2 ଟି ଝିଅ ଗୋଟିଏ ରୁମ ରେ ପୁଅମାନଙ୍କ ସହ କରୁଥିଲେ ଏମିତି ସାଂଘାତିକ କାଣ୍ଡ, ଶୁଣିଲେ ଆପଣଙ୍କ ମୁଣ୍ଡ କାମ ଦେବନି, ଦେଖନ୍ତୁ Video

୧- ବନ୍ଧୁଗଣ, ଏହି ଘଟଣାଟି ଉତ୍ତର ପ୍ରଦେଶ ର ମୁରଦାବାଦ ର ଅଟେ । ଏଠାରେ ପୋଲିସ ୨ଜଣ ଏଭଳି ଯୁବତୀ ଙ୍କୁ ଜବତ କଲା, ଯେଉଁମାନେ କି ଯୁବକ ମାନଙ୍କୁ ବିବାହ କରିବା ନିମନ୍ତେ ଫସାଇ ତାଙ୍କୁ ଟଙ୍କା ମାଗୁଥିଲେ ।

ମାତ୍ର ଯୁବକ ମାନେ ଟଙ୍କା ଦେବାକୁ ରାଜି ନ ହେବାରୁ ତାଙ୍କୁ ଧର୍ଷଣ କରିବାଭଳି ଆରୋପ ଲଗାଇ ଥାନା ରେ ଭର୍ତ୍ତି କରିବାର ଧମକ ଦେଉଥିଲେ । ଉଭୟ ଯୁବତୀ ପ୍ରଥମେ ବିବାହ ନିମନ୍ତେ ପ୍ରତିଶ୍ରୁତି ଦେବା ପରେ ନିଜ ସାଥି ମାନଙ୍କର ସହଯୋଗ ରେ ଯେ କୌଣସି ଯୁବକଙ୍କୁ ଫସାଇ ଦେଉଥିଲେ । ନିଜ ଜାଲରେ ଫସେଇ ଯୁବକ ମାନଙ୍କୁ ଘରକୁ ଡାକି ତାଙ୍କ ଉପରେ ବ-ଳା-ତ୍କା-ର ର ଆରୋପ ଲଗାଉଥିଲେ । ଏହାପରେ ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ମାଗିବା ସହିତ ତାଙ୍କ ଉପରେ ଥାନାରେ ମୁକଦମା ଲାଗୁ କରେଇବାର ଧମକ ଦେଉଥିଲେ ।

ଏହି କାର୍ଯ୍ୟ ନିମନ୍ତେ ୨ ଜଣ ଯୁବତୀ ସେହି ଇଲାକା ରେ ଘର ଭଡା ନେଇ ରଖିଥିଲେ । ସୂଚନା ଅନୁଯାୟୀ ସଚ୍ଚିନ ନାମକ ଯୁବକ ଜଣକ ଥାନା ରେ ଯୁବତୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଲେ । ସଚ୍ଚିନ ପୋଲିସ ଙ୍କୁ ଜଣାଇଥିଲେ ଯେ, ଏହି ଯୁବତୀ ବିବାହ ନିମନ୍ତେ ଫସାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ । ଏହାପରେ ପୋଲିସ ଯୁବତୀ ଙ୍କ ବିରୁଦ୍ଧରୀ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରି ଉଭୟ ଯୁବତୀଙ୍କୁ ଗିରଫ କରିଲେ । ପୋଲିସ ଅଧିକାରୀ ଙ୍କ କହିବା ଅନୁଯାୟୀ ଏହି ଜ୍ଞାଙ୍ଗ ରେ ସମୁଦାୟ ୬ ରୁ ୭ ଜଣ ଅଛନ୍ତି । ସେଥି ମଧ୍ୟରୁ ୨ ଜଣ ଝିଅ ଅଛନ୍ତି ।

୨- ଦ୍ଵିତୀୟ ଘଟଣା ଟି ଗୁଜୁରାଟ ର ସୁରଟ ସହରର ଅଟେ । ବର୍ତ୍ତମାନ ବକ୍ରୀଦ ପାଖେଇ ଆସୁଅଛି । ଏହାକୁ ନଜରରେ ରଖି ବର୍ତ୍ତମାନ ଛେଳି ମାନଙ୍କର ଦର ଆକାଶ ଛୁଆଁ ରେ ପହଞ୍ଚିଛି ।

ଗୁଜୁରାଟ ର ସୁରଟ ଠାରେ ରହୁଥିବା ଏକ ବ୍ୟବସାୟୀ ର ବଡ ଜାକପଟ ଲାଗିଲା ସାଦୃଶ୍ୟ । କାରଣ ସେ ଗୋଟିଏ ଛେଳି କୁ ସମୁଦାୟ ୧୧ ଲକ୍ଷ ରେ ବିକ୍ରି କରିଅଛି । ସୂଚନା ଅନୁଯାୟୀ ଅସ୍ପପାକ ନାମକ ଯୁବକ ବର୍ଷ ବର୍ଷ ଧରି ବକ୍ରୀ ମାନଙ୍କର ବ୍ୟବସାୟ କରି ଆସୁଛନ୍ତି ।

ସେ ପ୍ରକାର ପ୍ରକାରର ଛେଳି ମାନଙ୍କର ବ୍ୟବସାୟ କରନ୍ତି । ମାତ୍ର ସମସ୍ତ ଛେଳି ମାନଙ୍କ ମଧ୍ୟରୁ ତଇମୁର ନାମକ ଛେଳି ବହୁତ ଖାସ ଅଟେ । ଏହାର ଓଜନ ୧୯୨ କିଲୋ ହେବା ସହିତ ଏହାର ଉଚ୍ଚତା ୪୬ ଇଞ୍ଚ ଅଟେ ।

ତଇମୁର ନାମକ ଏହି ଛେଳି ଦେଖିବାକୁ ବହୁତ ସାନଦାର ଅଟେ । ଛେଳି ର ମାଲିକ କହିଛନ୍ତି  ଯେ ତଇମୁର ନାମକ ଏହି ଛେଳି କୁ ସୁରଟ ର ଏକ ବିଲଡର ୧୧ ଲକ୍ଷ ରେ କିଣିଛନ୍ତି । ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।