ନିଜର ଅନସ୍କ୍ରିନ ମାତା-ପିତାଙ୍କୁ ହିଁ ପ୍ରେମ କରି ବସିଥିଲେ TV ର ଏହି 4 ଜଣ ଷ୍ଟାର, 3 ନମ୍ବର ଜୋତି ତ ସମ୍ପର୍କରେ ଥିଲେ ଶାଶୁ-ଜ୍ଵାଇଁ

ପ୍ରେମ କରିବାକୁ ବୟସ ଦେଖାଯାଏ ନାହି । ପ୍ରେମ ପାଇଁ ଦୁଇଟି ହୃଦୟ ଆବଶ୍ୟକ ଅଟେ । ହୃଦୟ ଯାହାକୁ ବାଛିଥାଏ ତାହାକୁ ହିଁ ପ୍ରେମ କରୁଥିବା ବ୍ୟକ୍ତି ନିଜ ହମସଫର ଭାବେ ଗ୍ରହଣ କରିଥାଏ । ପ୍ରେମରେ ଜାତି ଓ ବୟସ ଦେଖାଯାଏ ନାହି ।

ବଲିଉଡ ଠାରୁ ଆରମ୍ବ କରି ଟିଭି ଜଗତ ଯାଏଁ ଏହି କଥା ସତ୍ୟ ବୋଲି ପ୍ରମାଣ ହୋଇ ସାରିଛି । ବଲିଉଡ ଠାରୁ ଆରମ୍ଭ କରି ଟିଭି ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଯୋଡି ଅଛନ୍ତି ଯେଉଁମାନେ ଏହି କଥାକୁ ପ୍ରମାଣ କରିବାରେ ସଫଳ ହୋଇଛନ୍ତି । ଟିଭି ଜଗତରେ ମା ପୁଅ ହେଉ ବା ଭାଇ ଭଉଣୀ ଭୂମିକାରେ ହେଉ ଅଭିନୟ କରିଥିଲେ ମଧ୍ୟ ଏମାନେ ନିଜ ରିୟଲ ଲାଇଫରେ ରୋମାନ୍ସ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅନସ୍କ୍ରିନରେ ଏମିତି କିଛି ଯୋଡି ଅଛନ୍ତି ଯେଉଁମାନେ ମାତା ପିତାଙ୍କ ସହ ପ୍ରେମ ସମ୍ଭଧ ରଖିଛନ୍ତି ।

“ଅଙ୍କିତ ଗେରା ଓ ମୋନିକା ସିଂ” : “ପ୍ରତିଜ୍ଞା” ଓ “ସପନେ ସୁହାନେ ଲଡକପନ” ସିରିଏଲରେ ନିଜର ପରିଚୟ ସୃଷ୍ଟି କରିଥିବା ଅଙ୍କିତ ଗେରା ନିଜ ଅନସ୍କ୍ରିନ ମାଙ୍କ ସହ ପ୍ରେମ ସମ୍ଭଧ ରଖିଛନ୍ତି । “ପ୍ରତିଜ୍ଞା” ସିରିଏଲରେ ମୋନିକା ସିଂ ଅଙ୍କିତ ଗେରାଙ୍କ ମାଙ୍କ ଭୂମିକାରେ ନଜର ଆସିଥିଲେ । ସେବେଠାରୁ ଦୁହେଁ ପରସ୍ପର ସହ ଡେଟ କରୁଛନ୍ତି । ଦୁହିଙ୍କର ପ୍ରେମ କାହାଣୀ ବେଶ ଜବରଦସ୍ତ ଅଟେ ।

“ରାମ କପୂର ଓ ଇବା ଗ୍ରୋବର” : “ବଡେ ଅଛେ ଲଗତେ ହେ” ସିରିଏଲରେ ଲୋକପ୍ରିୟ ହୋଇଥିବା ଇବା ଗ୍ରୋବାର ଏହି ସୋ ରେ ରାମ କପୁରଙ୍କର ସାବତ ମାର ଭୂମିକାରେ ନଜର ଆସିଥିଲେ । ଏହି ସୋ ସମୟରେ ଦୁହେଁ ପରସ୍ପରକୁ ଡେଟ କରିବା ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ଦୁହିଙ୍କ ଯୋଡି  ଛୋଟ ପରଦାରେ ଯେତେ ଭଲ ଲାଗିଥାଏ ରିୟଲ ଲାଇଫରେ ମଧ୍ୟ ସେତିକି ସୁନ୍ଦର ଲାଗିଥାଏ ।

“ସିଦ୍ଧାର୍ଥ ଶୁକ୍ଲା ଓ “ସ୍ମିତା ବନସଲ” : ଏହି ଦୁଇ କଳାକାର “ବାଳିକା ବଧୁ” ସିରିଏଲରେ କାମ କରିଥିଲେ । ଏହା ପରେ ଦୁହେଁ ପରସ୍ପରକୁ ପ୍ରେମ କରି ଡେଟ କରିବା ଆରମ୍ଭ କରିଥିଲେ । ବାଳିକା ବଧୁ ସିରିଏଲରେ ସ୍ମିତା ବନସଲ ସିଦ୍ଧାର୍ଥଙ୍କ ଶାଶୁ ଭୂମିକରେ ନଜର ଆସିଥିଲେ । ଏମାନେ ଦୁହେଁ ବର୍ତ୍ତମାନ ଲାଇମ ଲାଇଟରୁ ବହୁତ ଦୂରରେ ଅଛନ୍ତି ।

“ଆଲୋକ ନାଥ ଓ ନିନା ଗୁପ୍ତା” : ଆଲୋକ ନାଥ ରୋମାଣ୍ଟିକ ହିରୋ ଭାବେ ଜଣାଶୁଣା ଅଟନ୍ତି । ତାଙ୍କ ନାଁ ନିନା ଗୁପ୍ତାଙ୍କ ସହ ଯୋଡା ଯାଇଥିଲା । ଦୂରଦର୍ଶନରେ ନିନା ଗୁପ୍ତା ଆଲୋକ ନାଥଙ୍କର ବୋହୁ ଚରିତ୍ରରେ ଅଭିନୟ କରିବାର ନଜର ଆସିଥିଲେ । କିନ୍ତୁ ପରଦା ପଛରେ ଦୁହିଙ୍କର ପ୍ରେମ କାହାଣୀ ବେସ ମସୁର ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।