ପାଇଖାନା ପାଇପ୍ ଭିତରୁ ବାହାରୁଛି ପୁଳା ପୁଳା 500 ଟଙ୍କିଆ ନୋଟ୍ ! ଜୁନିୟର ଇଞ୍ଜିନିୟରଙ୍କ ଘରର ଡ୍ରେନେଜ ପାଇପ୍ ର ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ‘ରେଡ୍’ ଓ ଅନ୍ୟ ଏକ ବଲିଉଡ ଫିଲ୍ମ ‘ଚୋକଡ୍’ ତ ଆପଣ ଦେଖଥିବେ । ସେହି ଫିଲ୍ମରେ କିପରି ଘର ଛାତରୁ ଓ ପାଣି ପାଇପରୁ ପୁଳା ପୁଳା ଟଙ୍କା ବାହାରିଥିଲା ତାହା ବି ଆପଣଙ୍କର ମନେ ଥିବ । କିନ୍ତୁ ଆଜି ଆମେ ଯେଉଁ ଘ-ଟ-ଣା-ର ଭି-ଡି-ଓ ଆପଣଙ୍କୁ ଦେଖାଇବାକୁ ଯାଉଛି ଏହା ଏକଦମ ସତ ଅଟେ । ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ କିପରି ପାଇଖାନା ପାଇପ୍ ରୁ ପୁଳା ପୁଳା ୫୦୦ ଟଙ୍କିଆ ନୋଟ୍ ବାହାରୁଛି ।

କର୍ଣ୍ଣାଟକରେ ଜଣେ PWD ଜୁନିୟର ଇଞ୍ଜିନିୟରଙ୍କ ଡ୍ରେନେଜ ପାଇପରୁ ବାହାର ହୋଇଛି ପୁଳା ପୁଳା ଟଙ୍କା । ଯାହାକି ଭି-ଜି-ଲା-ନ୍ସ ରେ-ଡ୍ ସମୟରେ ଏହି ଦୃଶ୍ୟ ସାମନାକୁ ଆସିଛି । ଏହି ଭି-ଡି-ଓ ସାଧାରଣ ଲୋକଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରୁଛି । ଭି-ଡି-ଓ-ଟି ପ୍ରକାଶିତ ହେବା ପରେ ଏହା ଏବେ ନି-ଆଁ ଭଳି ଭା-ଇ-ରା-ଲ ହେଉଛି ଓ ସବୁଆଡେ ଏହାର ଚର୍ଚ୍ଚା ଚାଲିଛି । ରେ-ଡ୍ ବେଳେ ଇଞ୍ଜିନିୟରଙ୍କ ଘର ଭିତରୁ ୫୦ ଲକ୍ଷ ଟଙ୍କା ଓ କେବଳ ଏହି ଡ୍ରେନେଜ ପାଇପ୍ ଭିତରୁ ମିଳିଛି ପ୍ରାୟ ୧୩ ଲକ୍ଷ ଟଙ୍କା ।

ରେଡ୍ ସମୟରେ ଅନେକଙ୍କ ଘରୁ ବିପୁଳ ପରିମାଣରେ ସୁନାଗହଣା ଓ ଟଙ୍କା ଆଦି ଜ-ବ-ତ ହୋଇଥାଏ । ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କିନ୍ତୁ ଏହି ଟଙ୍କା ଡ୍ରେନେଜ ପାଇପ୍ ଭିତରୁ ବାହାରିବା ଲୋକଙ୍କୁ ଆହୁରି ଅଧିକ ଆଚମ୍ବିତ କରୁଛି । ଏହା କୌଣସି ଫିଲ୍ମର ଦୃଶ୍ୟ ଠାରୁ କିଛି କମ୍ ନୁହେଁ ।

ତେବେ ଏତେ ଯତ୍ନରେ ବୁଦ୍ଧି ଖଟାଇ ପାଇପ୍ ଭିତରେ ଟଙ୍କା ଲୁ-ଚା-ଇ ରଖିଥିଲେ ମଧ୍ୟ ସେ ଭି-ଜି-ଲା-ନ୍ସ ହାତରୁ ଖସି ଯାଇ ପାରି ନାହାନ୍ତି । ସେ ପାଇପ୍ ଭିତରେ ଟଙ୍କା ରଖିଥିଲେ ବୋଲି ଭି-ଜି-ଲା-ନ୍ସ-ର ଜଣେ ଅଫିସର ଆଗରୁ ଜାଣି ଯାଇଥିଲେ । ଆଉ ଏହାପରେ ଯେତେବେଳେ ପାଇପ୍ ଭ-ଙ୍ଗା ଯାଇଥିଲା ଏହା ଭିତରୁ କେବଳ ୫୦୦ ଟଙ୍କିଆ ନୋଟ୍ ବିପୁଳ ପରିମାଣରେ ବାହାରିଥିଲା ।

ଡ୍ରେନେଜ ପାଇପ୍ ସାଧାରଣ ଭାବେ ଘର ବାହାରେ ରଖା ଯାଇଥାଏ । କିନ୍ତୁ ଏହି ଇଞ୍ଜିନିୟର ଜଣକ କେବଳ ପଇସା ଭର୍ତ୍ତି କରି ରଖିବା ପାଇଁ ଘର ବାହାରେ ଏକ ନକଲି ଡ୍ରେନେଜ ପାଇପ୍ ଲଗାଇଥିଲେ । ତେବେ ଟଙ୍କା ଲୁଚାଇବା ପାଇଁ ଆଜିକାଲି ଲୋକେ କେଉଁ କେଉଁ ଉପାୟ ନ କରୁଛନ୍ତି ! ଏମିତି କେତେ ଲୋକଙ୍କୁ ଠକି ସେ ଟଙ୍କା ନେଇଥିବେ ଆପଣ ନିଜେ ଚିନ୍ତା କରନ୍ତୁ ।

ଯାହାଙ୍କ ଦରମା ୫୦ ହଜାରରୁ ୬୦ ହଜାର ତାଙ୍କ ଘରର ପାଇପ୍ ରୁ ମିଳୁଛି କେବଳ ୧୩ ଲକ୍ଷ ଟଙ୍କା । କିନ୍ତୁ ଭି-ଜି-ଲା-ନ୍ସ ସୁରାକ ପାଇ ତାଙ୍କର ଏହି ନ-କ-ଲି ପାଇପ୍ ଭା-ଙ୍ଗି-ବା ପରେ ସେଥିରୁ ବାହାରିଥିଲା ପୁଳା ପୁଳା ଟଙ୍କା । ଏହାକୁ ନେଇ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।