Dr Filip ଙ୍କ ଗଜବ ଆବିଷ୍କାର, ବଞ୍ଚି ଥାଉ ଥାଉ ଏମିତି ଦେଖି ପାରିବେ ନିଜ ମୃତ୍ୟୁ !

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରାୟତ ଅଜବ ଗଜବ ପ୍ରକାର ଘଟଣା ଲାଗି ରହିଛି । କିଛି ଘଟଣା ପ୍ରାକୃତିକ ହୋଇଥାଏ ତ ଆଉ କିଛି ଲୋକ ମାନଙ୍କ ଦ୍ଵାରା ଘଟିଥାଏ । ଯାହାକୁ ଆଗରୁ କେବେ କେହି ଦେଖି ନ ଥିବେ ।

ମଣିଷ ଜୀବନରେ ସବୁଠାରୁ ବଡ ଭୟଙ୍କର ଘଟଣା ହେଉଛି ତାର ମୃ-ତ୍ୟୁ ଯାହା ସେ କେବେ ଚିନ୍ତା କରି ନ ଥାଏ । କିନ୍ତୁ ଏହା ହେଉଛି ବାସ୍ତବରେ ସତ । ଯିଏ ଦୁନିଆକୁ ଆସିଛି ସେ ଦିନେ ଏ ଦୁନିଆରୁ ନିଶ୍ଚୟ ବିଦାୟ ନେବ ଏଥିରେ କୌଣସି ସନ୍ଦେହ ନାହି । କଣ ଆପଣ ମାନେ ବଞ୍ଚିଥିବା ଅବସ୍ଥାରେ ନିଜର ମୃ-ତ୍ୟୁ ଦେଖିଛନ୍ତି । ଏହାର ଉତ୍ତର ହେଉଛି ନାହି କାରଣ ଏହା ସମ୍ଭବ ନୁହେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ତାହା କଣ ଅଟେ ।

କିନ୍ତୁ ଏହି କଥାର ସତ୍ୟତା ଜଣେ ବୈଜ୍ଞାନିକ  ସମ୍ଭବ କରି ଦେଖାଇଛନ୍ତି । ନିଜ ସାମ୍ନାରେ ମୃ-ତ୍ୟୁକୁ ଦେଖିବାକୁ ୟୁଥଲେଶ ମଧ୍ୟ କୁହାଯାଏ । ଏହି କଥାକୁ ନେଇ ଅଷ୍ଟ୍ରେଲିୟାର ଡାକ୍ତର ଫିଲିପ ନିସ୍କେ ଚର୍ଚ୍ଚାରେ ଅଛନ୍ତି । ସେ କିଛି ବର୍ଷ ପୂର୍ବେ ଆମ୍ସର ଫ୍ୟୁଡର ଫେୟାରରେ ମୃ-ତ୍ୟୁ ମେସିନର ଆବିର୍ଭାବ କରିଥିଲେ । ସେହି ସମୟରେ ଏହି ମେସିନ ସେହି ଲୋକ ମାନଙ୍କ ପାଇଁ ଥିଲା ଯିଏ ନିଜେ ମ-ରି-ବା-କୁ ଚାହୁଥିଲେ ।

କିନ୍ତୁ ବର୍ତ୍ତମାନ ଏହି ମେସିନରେ କିଛି ନୂଆ ପରିବର୍ତ୍ତନ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ନିଜ ମୃ-ତ୍ୟୁ-କୁ ନିଜ ଆଖି ଆଗରେ ଦେଖି ପାରିବେ । ୱାର୍ଚୱାଲ ରିୟାଲିଟି ଜରିଆରେ ବ୍ୟକ୍ତି ମ-ରି-ବା ପୂର୍ବରୁ ନିଜ ମୃ-ତ୍ୟୁ-କୁ ଦେଖି ପାରିବେ । ୱାର୍ଚୱାଲ ରିୟାଲିଟି ଏମିତି ଏକ କମ୍ପୁଟର ଟେକନିକ  ଯେଉଁଥିରେ ଆର୍ଟିଫିସୀୟଲ ପରିବେଶକୁ ପ୍ରସ୍ତୁତ କରିଥାଏ । ଏହି ମେସିନ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ସେନସେକୁ ପ୍ରଭାବିତ କରି ରିୟଲ ପରିବେଶକୁ ତିଆରି କରିବାରେ ଚେଷ୍ଟା କରିଥାଏ ।

୯୦ ଦଶକରେ ଏହି ଡାକ୍ତର ନିଜର ୪ ଜଣ ରୋଗୀଙ୍କୁ ଇଞ୍ଜେକ୍ଶନ ଦେଇଥିଲେ ଯେଉଁଥିରେ ଏମାନଙ୍କର ରୋଗ ଭଲ ହୋଇ ନ ଥିଲା । ସେମାନେ ଜୀବନ ସହ ଲଢି ଥକି ଯାଇଥିଲେ ଯାହା ଫଳରେ ଡାକ୍ତର ଫିଲିପ କାନୁନର ସାହାରା ନେଇ ଏହି ୪ ଜଣଙ୍କୁ ମୃ-ତ୍ୟୁ ଦେଇଥିଲେ । ଏହା ପରେ ଫିଲିପଙ୍କ ମନରେ ଚିନ୍ତାଧାରା ଆସିଲା ଓ ସେ ଡେ-ଥ ମେସିନ ପ୍ରସ୍ତୁତ କରିଲେ । ଏହି ମେସିନ ବ୍ରେନକୁ ପ୍ରଭାବିତ କରି କିପରି ଭାବେ ମୃ-ତ୍ୟୁ ହେବ ତାହା କିଛି ମାତ୍ରାରେ ଜଣାଇଥାଏ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।