Interesting GK Questions: ଦୁଇଟି ଜାଆଁଳା ଛୁଆ ମଈରେ ଜନ୍ମ ହେଲେ, କିନ୍ତୁ ସେମାନଙ୍କ ଜନ୍ମଦିନ ଜୁନରେ, ଏହା କେମିତି ସମ୍ଭବ ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଦୁନିଆରେ ଏମିତି କେଉଁ ଜୀବ ଅଛି ଯାହା ପାଖେ ମସ୍ତିଷ୍କ ନାହିଁ ?

ଉ: ଜେଲିଫିସ୍

୨- ଆମ ଶରୀରର କେଉଁ ଜାଗାରେ ପାଇଖାନା ଠାରୁ ମଧ୍ୟ ଅଧିକ କୀଟାଣୁ ରହିଥାନ୍ତି ?

ଉ: ଦାଢି ରେ

୩- କେଉଁ ଦେଶରେ ସର୍ବପ୍ରଥମେ ଆଳୁର ଆବିଷ୍କାର କରା ଯାଇଥିଲା ?

ଉ: ପେରୁ ଦେଶରେ

୪- କେଉଁ ମହିଳାଙ୍କୁ ବ୍ରେଷ୍ଟ କ୍ୟାନ୍ସର ସବୁଠୁ ଅଧିକ ହୋଇଥାଏ ?

ଉ: ଲମ୍ବା ଉଚ୍ଚତା ଥିବା ମହିଳାଙ୍କୁ

୫- କଣ ଆପଣ କହିପାରିବେ କି ଡର ଓ ଚିନ୍ତାରେ ଅନ୍ତର କଣ ?

ଉ: ଡର, ଭୟ ଓ ଚିନ୍ତା ଏକ ସମାନ ହିଁ ଅଟେ

୬- ଆମ୍ବୁଲାନ୍ସ ଶବ୍ଦ ସବୁବେଳେ ଓଲଟା କାହିଁକି ଲେଖା ଯାଇଥାଏ ?

ଉ: ଅନ୍ୟ ଗାଡିର ଆଇନାରେ ସିଧା ଦେଖାଦେବ ସେଥିପାଇଁ

୭- ଜାହାଙ୍ଗୀର ମହଲ କେଉଁଠାରେ ଅବସ୍ଥିତ ?

ଉ: ଆଗ୍ରା ରେ

୮- ନୂଆ ଗାଡିର ନମ୍ବର ପ୍ଳେଟରେ A/F କାହିଁକି ଲେଖା ହୋଇଥାଏ ?

ଉ: ଏହାର ଅର୍ଥ ଗାଡିର କାଗଜପତ୍ର ଏବେ ଯାଏଁ ତିଆରି ହୋଇନାହିଁ

୯- ଉଡାଜାହାଜର ଗତି କେତେ ହୋଇଥାଏ ?

ଉ: ୯୦୦ କିମି ପ୍ରତି ଘଣ୍ଟା

୧୦- ଦୁନିଆରେ ସବୁଠୁ ପ୍ରଥମେ ସେଲଫି କେବେ ନିଆ ଯାଇଥିଲା ?

ଉ: ୧୮୩୯ ରେ

୧୧- କୁକୁର ମହୁ ଖାଇଲେ କଣ ହୋଇଥାଏ ?

ଉ: ମରିଯାଏ

୧୨- ବିବାହ ବେଳେ ବର ନିଜ ସାଥିରେ ଖଣ୍ଡା କାହିଁକି ରଖିଥାଏ ?

ଉ: ପୁରୁଣା ପରମ୍ପରା ଯୋଗୁଁ

୧୩- ପ୍ରକୃତିରୁ ମିଳୁଥିବା ସବୁଠୁ ଟାଣୁଆ ପଦାର୍ଥର ନାମ କଣ ?

ଉ: ହୀରା

୧୪- ମଣିଷକୁ କ୍ରୋଧ କେତେବେଳେ ଆସିଥାଏ ?

ଉ: ଯେତେବେଳେ କୌଣସି କାର୍ଯ୍ୟ ତାଙ୍କ ଅନୁସାରେ ହୋଇ ନଥାଏ

୧୫- କମ୍ପ୍ୟୁଟର ଭାଷାରେ www ର ଅର୍ଥ କଣ ?

ଉ: ୱାର୍ଲ୍ଡ ୱାଇଡ ୱେବ

୧୬- ଗୋଟିଏ ଫିଲ୍ମ ବନାଇବା ପାଇଁ ପ୍ରାୟ କେତେ ସମୟ ଲାଗିଥାଏ ?

ଉ: ୬ ରୁ ୮ ମାସ

୧୭- ଭାରତୀୟ ରିଜର୍ଭ ବ୍ଯାଙ୍କର ମୁଖ୍ୟ କାର୍ଜ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉ: ମୁମ୍ବାଇ

୧୮- ଭାରତରେ ପ୍ରଥମେ କାହାର ଆଧାରକାର୍ଡ ତିଆରି ହୋଇଥିଲା ?

ଉ: ରଞ୍ଜନା ନାମକ ଜଣେ ମହିଳାଙ୍କର

୧୯- ମନୁଷ୍ୟ ଶରୀରର ସବୁଠୁ ଅଧିକ ହାଡ କେଉଁଠାରେ ରହିଛି ?

ଉ: ହାତରେ

୨୦- ଦୁଇଟି ଜାଆଁଳା ଛୁଆ ମଈରେ ଜନ୍ମ ହେଲେ, କିନ୍ତୁ ସେମାନଙ୍କ ଜନ୍ମଦିନ ଜୁନ ରେ, ଏହା କେମିତି ସମ୍ଭବ ?

ଉ: ମଇ ଏକ ସ୍ଥାନର ନାମ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।