଖାଇବା ପରେ ମା ର ପଣତ କାନିରେ ନିଜର ମୁହଁ ପୋଛୁ ଥିଲା । କିନ୍ତୁ ବାହାରେ ରହିବା ପରେ କେବଳ ବିସ୍କୁଟ ଓ ଚୂଡା ଖାଇ ନିଜ ବାସନ ନିଜକୁ ଧୋ-ଇବାକୁ ପଡୁଛି । ସେହି ପୁଅକୁ ପଚାର ଯିଏ ଖାଇବା ସମୟରେ ୧୦୦ ନଖରା କରୁଥିଲା, ଆଜି ସେ ବାହାରେ କେବଳ ଭାତ ଡାଲି ଖାଇ ରହି ଯାଉଛି ।

ଯେଉଁ ପୁଅ ଘରେ ରହିବା ସମୟରେ ବାପାର ଟଙ୍କାକୁ ଉଡାଇ ଦେଉ ଥିଲା । ଏବେ ଯେତେବେଳେ ସେ ଟଙ୍କା ରୋଜଗାର କରୁଛି ତେବେ ସେ ନିଜ ପାଖରେ ଅଳ୍ପ ଟଙ୍କା ରଖି ଘରକୁ ସବୁ ଟଙ୍କା ଦେଇ ଦେଉଛି । ସେହି ପୁଅକୁ ପଚାର ଯେତେବେଳେ ତାର ଦେହ ଖରାପ ରହୁଛି ଓ ମା କୁ କହୁଛି ମା ମୁଁ ଠିକ ଅଛି ।

ଯଉ ପୁଅ ଆଗରୁ ମା କୁ କହୁଥିଲା ମା ତୁ ଯାଆନି । ମୋତେ ଭଲ ଲାଗୁନି । କିନ୍ତୁ ଆଜି ସେ ପୁଅ ଦେହ ଖରାପ ହେଲେ ମା ସାମ୍ନାରେ ତାକୁ ଲୁ-ଚା-ଇ ଦେଉଛି । ସେ ଚିନ୍ତା କରୁଛି କି ଯେମିତି କି ମୋ ମା ମନ କଷ୍ଟ ନ ହେଉ । କଣ ଭାବୁଛନ୍ତି କେବଳ ଝିଅମାନଙ୍କ ଜୀବନରେ କଷ୍ଟ ଅଛି ଓ ପୁଅ ମାନେ ଖୁସିରେ ଅଛନ୍ତି । କେବେ ବି ନୁହେଁ । ସେମାନଙ୍କ ଜୀବନରେ ବି ବହୁତ କଷ୍ଟ ।