ମା’ ସହିତ ଏମିତି ବ୍ୟବହାର ! ଛିଃ…ଛିଃ…, ସହିଲେ ନାହିଁ ଭଗବାନ ! ଭିଡିଓ ଭାଇରାଲ ହେଲା ପରେ ମିଳିଲା ଏମିତି ଫଳ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ମା ଓ ପୁଅର ସମ୍ପର୍କ ବେଶ ନିଆରା ହୋଇଥାଏ । ଗୋଟେ ମା ନିଜ ପିଲାକୁ ସୁଖ ଦେବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଥାଏ । ନିଜ ପିଲାର ଖୁସି ପାଇଁ ମା କିଛି ବି କରିପାରେ ।

କିନ୍ତୁ ଆମ ଦେଶରେ ଆଜିକଲି ଏହି କଥାର କିଛି ମହତ୍ଵ ରହି ନାହି । ଯେଉଁଠି ମା ମାନେ ନିଜ ପିଲାକୁ ବଢାଇବା ପାଇଁ ଦୁଖ କଷ୍ଟର ସାମାନ କରୁଛନ୍ତି । କିନ୍ତୁ ତାଙ୍କ ପିଲା ମାନେ ବଡ ହେବା ପରେ ନିଜ ମାକୁ ହିଁ ଭୁଲି ତାଙ୍କୁ ଦୁଖ କଷ୍ଟ ଦେଉଛନ୍ତି । ଆଜିର ଆମ ଏହି ଲେଖାରେ ଏହି ଭଳି ଏକ ଦୁ-ଖ-ଦା-ୟ-କ ଘ-ଟ-ଣା ରହିଛି । ଯେଉଁଠି ଗୋଟେ ମାକୁ ତା ପୁଅ ମା-ରୁ-ଛି ଯାହା ଅତି ନି-ନ୍ଦ-ନୀ-ୟ କଥା ଅଟେ ।

ତେବେ ଆସନ୍ତୁ ଜାଣିବା ପ୍ରକୃତରେ ସତ୍ୟତା କଣ ରହିଛି । ଏହି ଘ-ଟ-ଣା-ଟି ହେଉଛି ଉତ୍ତର ପ୍ରଦେଶର ଅମ୍ରୋହା ଜିଲ୍ଲାର ଗଜରାହା ର ଅଟେ ଯେଉଁଠି ଗୋଟେ ନିଜ ମା କୁ ଚ-ପ-ଲ-ରେ ମା-ରୁ-ଛି । ଗୋଟେ ମା ଦୁଖ କଷ୍ଟ କରି ତା ପୁଅକୁ ବଡ କରିବା ପାଇଁ କେତେ କଣ ଅସୁବିଧାର ସାମନା କରିଛି ।

କିନ୍ତୁ ଏହି କ୍ଷେତ୍ରରେ ପୁଅ ଘରୋଇ କିଛି ମାମଲାକୁ ନେଇ ତା ମାକୁ ଚ-ପ-ଲ-ରେ ମା-ରି-ଛି ଯାହା ଅତି ଦୁ-ଖ-ଦା-ୟ-କ ଘ-ଟ-ଣା ଅଟେ । ସେ ମା ଉପରେ କଣ ବିତୁଥିବ ଯେବେ ସେ ତା ପୁଅ ଠାରୁ ସମସ୍ତଙ୍କ ଆଗରେ ଚ-ପ-ଲ-ରେ ମା-ଡ ଖାଇଛି । ପୁଅଟି ତା ମା କୁ ମା-ରି-ବା ସମୟରେ ଗାଁ ଲୋକ ମାନେ ତାର ପ୍ର-ତି-ବା-ଦ କରିଥିଲେ ମଧ୍ୟ ସେ ଶୁଣି ନ ଥିଲା ।

ବରଂ ନିଜ ମା କୁ ସମସ୍ତଙ୍କ ଆଗରେ ଅ-ପ-ମା-ନ କରିବାକୁ ପଛେଇ ନ ଥିଲା । ଏହା ପରେ ଗାଁ ଲୋକ ମାନେ ଏହି ଘ-ଟ-ଣା-ର ଭିଡିଓ କରି ଭାଇରାଲ କରିବା ପରେ ବର୍ତ୍ତମାନ ପୋ-ଲି-ସ ସେ ଯୁବକକୁ ଆ-ରେ-ଷ୍ଟ ଅକରିଛି । ଏହା ସହ ସେ ଯୁବକ ଉପରେ ମା-ମ-ଲା ରୁ-ଜୁ କରାଯାଇ ତାକୁ କୋ-ର୍ଟ ଚା-ଲା-ଣ କରିବା ପାଇଁ ପୋ-ଲି-ସ ନିଜ କାମ କରୁଛି ।

ଆମ ଦେଶରେ ଏଭଳି ଲ-ଜ୍ୟା-ଜ-ନ-କ ଘ-ଟ-ଣା ପ୍ରାୟତ ଘଟୁଛି । କିଛି ଘରେ ବୋହୁ, ଝିଅ ମଧ୍ୟ ନିଜ ଗୁରୁଜନ ମାନଙ୍କ ଉପରେ ଅ-ତ୍ୟା-ଚା-ର କରିବାର ନଜର ଆସୁଛନ୍ତି । ତେଣୁ ଏହି ଘଟଣା ରୁ ସ୍ପଷ୍ଟ ହେଉଛି ଯେ କଳି ଯୁଗରେ ମା ଓ ପୁଅ ମଧ୍ୟରେ ଥିବା ସମ୍ପର୍କକୁ ଏହି ଯୁବକ ଜଣକ କିପରି ଭାବେ ଅ-ପ-ମା-ନ କରିଛି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜୁକୁ ଗୋଟିଏ ଲାଇକ କରନ୍ତୁ ।