ଯେତେବଳେ 2 ସ୍ତ୍ରୀ ଏକାଠି ହେଲେ ରସିକିଆ ସ୍ଵାମୀର ହେଲା ପର୍ଦାଫାସ ! ଧରାପଡିବା ପରେ ସ୍ତ୍ରୀ ମାନେ ଯାହା କଲେ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ରସିକିଆ ଡ୍ରାଇଭରଙ୍କ କଳା କାରନାମାର ପ-ର୍ଦ୍ଦା-ଫା-ଶ ହୋଇଛି । ଝିଅଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଟଙ୍କା, ସୁନାଗହଣା ଓ ଗାଡି ନେଇ ସେ ଫେରାର ହୋଇଯାନ୍ତି । ଉକ୍ତ ଆ-ରୋ-ପୀ ଡ୍ରାଇଭରଙ୍କ ନାମ ହେଉଛି ଆଲୋକ ଜେନା । ନାଚୁଣୀ ଦତ୍ତପୁର ଅଞ୍ଚଳରେ ଆଲୋକଙ୍କ ଘର । ସେ ଭୁବନେଶ୍ବର ରସୁଲଗଡ ଅଞ୍ଚଳରେ ରହି ଗାଡି ଚଳାନ୍ତି । ସେ ସୁନ୍ଦରୀ ଝିଅଙ୍କୁ ପ୍ରେମ ଜା-ଲ-ରେ ବାହା ହେଉଥିଲେ । ଏଭଳି ତିନୋଟି ଝିଅଙ୍କୁ ଫ-ସା-ଇ ବାହା ହୋଇଥିବା ଅ-ଭି-ଯୋ-ଗ ହୋଇଛି ।

ତାଙ୍କର ପ୍ରଥମ ଓ ଦ୍ଵିତୀୟ ସ୍ତ୍ରୀ ତାଙ୍କୁ ଥା-ନା-ରେ ଆଣି ଜିମା ଦେଇଛନ୍ତି । ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ସେ ଗତ ୧୫ ବର୍ଷ ପୂର୍ବେ ବିବାହ କରିଥିଲେ ଓ ତାଙ୍କ ଠାରୁ ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । କିନ୍ତୁ ସେ ତାଙ୍କୁ ହ-ଇ-ରା-ଣ କରିବା ସହ ପୁଅ ମାନଙ୍କର ମଧ୍ୟ ଭଲ ଭାବେ ଯତ୍ନ ନେଉ ନଥିଲେ । ତାଙ୍କର ସାଲିଆ ସାହି ଅଞ୍ଚଳରେ ଜଣେ ସ୍ତ୍ରୀଙ୍କ ସହ ସମ୍ପର୍କ ଥିବା ଜାଣିପାରି ସେ ସେଠାରେ ଯାଇ ତାଙ୍କୁ ଦ୍ଵିତୀୟ ସ୍ତ୍ରୀ ସହ ଧ-ରି-ଥିଲେ ଓ ତାଙ୍କ ନାଁରେ ଥା-ନା-ରେ କେ-ସ୍ ମଧ୍ୟ ଦେଇଥିଲେ ।

ସେହିପରି ଦ୍ଵିତୀୟ ସ୍ତ୍ରୀଙ୍କୁ ସେ ୫ ବର୍ଷ ହେବ ବିବାହ କରି ତାଙ୍କ ସହ ରହି ଆସୁଥିଲେ । ପ୍ରଥମ ସ୍ତ୍ରୀଙ୍କ ସହ ତାଙ୍କର ଛାଡପତ୍ର ହୋଇଯାଇଛି ବୋଲି କହି ଆଲୋକ ଓ ତାଙ୍କ ପରିବାର ଲୋକ ତାଙ୍କୁ ଭୁଲାଇଥିଲେ । ତାଙ୍କ ଠାରୁ ଅନେକ ଟଙ୍କା, ସୁନାଗହଣା ଆଦି ମଧ୍ୟ ସେ ନେଇଥିଲେ । କିନ୍ତୁ ଏବେ ଆଉ କିଛି ଦିନ ହେବ ଆଉ ଜଣେ ସ୍ତ୍ରୀଙ୍କ ସହ ଯାଇ ତାଙ୍କ ଭଉଣୀ ଘରେ ରହୁଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ ।

ଏହାପରେ ଉଭୟ ପ୍ରଥମ ସ୍ତ୍ରୀ ଓ ଦ୍ଵିତୀୟ ସ୍ତ୍ରୀ ମିଶି ତାଙ୍କୁ ଧରି ନେଇ ଥା-ନା-ରେ ଜିମା ଦେଇଥିଲେ ଓ ତାଙ୍କ ନାଁରେ କେ-ସ୍ ମଧ୍ୟ ଦେଇଛନ୍ତି । କିନ୍ତୁ ଏହି ସବୁ ଅ-ଭି-ଯୋ-ଗ-କୁ ଆଲୋକ ନିଜେ ଖ-ଣ୍ଡ-ନ କରିଛନ୍ତି । ତାଙ୍କର କେବଳ ଗୋଟିଏ ସ୍ତ୍ରୀ ବୋଲି କହିଛନ୍ତି । ଅସାମାଜିକ ମହିଳା ମାନେ ମିଶି ତାଙ୍କ ନାଁରେ ମିଥ୍ୟା ଅ-ଭି-ଯୋ-ଗ ଆଣିଛନ୍ତି ବୋଲି ସେ କହିଛନ୍ତି ।  ଏପରିକି ପ୍ରଥମ ସ୍ତ୍ରୀଙ୍କୁ ମଧ୍ୟ ସେ ନିଜ ସ୍ତ୍ରୀ ବୋଲି ମାନି ନାହାନ୍ତି ।

ନିଜ ଭାଣିଜୀଙ୍କ ସାଙ୍ଗଙ୍କୁ କୁ-ଣ୍ଢା-ଇ ଧରି ଫଟୋ ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ରସିକିଆ ସ୍ଵାମୀ ଧରାପଡିବା ପରେ ଏବେ ପୋ-ଲି-ସ ଜିମାରେ ଅଛନ୍ତି ଓ ଘ-ଟ-ଣା ସମ୍ବନ୍ଧରେ ତାଙ୍କୁ ପୋ-ଲି-ସ ପଚରା ଉଚରା କରୁଛି । ଏହି ମା-ମ-ଲା-ରେ କିଏ ସତ କହୁଛନ୍ତି ବୋଲି ଆପଣଙ୍କୁ ଲାଗୁଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।