Jyotish Shastra- ପ୍ରେମରେ ସବୁବେଳେ ଧୋକା ଖାଇଥାନ୍ତି ଏହି 2 ଟି ରାଶିର ପୁଅ, ମିଳେ ନାହିଁ ସଚ୍ଚା ପ୍ରେମ

ଆମ ଦେଶରେ ଅନେକ ସମୟରେ ପୁଅ ମାନେ ଝିଅ ମାନଙ୍କ ସହ ପ୍ରତାରଣା କରିଥାନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ କି ପୁଅ ମାନଙ୍କର ଯେତେବେଳେ ମନ ଭରି ଯାଏ ସେତେବେଳେ ପୁଅ ମାନେ ଝିଅ ମାନକୁ ଛାଡି ଦେଇଥାନ୍ତି ।

କିନ୍ତୁ ସବୁ ପୁଅ ମାନେ ଏକା ଭଳି ହୋଇ ନ ଥାନ୍ତି । ଦୁନିଆରେ ଏମିତି ବି କିଛି ଝିଅ ମାନେ ଅଛନ୍ତି ଯେଉଁ ମାନେ ପୁଅ ମାନଙ୍କୁ ଧୋକା ଦେଇଥାନ୍ତି । ଏଭଳି କ୍ଷେତ୍ରରେ ପୁଅ ମାନଙ୍କର କୌଣସି ଦୋଷ ନ ଥାଏ । ବରଂ ସେମାନଙ୍କ ରାଶିରେ କିଛି ଦୋଷ ରହୁଥିବାରୁ ଏଭଳି ହୋଇଥାଏ । କିଛି ପୁଅ ମାନେ ନିଜ ପାର୍ଟନରଙ୍କୁ ଏତେ ମାତ୍ରାରେ ଭଲ ପାଇଥାନ୍ତି ଯେ ସେ ତାଙ୍କୁ ନେଇ ଅନେକ ସ୍ଵପ୍ନ ଦେଖିଥାନ୍ତି ।

କିନ୍ତୁ ଯେତେବେଳେ ସଚ୍ଚା ପ୍ରେମ କରୁଥିବା ପୁଅ ମାନଙ୍କୁ ପ୍ରେମରେ ଧୋକା ମିଳିଥାଏ ସେତେବେଳେ ସେମାନେ ବରଦାସ୍ତ କରି ପାରନ୍ତି ନାହି । ସଚ୍ଚା ପ୍ରେମ କରୁଥିବା ପୁଅ ମାନଙ୍କ ମନରେ ତାଙ୍କ ପାର୍ଟନର ତାଙ୍କୁ ଧୋକା ଦେଉଛି କି ନାହି ଏହି କଥାର ଡର ସବୁବେଳେ ରହିଥାଏ । ଏହି ସ୍ଵଭାବ ଥିବା ପୁଅ ମାନେ ବହୁତ କେୟାରିଙ୍ଗ ହୋଇଥିବାରୁ ଏମାନଙ୍କୁ ପ୍ରେମରେ ଧୋକା ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇଟି ରାଶି ଥିବା ପୁଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସଦାବେଳେ ପ୍ରେମରେ ଧୋକା ଖାଇଥାନ୍ତି ।

୧- କୁମ୍ଭ ରାଶିର ପୁରୁଷ ମାନେ : ଯେଉଁ ବ୍ୟକ୍ତିଙ୍କର କୁମ୍ଭ ରାଶି ସେମାନେ ନିଜ ବିଚାର ଉପରେ ନିଜର ଲାଇଫକୁ ସ୍ପେନ୍ଡ କରିଥାନ୍ତି । ଏହି ରାଶିର ପୁରୁଷ ମାନେ ନିଜ ସ୍ଵଭାବ ଅନୁଯାୟୀ ନିଜ ପାର୍ଟନରଙ୍କୁ ମଧ୍ୟ ସେହି ଭଳି ହେବାକୁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ସେମାନଙ୍କ ଜୀବନ ସାଥି ତାଙ୍କ ସହ ରହିବାକୁ ପସନ୍ଦ କରନ୍ତି ନାହି । ଏମାନେ ପାରିବାରିକ ପରିବେଶରେ ରହିବାକୁ ପସନ୍ଦ କରନ୍ତି ନାହାଇ । ଏହି କାରଣରୁ ଏହି ରାଶିର ପୁରୁଷ ମାନଙ୍କର ଜୀବନ ସାଥି ପ୍ରେମ ଧୋକା ଦେବା ସହ ସବୁ ଦିନ ପାଇଁ ତାଙ୍କୁ ଛାଡି ଚାଲିଯାନ୍ତି ।

୨- କନ୍ୟା ରାଶିର ପୁରୁଷ ମାନେ : ଯେଉଁ ବ୍ୟକ୍ତିଙ୍କର କନ୍ୟା ରାଶି ସେମାନେ ନିଜ ଜୀବନକୁ ଲଜିକରେ ଆଧାରିତ ରଖିଥାନ୍ତି । ନିଜ ମନର କଥାକୁ ଏହି ରାଶିର ପୁରୁଷ ମାନେ ନିଜ ମନ ଭିତରେ ଲୁଚି ରଖିଥାନ୍ତି । ଏହି ପୁରୁଷ ମାନେ ନିଜ ଜୀବନ ସାଥୀଙ୍କୁ ମଧ୍ୟ ମନ କଥା କହିବାକୁ କୁଣ୍ଠାବୋଧ କରିଥାନ୍ତି । ଏହି ସ୍ବଭାର ପୁରୁଷ ମାନେ ନିଜ ମନ କଥା ଅନ୍ୟ ଆଗରେ ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହି । ଏହି କାରଣରୁ ଏହି ରାଶିର ପୁରୁଷ ମାନଙ୍କର ଜୀବନ ସାଥି ଏମାନଙ୍କ ଠାରୁ ସବୁ ଦିନ ପାଇଁ ଦୂରେଇ ଯାଇଥାନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।