ବିବାହର ୫ ବର୍ଷ ପରେ ଏତେ ବଦଳି ଯାଇଛନ୍ତି ରାନୀ ମୁଖାର୍ଜୀ, ଏବେ ଦେଖା ଯାଉଛନ୍ତି ଏମିତି କି ଚିହ୍ନି ପାରିବେ ନାହିଁ, ଦେଖନ୍ତୁ

ବଲୀଉଡର ଏଭରଗ୍ରୀନ ଅଭିନେତ୍ରୀମାନଙ୍କ ଲିଷ୍ଟରେ ଟପରେ ସାମିଲ ଥିବା ରାନୀ ମୁଖାର୍ଜୀ ନିଜ କ୍ୟାରିୟରରେ ବହୁତ ଫିଲ୍ମ କରିଛନ୍ତି । ଯେଉଁଥିରେ ପ୍ରାୟତଃ ଫିଲ୍ମ ସୁପରହିଟ ହୋଇଛି । ଫିଲ୍ମରେ ରାନୀ ମୁଖାର୍ଜୀ ନିଜର ଅଭିନୟ ଦ୍ଵାରା ଲୋକମାନଙ୍କର ହୃଦୟ ଜିତିଛନ୍ତି । ଯେଉଁ କାରଣରୁ ଆଜି ବି ଲୋକମାନେ ଫିଲ୍ମରେ ତାଙ୍କୁ ମିସ କରୁଛନ୍ତି । ବହୁତ ଦିନ ବଲୀଉଡରେ କାମ କରିବା ପରେ ଶେଷରେ ସେ ଡାୟରେକ୍ଟର ଆଦିତ୍ୟ ଚୋପଡ଼ାଙ୍କୁ ବିବାହ କରିନେଲେ ।

ଆପଣଙ୍କୁ କହିଦେଉଛୁ କି ରାନୀ ମୁଖାର୍ଜୀଙ୍କୁ ଶେଷ ଥର ଫିଲ୍ମ ‘ହିଚକୀ’ରେ ଦେଖା ଯାଇଥିଲା । ଯେଉଁଥିରେ ସେ ଜଣେ ଅଧ୍ୟାପିକାର ଅଭିନୟ କରିଥିଲେ ।

ରିମଝିମ ବର୍ଷାରେ ଷ୍ଟୋର ପହଞ୍ଚିଲେ ରାନୀ ମୁଖାର୍ଜୀ

ରାନୀ ମୁଖାର୍ଜୀ ବର୍ଷ ୨୦୧୪ରେ ଆଦିତ୍ୟ ଚୋପଡ଼ାଙ୍କୁ ବିବାହ କରିଥିଲେ, ଯାହା ପରେ ତାଙ୍କ ଲୁକରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । କହିବାକୁ ଗଲେ ରାନୀ ମୁଖାର୍ଜୀ ଗତ ୫ ବର୍ଷ ମଧ୍ୟରେ ବହୁତ ବଦଳି ଯାଇଛନ୍ତି, କିନ୍ତୁ ତଥାପି ବି ତାଙ୍କ ଚେହେରାରେ କ୍ୟୁଟନେସ ଆଜି ବି ଅଛି । ବର୍ତ୍ତମାନ ରାନୀ ମୁଖାର୍ଜୀଙ୍କୁ ବିଳମ୍ବ ରାତିରେ ରିମଝିମ ବର୍ଷାରେ ଏକ ଷ୍ଟୋରକୁ ଯାଉଥିବାର ଦେଖା ଯାଇଥିଲା, ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି । ଏହି ଫଟୋରେ ରାନୀ ମୁଖାର୍ଜୀ ବହୁତ ସୁନ୍ଦର ଲାଗୁଛନ୍ତି ।

ବର୍ଷ ୨୦୧୪ରେ ହୋଇଥିଲା ରାନୀ ମୁଖାର୍ଜୀଙ୍କର ବିବାହ

ରାନୀ ମୁଖାର୍ଜୀ ବହୁତ ସମୟ ଅପେକ୍ଷା କରିବା ପରେ ଆଦିତ୍ୟ ଚୋପଡ଼ାଙ୍କୁ ବିବାହ କରିଥିଲେ, ଯାହା ପରେ ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ରାନୀ ମୁଖାର୍ଜୀଙ୍କୁ ଆଦିତ୍ୟ ଚୋପଡ଼ାଙ୍କ ସହ ଶୁଟିଙ୍ଗ ସେଟରେ ହିଁ ପ୍ରେମ ହୋଇଯାଇଥିଲା । ଯାହା ପରେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ ଓ ୨୦୧୪ରେ ବିବାହ କରିନେଲେ । ବର୍ତ୍ତମାନ ଆଦିତ୍ୟ ଓ ରାନୀ ମୁଖାର୍ଜୀଙ୍କର ଏକ ଝିଅ ଅଛି, ଯାହାର ନାମ ଆଦିରା ଅଟେ ।

ମର୍ଦାନୀ – ୨ରେ ଆସିବେ ନଜର

ରାନୀ ମୁଖାର୍ଜୀଙ୍କର ଫ୍ୟାନମାନେ ତାଙ୍କର ଆସନ୍ତା ଫିଲ୍ମ ମର୍ଦାନୀ – ୨ ର ଅପେକ୍ଷାରେ ଅଛନ୍ତି, ଯାହାକି ଏହି ବର୍ଷ ରିଲିଜ ହେବାର ଅଛି । ମର୍ଦାନୀ – ୨ ୧୩ ଡିସେମ୍ବର ରେ ରିଲିଜ ହେବ । କହିଦେଉଛୁ ଏହି ଫିଲ୍ମକୁ ନେଇ ରାନୀ ମୁଖାର୍ଜୀ ବହୁତ ଉତ୍ସାହିତ ଅଛନ୍ତି । କହିବାକୁ ଗଲେ ରାନୀ ମୁଖାର୍ଜୀ ବର୍ତ୍ତମାନ ଅଧିକ ଫିଲ୍ମ କରୁ ନାହାଁନ୍ତି, କିନ୍ତୁ ବର୍ଷକୁ ତାଙ୍କର ଗୋଟିଏ ଫିଲ୍ମ ନିଶ୍ଚିତ ରିଲିଜ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।