ପ୍ରେମ କଣ ? ସଚ୍ଚା ପ୍ରେମ କରୁଥିବା ଲୋକ ନିଶ୍ଚୟ ଜାଣି ନିଅନ୍ତୁ (Krishna Vani)

ପ୍ରେମ ଏହାକୁ ଖୁବ ଭଲ ଭାବେ ଜାଣିଥିବେ ଆପଣ ଏହାକୁ । ଏହା ହେଉଛି ଏକ ଅନୁଭବ ଆଜି କାଲୀ ତ ଏହାକୁ କାହାକୁ ଶିଖେଇବାକୁ ପଡୁନି । ଯଦି ଆପଣ ଚଳଚିତ୍ର କିମ୍ବା ସିରିୟାଲ ରେ ଦେଖିଥିବେ । ତାହେଲେ ଆପଣ ଜାଣିଥିବେ କି ଏହା କେବଳ ତ୍ୟାଗ ମାଗିଥାଏ । ଏହା ବ୍ଯତୀତ ଆପଣ ଆଉ ଏକ କଥା ଜାଣିଥିବେ କି ଆଜି କାଲିର ଯୁବ ପିଢୀ ଏହାକୁ ଭୁଲ ଅର୍ଥରେ ନେଉଛନ୍ତି । ଯଦି ଆମେ ଆପଣଙ୍କୁ କହିବୁ ତାହେଲ କଣ ବିସବାଶ କରିବେ କି ରାଧା ଓ କୃଷ୍ଣ ଙ୍କ ପ୍ର୍ରେମରେ ଯେତିକି ମଧୁରତା ଥିଲା ସେତିକି ଥିଲା ବିରହ ।

ଯଦି ଆମେ କାହାକୁ ଭଲ ପାଉଛୁ ତେବେ ଏହାର ମାନେ ଏହା ନୁହେଁ କି ଆମେ ନିଜର କରିବା ତାକୁ ଯେମିତିଭି ହେଉ । ଏହା ଭୁଲ ଚିନ୍ତା ଧାରା ଅଟେ । ଆମେ ଭଲ ପାଇଛେ ସତ ମାତ୍ର ଏହାର ଅର୍ଥ ବୁଝିନେ କେବେବି । ଭଲ ଯାହାକୁ ଯିଏ ବି ପାଉ ସେ  କେବଳ ଗୋଟେ ଜିନିଷ ଜାଣି ପାରିବ କି ସେ ତାକୁ ସବୁବେଳେ ପାଖରେ  ପାଇବାକୁ ଚାହୁଁଛି ।

ମାତ୍ର ପ୍ରକୃତ ପ୍ରେମରେ ଦେଖିବାକୁ ଗଲେ ଆମେ ଯଦି ଦେଖିବା ତେବେ ଜାଣି ପାରିବା କି ଭଲ ପାଇବା ରେ ହାର ଜିତ କିମ୍ବା ହାନି ଲାଭ ନଥାଏ । ହଁ ଆମେ ଯାହାକୁ ଚାହୁଁ ସେ ଅନ୍ୟ ଜଣଙ୍କ ସହ ରହିଲେ ଆମକୁ ଖରାପ ଲାଗେ କିନ୍ତୁ ଆମେ କେବଳ ଆମ ଭଲ ପାଇବାର ମଙ୍ଗଲ ଚିନ୍ତା କରିବା ।

କେବଳ ସେ କିଭଳି ଖୁସିରେ ରହିବେ ସେ ବିଷୟରେ ଚିନ୍ତା କରିବା ହିଁ ଭଲ ହେବ । ଯଦି ଆମେ କେବଳ ଏହା ଭାବି ତାଙ୍କ ମନରେ କଷ୍ଟ ଦେବାକୀ ଆମେ ତାଙ୍କୁ ଖୁବ ଭଲ ପାଉଛୁ ଓ ସେ ଆମ ପାଖେ ରହିଲେ ଖୁସିରେ ରହିବେ ଏହା ଭୁଲ ଅଟେ । ଆମେ ଚିନ୍ତା କରିବା କି ସେ ପାଖରେ ରୁହନ୍ତୁ କିମ୍ବା ଦୂରରେ । ସେ ଆମକୁ ଭଲ ପାନ୍ତୁ କି ନାଇ ଆମେ ଆମ କାମ କରିଯିବା । ଆମେ ଆମ କର୍ତ୍ତବ୍ୟ କରିଯିବା ।

ଭଲ ପାଇବା ଏଭଳି ଏକ ଜିନିଷ ଯାହାକୁ ଅଧିକ ଜୋରେ କରି ଧରିଲେ ଏହା ଭାଙ୍ଗି ଜୀବ ଓ ଏହାକୁ ଖୁବ ହାଲୁକାରେ ନେଲେ ଏହା ସବୁଦିନ ପାଇଁ ହାତରୁ ଚାଲି ଜୀବ । ଆପଣ ଚେଷ୍ଟା କରିବେ କି ଜେଭଳି ଆପଣ । ଆପଣ ନିଜର ଭଲ ପାଇବା ଦେଖାନ୍ତୁ ଜଣେ ଯଦି ପ୍ରକୃତରେ ଭଲ ପାଉଥିବ ସେ କେବେବି ଆପଣଙ୍କୁ ଛାଡି କୁଆଡେ ଜୀବନୀ । ଆଉ ଏକ କଥା ଯିଏ ଆପଣଙ୍କ ପ୍ରେମ କିମ୍ବା ଭଲ ପାଇବା କୁ ବୁଝି ପାରୁନି ଆପଣ ତା ପାଇଁ ନିଜ ସମୟ ନଷ୍ଟ କରିବା ଆବଶ୍ଯକ ନାହିଁ ।