ସ୍ମରଣ ଶକ୍ତି ଏତେ ବଢ଼ିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ, କରନ୍ତୁ ଏହି ଉପାୟ- Increase Memory Power

ପ୍ରତେକ ମା ବାପାଙ୍କର ନିଜ ପିଲାଙ୍କ ପ୍ରତି ଅଧିକ ଚିନ୍ତା ଲାଗି ରହିଥାଏ । କାରଣ କିଛି ପିଲାଙ୍କର ସ୍ମରଣ ଶକ୍ତି କମ ଥିବାରୁ ସେମାନେ ନିଜ ପାଠପଢାରେ ମନ ଲଗାଇ ପାରନ୍ତି ନାହି । ଯାହା ଫଳରେ କିଛି ପିଲାଙ୍କୁ ସ୍କୁଲ ହେଉ ବା ଟିଉସନ ହେଉ ପାଠ ମାନେ ନ ରଖିବା ପାଇଁ ମାଡ ଖାଇବାକୁ ପଡିଥାଏ ।

ଆଜିକାଲି ବଜାରେ ଯେଉଁ ସବୁ ଖାଦ୍ୟ ମିଳୁଛି ସେଥିରେ ଅନେକ ପରକାରର କ୍ୟାମିକାଲ ମିଶା ଯାଉଛି । ଯାହାକୁ ଖାଇବା ଦ୍ଵାରା କିଛି ପିଲାଙ୍କର ସ୍ମରଣ ଶକ୍ତି କମ ରହୁଛି । ଆଜି ଆମେ ଆପଣ ମାନଙ୍କ ଏମିତି ଏକ ଘରୋଇ ଦେଶୀ ରେମେଡି ନେଇ ଆସିଛୁ ଯାହାର ସେବନ କରିବା ଦ୍ଵାରା ପିଲାଙ୍କର ସ୍ମରଣ ଶକ୍ତି ତୀବ୍ର ଗତିରେ ବଢିବାରେ ଲାଗିବ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଶୁଖିଲା ନଡିଆ ଓ ପେସ୍ତା ବାଦାମର ଆବଶ୍ୟକତା ରହିଛି ।

ନଡିଆକୁ ଭଲ ଭାବେ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏହା ପରେ ପେସ୍ତା ବାଦାମକୁ ମଧ୍ୟ ନଡିଆ ପରି ଛୋଟ ଛୋଟ କରି କାଟନ୍ତୁ । ପେସ୍ତା ବାଦାମ ସ୍ମରଣ ଶକ୍ତି ବଢାଇବାରେ ବହୁତ ଦରକାରୀ ହୋଇଥାଏ । ଏହା ପରେ ଯେଉଁ ତୃତୀୟ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ଅଖରୋଟ ।

ଅଖରୋଟକୁ ଥିଲା ନଡିଆ ଓ ପେସ୍ତା ବାଦାମ ଭଳି ଛୋଟ ଛୋଟ କାଟି ଦିଅନ୍ତୁ । ନଡିଆ, ଅଖରୋଟ ଓ ପେସ୍ତା ବାଦାମରେ କିଛି ଗୁଣ୍ଡା ମିଶ୍ରି ମିଶାଇ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ଭଳି ଭାବେ ଏହି ରେମେଡିକୁ ଘରେ ରହି ଅତି ସହଜରେ ପ୍ରସ୍ତୁତ କରାଯାଇ ପାରିବ ଯାହା ପିଲା ମନାକର ସ୍ମରଣ ଶକ୍ତି ବଢାଇବାରେ ସାହାଜ୍ଯ କରିବ ।

ଏବେ ଆସନ୍ତୁ ଜାଣିବା ଏହି ରେମେଡିକୁ କିପରି ବହବେ ଆପଣ ମାନେ ନିଜ ପିଲା ମାନଙ୍କୁ ଖାଇବାକୁ ଦେବେ । ପ୍ରସ୍ତୁତ କରାଯାଇ ଥିବା ଏହି ରେମେଡିକୁ ଆପଣ ମାନେ ନିଜ ପିଲା ମାନଙ୍କୁ ଚୋବାଇ ଚୋବାଇ ଖାଇବାକୁ ଦେଇ ପାରିବେ । ଏହା ସହ ଏହି ପ୍ରସ୍ତୁତ କରା ଯାଇଥିବା ମିଶ୍ରଙ୍କୁ କ୍ଷୀରରେ ମଧ୍ୟ ମିଶାଇ ସେବନ କରାଯାଇ ପାରିବ ।

ଏହାର ସେବନ ଦ୍ଵାରା ଆପଣ ମାନଙ୍କର ପିଲାଙ୍କର ସ୍ମରଣ ଶକ୍ତି ଏତେ ମାତ୍ରାରେ ବୃଦ୍ଧି ହେବ ଯେ ସେ ସବୁ କଥାକୁ ମନେ ରଖିବାରେ ସଫଳ ହେବେ ।ଏହା ଆପଣ ମାନଙ୍କର ପିଲାଙ୍କର ବ୍ରେନକୁ ବିକାଶ କରିବାରେ ବହୁତ ଲାଭଦାୟକ ହୋଇଥାଏ । ଏହା ବ୍ଯତୀତ ଯଦି ବଡ ଲୋକ ମାନେ ଏହାକୁ ସେବନ କରିବାକୁ ଚାହିବେ ତେବେ କରି ପାରିବେ । ଯଦି କୌଣସି ବ୍ଯକ୍ତି କିଛି କଥା ଭୁଲି ଯାଉଥାନ୍ତି ତେବେ ଏହି ରେମେଡିର ପ୍ରୟୋଗ କରି ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ