ଦୁଇ ଭଉଣୀ ସହ ବିବାହ କରିବା ପରେ ଏହି ବ୍ୟକ୍ତି ସହ ଯାହା ହେଲା ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ରହିଯିବେ ଆପଣ, ଦେଖନ୍ତୁ ଭିଡିଓ

କୁହନ୍ତି କି ସ୍ତ୍ରୀ ନିଜର ସ୍ଵାମୀକୁ ନିଜର ସମ୍ପତି ବୋଲି ଭାବିଥାଏ । ଦୁନିଆରେ ବୋଧେ ଏମିତି କେହି ପତ୍ନୀ ଥିବ ଯିଏ ନିଜର ସ୍ଵାମୀକୁ ବାଣ୍ଟିବାକୁ ଚାହୁଁଥିବ । କାରଣ କେହି ବି ନିଜର ସ୍ଵାମୀଙ୍କୁ କାହା ସହିତ ବି ବାଣ୍ଟିବାକୁ ଚାହାନ୍ତି ନାହିଁ । କିନ୍ତୁ କିଛି ଲୋକମାନେ ଏମିତି ବି ଅଛନ୍ତି ଯେଉଁମାନେ ନିଜ ସ୍ଵାମୀଙ୍କୁ ଅନ୍ୟ ମହିଳାଙ୍କ ସହ ବାଣ୍ଟିଥାନ୍ତି । ଏହିଭଳି ଏକ ମାମଲା ପାକିସ୍ତାନର ମୁଲତାନ ସହରରୁ ସାମ୍ନାକୁ ଆସିଛି ।

ଯେଉଁଠି ଏକ ଯୁବତୀ ନିଜର ହିଁ ଦାଦା ଭଉଣୀକୁ ଏତେ ଭଲ ପାଉଥିଲା କି ସେ ତାହା ଠାରୁ ଦୂରେଇ ଯିବାକୁ ଚାହୁଁ ନ ଥିଲା ।  ସେ ନିଜର ଭଉଣୀର ବିବାହ ନିଜର ହିଁ ସ୍ଵାମୀ ସହ କରିଦେଲା । ଏହା ପରେ ଏହି ସମ୍ପର୍କ ଉପରେ କିଛି ଲୋକମାନେ ରାଗି ଯାଇଛନ୍ତି ତ କିଛି ଲୋକମାନେ ତାଙ୍କୁ ମାରିବାକୁ ବି ଧମକ ଦେଇଛନ୍ତି ଓ ଅନ୍ୟ କିଛି ଲୋକମାନେ ଏହି ସମ୍ପର୍କର ମଜା ନେଉଛନ୍ତି ।

ସୂଚନା ଅନୁସାରେ ଇସ୍ଲାମବାଦରେ ରହୁଥିବା ଏକ ଯୁବତୀ ନିଜର ଭଉଣୀକୁ ବହୁତ ଭଲ ପାଉଥିଲା ଓ ନିଜର ବାହାଘର ପରେ ବି ସେ ତାକୁ ଭୁଲି ପାରୁ ନ ଥିଲା । ସେଥିପାଇଁ ସେ ଏହିଭଳି ପଦେକ୍ଷେପ ନେଇଛି । ପାକିସ୍ତାନୀ ମିଡିଆରେ ବର୍ତ୍ତମାନ ସମୟରେ ଏହି କାହାଣୀର ଭିଡିଓ ବହୁତ ଭାଇରାଲ ହେଉଛି । କିନ୍ତୁ ଏହି ଖବରଟି କେତେ ସତ ଅଟେ ଏହା ଜଣା ନାହିଁ ।

କିନ୍ତୁ ଖବର ଅନୁସାରେ ୧.୫ ବର୍ଷ ପୂର୍ବେ ଫରାଜ ନାମକ ବ୍ୟକ୍ତି ସହ ଅଲିନାର ବିବାହ ହୋଇଥିଲା । ଯାହା ପରେ ଅଲିନା ପୁଣି ଥରେ ନିଜ ସ୍ଵାମୀର ବିବାହ ନିଜ ଭଉଣୀ ଅଲିସ୍ମା ସହ କରି ଦେଇଛି ।

ଏକ ରିପୋର୍ଟ ଅନୁସାରେ ଅଲିନା ମିଡିଆକୁ କହିଲା କି ଭଉଣୀ ଅଲିସ୍ମା ବିନା ତାହାର ମନ ଲାଗୁ ନ ଥିଲା । ସେ ନିଜର ଦାଦା ଭଉଣୀ ଅଲିସ୍ମା ସହ ପିଲାବେଳୁ ହିଁ ରହିଛି । ଦୁଇ ଜଣ ଏକ ସହିତ ସ୍କୁଲ ବି ପଢିବାକୁ ଯାଉଥିଲେ । ସମସ୍ତ କାମ ସେମାନେ ଏକ ସହିତ ହିଁ କରୁଥିଲେ । କିନ୍ତୁ ବାହାଘର ପରେ ତାହାର ଶଶୁର ଘରେ ମନ ଲାଗୁ ନ ଥିଲା । ଏହା ପରେ କିଛି ଦିନ ମଧ୍ୟରେ ମୁଁ ନିଜ ସ୍ଵାମୀ ସହ ତାହାର ବିବାହ କରିଦେଲି ।

ଅଲିସ୍ମାକୁ ନିଜ ପାଖରେ ରଖିବା ପାଇଁ ଅଲିନା ଏହିଭଳି କରିଛି । ଅଲିସ୍ମା ବି କହିଲା କି ସେମାନେ ଦୁଇ ଜଣ ଅଲଗା ରହି ପାରିବେ ନାହିଁ । ଅଲିସ୍ମାର ଘର ଲୋକମାନେ ବର୍ତ୍ତମାନ ଫରାଜକୁ ଖୋଜୁଛନ୍ତି । ଫରାଜଙ୍କ ଅନୁସାରେ ତାକୁ ଜୀବନରୁ ମାରିଦେବା ପାଇଁ ଧମକ ଆସୁଛି । ସେଥିପାଇଁ ସେ ଫେରାର ଅଛି ।

ବର୍ତ୍ତମାନ ଫରାଜ, ଅଲିନା ଓ ଅଲିସ୍ମା ଗୋଟିଏ ଘରେ ଏକା ସହିତ ଅଛନ୍ତି ଓ ବହୁତ ଖୁସିରେ ବି ଅଛନ୍ତି । ରିପୋର୍ଟ ଅନୁସାରେ ତିନି ଜଣଙ୍କର ପରିବାର ସେମାନଙ୍କ ଠାରୁ ସମସ୍ତ ସମ୍ପର୍କ ଭାଙ୍ଗି ଦେଇଛନ୍ତି । ଅନ୍ୟପଟେ ସମାଜରେ ତିନି ଜଣଙ୍କର ସମ୍ପର୍କକୁ ଗ୍ରହଣ ନ କରିପାରି ସେମାନଙ୍କୁ ମାରି ଦେବା ପାଇଁ ଧମକ ବି ଦେଉଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।