ଧାନ ବିଲରେ ଚାଲିଛି ଏମିତି ଭ-ୟ-ଙ୍କ-ର କା-ଣ୍ଡ, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଦୃଶ୍ୟ ନେଇ ଆସିଛୁ ଯାହାକୁ ଆପଣ ମାନେ ଆଗରୁ କେବେ ବି ଦେଖି ନ ଥିବେ । ଏହି ଦ୍ରୁଶ୍ଯ ହେଉଛି ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର କୁରକୁରା ଗାଁର ।

ଯେଉଁଠାରେ କିଛି ମହିଳା ମାନେ ଏକତ୍ର ହୋଇ ଗୋଟେ ଘରକୁ ଇ-ଟା ପ-ଥ-ର ଫୋ-ପା-ଡୁ-ଛ-ନ୍ତି । କାରଣ ଏହି ଜାଗାରେ ଏକ ନୂଆ ମ-ଦ ଦୋକାନ ଖୋଲା ଯାଇଛି ଯାହା ସଂପୂର୍ଣ୍ଣ ଭାବେ ପୁରା ହୋଇ ନାହି । ଏହି ମ-ଦ ଦୋକାନ ନା ପ୍ଲାଷ୍ଟର ହୋଇଛି ନା ରଙ୍ଗ ହୋଇଛି କିନ୍ତୁ ଏଥିରେ ମ-ଦ ବେ-ପା-ର ଆରମ୍ବ ହୋଇ ଯାଇଛି । ଏହି କୁରକୁରା ଗାଁର ସ୍ଵୟଂ ସହାୟକ ଗୋଷ୍ଠୀରେ ଥିବା କିଛି ମହିଳା ମାନେ ସେହି ମ-ଦ ଦୋ-କା-ନରେ ପହଞ୍ଚି ସେଠାରେ ଭ-ଙ୍ଗା-ରୁ-ଜା କରିବାରେ ଲାଗି ପଡିଛନ୍ତି ।

କିନ୍ତୁ ଏତିକିରେ ଏହି ଦୃଶ୍ୟ ଶେଷ ହୋଇ ନାହି । ଅନ୍ୟ ପଟେ ଦେଖିବାକୁ ଗଲେ ଯେଉଁ ମ-ଦ ପେ-ଟି ଓ ବୋ-ତ-ଲ ସବୁ ଫୋ-ପ-ଡା ଯାଇଥିଲା ସେ ସବୁକୁ ଗାଁ ଲୋକ ମାନେ ଏକତ୍ର ହୋଇ ନିଜ ଘରକୁ ବୋହିବାରେ ଲାଗିଛନ୍ତି ।

କିଏ ଗାମୁଛା ପକେଇ ନେଲାଣି ତ ଆଉ କେହି ପେଟି ସହ ପୁରା ଦୁଇ ତିନି ମାସ ଯାଏଁ ଯେପରି ଯିବ ବୋହିବାରେ ଲାଗିଛି । ଦେଶରେ କୋରୋନା ସମୟରେ ଲୋକ ମାନେ ଲକ ଡାଉନ ଯୋଗୁ ଯେତେବେଳେ ଘରୁ ବାହାରୁ ନାହାନ୍ତି ସେହି ସମୟରେ ଏପରି ଦ୍ରୁଶ୍ଯ ବହୁତ ନି-ନ୍ଦ-ନୀ-ୟ ଅଟେ । ସାମାନ୍ୟ ମ-ଦ ପାଇଁ କୋରୋନା ମହାମାରୀ ସମୟରେ ଏତେ ଲୋକ ମାନେ ଗୋଟିଏ ସ୍ଥାନରେ ଏକାଠି ହେବା ଜମାରୁ ବି ଠିକ କଥା ନୁହେ ।

ସେହି ସମୟରେ ପୋ-ଲି-ସ ଆସି ସେଠାରେ ପହଞ୍ଚି ଥିଲେ । ପୋ-ଲି-ସ-କୁ ସେଠାରେ ଦେଖି ଯେଉଁ ଗାଁ ଲୋକ ମାନେ ମ-ଦ ପେ-ଟି ବୋ-ହି-ବାରେ ଲାଗିଥିଲେ ସେମାନେ ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ ବା ସେଠାରୁ ପ-ଳା-ୟ-ନ କରିଥିଲେ । ମ-ଦ ବ୍ୟକ୍ତିର ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ ତାହା ଆଜିକାଲିର ଲୋକ ମାନେ ବିଶେଷ କରି ଗାଁରେ ରହିଥିବା ଲୋକ ମାନେ ବୁଝି ପାରୁ ନାହାନ୍ତି ।

ଯାହା ଫଳରେ ମ-ଦ ସେବନ ଦ୍ଵାରା କେତେ ଯେ ନିରୀହ ଲୋକଙ୍କର ଜୀ-ବ-ନ ହା-ନି ହେଉଛି ତାହା କହି ହେଉ ନାହି । ଲକ ଡାଉନ ସମୟରେ ଏପରି ଖୋଲାଖୋଲି ଭାବେ ମ-ଦ ବେ-ପା-ର ଚାଲିଛି ଏଥିପ୍ରତି ପ୍ରଶାସନ ସହିତ ଆମ ରାଜ୍ୟ ସରକାର ମଧ୍ୟ ସଚେତନ ହେବା ଉଚିତ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ