ଦୁଲହନ ର ଏମିତି କାରନାମା ଦେଖିଲେ ଆପଣ ନିଜ ହସକୁ ଅଟକେଇ ପାରିବେନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଆମ ଦୁନିଆ ବହୁତ ଆଗକୁ ବଢ଼ି ଗଲାଣି ବିଭିନ୍ନ ପ୍ରକାରର ଇଲେକ୍ଟ୍ରିକାଲ ମେସିନ ମଧ୍ୟ ଉଦ୍ଭାବନ ହେଲାଣି ତେବେ ତା ମଧ୍ୟ ରୁ ସବୁଠାରୁ ଲୋକପ୍ରିୟ ଏବଂ କାମର ଜିନିଷ ହେଉଛି କ୍ୟାମେରା । ତେବେ ଆଜି ଆମେ ଆପଣଂକୁ କ୍ୟାମେରା ଏବଂ ସିସିଟିଭି ରେ ରେକର୍ଡ ହୋଇଥିବା କିଛି ଏଭଳି ଘଟଣା ବିଷୟରେ କହିବୁ ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଦେଖିନେବା ସେହି ଘଟଣା ବିଷୟରେ ।

୧- ପ୍ରଥମ ଭିଡିଓ ରେ ତର୍କି ର ଏକ ସହରରେ ଏକ ଦୁଇ ବର୍ଷ ର ଛୁଆ ନିଜ ବାପାର ମିନି ଏସୟୁବି ରେ ଭୁଲ ବଶତଃ ଲକ ହୋଇ ଯାଇଥିଲା ଏବଂ ଚାବି ମଧ୍ୟ ଭିତରେ ରହି ଯାଇଥିଲା । ତେବେ ବାପା କାର ର କାଚ କୁ ଭାଙ୍ଗିବା ପୂର୍ବରୁ ସେହି ପିଲା କୁ ପ୍ରଥମେ କାର ଅନଲକ କରିବା ପାଇଁ ଇଶାରା କଲେ ତାପରେ ତଳେ ପଡିଥିବା ଚାବି କୁ ଉଠେଇବାକୁ କହିଲେ ସେହି ପିଲାଟି ସେହି ଭଳି କଲା ଏବଂ ତାପରେ ସେଥିରେ ଥିବା ଅନଲକ ସୁଇଜ କୁ ମାରିବା ପାଇଁ କହିଲେ ଏବଂ ପିଲାଟି ସେହି ସୁଇଜ ମାରିଦେଲା ଏବଂ ଗାଡି ଖୋଲିଗଲା ତେବେ ଦୁଇ ବର୍ଷ ର ପିଲାର ଏହି କାର୍ଯ୍ୟ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଏବଂ ଖୁସି କରେଇ ଦେଇ ଥିଲା ।

୨ – ତୃତୀୟ ଭିଡିଓ ରେ ଚୀନ ରେ ଜଣେ ପାଇଲଟ ଟ୍ରେନିଂ ନେବା ସମୟରେ ଉପରୁ ଦେଖିଲେ କି ଜଣେ ମହିଳା ରାସ୍ତା ଉପରେ ଥିବା ଶୁଖିଲା ପତ୍ର କୁ ସଫା କରୁଛନ୍ତି । ତେବେ ପାଇଲଟ ଜଣଙ୍କ ନିଜ ହେଲିକ୍ୟାପ୍ଟର କୁ ତଳ କୁ ନେଇଗଲେ ଏବଂ ହେଲିକ୍ୟାପ୍ଟର କୁ ସିଧା ଚଲେଇଲେ ତେବେ ହେଲିକ୍ୟାପ୍ଟର ର ପବନ ରେ ସେହି ରାସ୍ତା ରେ ଥିବା ସବୁ ପତ୍ର କିଛି ମିନିଟ ରେ ସଫା ହୋଇ ଗଲା ତେବେ ଏହା ଦେଖି ସେହି ମହିଳା ଜଣଙ୍କ ପାଇଲଟ କୁ ହାତ ଯୋଡି ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

୩- ଦ୍ଵିତୀୟ ଭିଡିଓ ରେ ଭିଏତନାମରେ ଦୁଇ ଜଣ ସ୍କୁଟି କୁ ବହୁତ ଜୋରରେ ଚଳେଇ ଆସି ଗୋଟିଏ ସ୍ଥାନରେ ଅଟକି ଗଲେ ଏବଂ ସଙ୍ଗେ ସଙ୍ଗେ ଆଉ ଏକ ସ୍କୁଟି ଉପରେ ବସିଗଲେ । ତେବେ କିଛି ସମୟ ପରେ ଦୁଇ ଜଣ ପୋଲିସ ଆସି ସେହି ସ୍କୁଟି କୁ ଉଠେଇ ନେଇଗଲା ତେବେ ଏହି ଦୁଇ ଜଣ ବ୍ୟକ୍ତି ଟ୍ରାଫିକ ରୂଲ କୁ ଭାଙ୍ଗି ଦେଇ ଆସିଥିଲେ ଏବଂ ପୋଲିସ ପିଛା କରିବାରୁ ଏହି ଭଳି କାଣ୍ଡ କରି ଦେଲେ । ତେବେ ତାଙ୍କର ସବୁ ହରକତ ସିସିଟିଭି ରେ ରେକର୍ଡ ହୋଇ ଯାଇଥିଲା ।


୪- ଚତୁର୍ଥ ଭିଡିଓ ରେ ବ୍ୟଙ୍ଗକଙ୍କ ରେ ଗୋଟିଏ ପରିବାର ଦ୍ବୀପହରରେ ତଳେ ଆରାମରେ ଶୋଇଥିଲେ ତେବେ ସେତିକି ବେଳେ ଗୋଟିଏ ମନିଟର ଲିଯାର୍ଡ ପଶି ଯାଇଥିଲା । ତେବେ ସେଠାରେ ଉପସ୍ଥିତ ଛୋଟ ପିଲାଟି ପାଟି କରି ସମସ୍ତଙ୍କୁ ଏହାର ସୂଚନା ଦେଇଥିଲା ତେବେ ପରେ ସେହି ଘରେ ଉପସ୍ଥିତ ଥିବା ଜଣେ ପୁରୁଷ ସେହି ଲିଯାର୍ଡ କୁ ବାଡ଼ି ଦେଖାଇ ବାହାର କରି ଦେଇଥିଲେ ।

୫- ପଞ୍ଚମ ଭିଡିଓ ରେ ଅଲିଗଡ଼ ର ରିପୋର୍ଟର ରାଜା ତିୱାରି ରାସ୍ତା ରେ କିଛି ଏଭଳି ଦୃଶ୍ୟ ଦେଖିଲେ କି ଏକଦମ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ରାସ୍ତା ରେ ଜଣେ ଦିବ୍ୟାଙ୍ଗ ଯାହାର ଗୋଟିଏ ଗୋଡ଼ ନାହିଁ ସେ ସାଇକେଲ ରେ ଏକ ବାଡ଼ି ସାହାର୍ୟ୍ଯ ରେ ଯାଉଛନ୍ତି ତେବେ ପଚାରିବାରୁ ସେ କହିଥିଲେ କି ସେ ଜଣେ ମଜଦୂର ଏବଂ ସବୁଦିନ ସେ ଏହିଭଳି ଲମ୍ବା ରାସ୍ତା ପାର କରନ୍ତି । ତେବେ ସେହି ବ୍ୟକ୍ତି କୁ ଆମେ ଦିଲ ରୁ ସଲାମ କରୁଛୁ ।