ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।
୧- ବିଶ୍ଵର ସବୁଠୁ ଉଚ୍ଚ ପର୍ବତ ଶିଖରର ନାମ କଣ ?
ଉ: ମାଉଣ୍ଟ ଏଭରେଷ୍ଟ
୨- ଚନ୍ଦ୍ରଶେଖର ଆଜାଦଙ୍କ ପୁରା ନାମ କଣ ?
ଉ: ପଣ୍ଡିର ଚନ୍ଦ୍ରଶେଖର ତିୱାରୀ
୩- କେଉଁ ସହରକୁ ପାହାଡଙ୍କ ରାଣୀ ବୋଲି କୁହାଯାଏ ?
ଉ: ମିସୌରି
୪- ଏମିତି କେଉଁ ଜିନିଷ ଅଛି ଯିଏ ଥରେ ଖାଇଛି ଆଉ କେବେ ବି ଖାଇବାକୁ ଇଚ୍ଛା କରେ ନାହିଁ ?
ଉ: ଧୋକା
୫- ଏମିତି କେଉଁ ଜୀବ ଅଛି ଯିଏ ପିଲା ଜନ୍ମ କରିବା ମାତ୍ରେ ମରିଯାଏ ?
ଉ: ବିଛା
୬- କେଉଁ ଦେଶରେ କୁକୁରଙ୍କୁ ପୂଜା କରାଯାଏ ?
ଉ: ନେପାଳରେ
୭- ବିଶ୍ଵ ସୁନ୍ଦରୀ ହୋଇଥିବା ପ୍ରଥମ ମହିଳା କିଏ ଥିଲେ
ଉ: ରୀତା ଫାରିଆ
୮- ମସଲାଙ୍କ ରାଣୀ କାହାକୁ କୁହାଯାଏ ?
ଉ: ଅଳେଇଚ/ ଗୁଜୁରାତି
୯- ଭାରତର କେଉଁ ରାଜ୍ୟରେ ଚନ୍ଦନ କାଠର ଘନ ଜଙ୍ଗଲ ଅଛି ?
ଉ: କର୍ଣ୍ଣାଟକ
୧୦- କେଦାରନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ଉତ୍ତରାଖଣ୍ଡ
୧୧- ଅଙ୍ଗୁର ଚାଷ ପାଇଁ ଭାରତର କେଉଁ ସହର ପ୍ରସିଦ୍ଧ ?
ଉ: ନାସିକ
୧୨- ଭାରତର କେଉଁ ରାଜ୍ୟ ସବୁଠୁ ଅଧିକ କାଜୁ ଉତ୍ପାଦନ କାରେ ?
ଉ: କେରଳ
୧୩- ବିଶ୍ଵର କେଉଁ ଦେଶରେ ସବୁଠୁ ଅଧିକ ରୂପା ଉତ୍ପାଦନ କରିଥାଏ ?
ଉ: ମେକ୍ସିକୋ
୧୪- କେଉଁ ଦେଶ କେବେବି କାହାର ଗୁଲାମ ହୋଇନାହିଁ ?
ଉ: ନେପାଳ
୧୫- କେଉଁ ପଶୁ ବିଲକୁଲ ଶବ୍ଦ କରିପାରେ ନାହିଁ ?
ଉ: ଜିରାଫ
୧୬- ଭାରତର କେଉଁ ରାଜ୍ୟକୁ ଚିନିର ପାତ୍ର କୁହାଯାଏ ?
ଉ: ଉତ୍ତର ପ୍ରଦେଶ
୧୭- ଭାରତର ସବୁଠୁ ଉଚ୍ଚ ମୀନାରର ନାମ କଣ ?
ଉ: କୁତବ ମୀନାର
୧୮- କେଉଁ ପଶୁର ଦେହରୁ ଗୋଲାପି ରଙ୍ଗର ଝାଳ ବାହାରିଥାଏ ?
ଉ: ସାମୁଦ୍ରିକ ଘୋଡା
୧୯- ଭାରତର ସବୁଠୁ ଲମ୍ବା ନଦୀ କଣ ?
ଉ: ଗଙ୍ଗା ନଦୀ
୨୦- କେଉଁ ସହରକୁ ଇଲେକ୍ଟ୍ରୋନିକ ସିଟି ଭାବେ ଜଣାଯାଏ ?
ଉ: ବେଙ୍ଗାଲୁରୁ
୨୧- ଭାରତର ସବୁଠୁ ବଡ ରାଜ୍ୟ କେଉଁଟି ?
ଉ: ରାଜସ୍ଥାନ
୨୨- ସୂର୍ଯ୍ୟ କିରଣରେ କେତୋଟି ରଙ୍ଗ ଥାଏ ?
ଉ: ସାତୋଟି
୨୩- ଓଟ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?
ଉ: କୁବେତ
୨୪- ଉଡାଜାହାଜର ତେଲ ଟାଙ୍କି କେତେ ଲିଟର ପର୍ଯ୍ୟନ୍ତ ରହିଥାଏ ?
ଉ: ୧୬ ହଜାର ଲିଟର
୨୫- ଏମିତି କଣ ଅଛି ଯାହା ଦିନରେ ଶୋଇଥାଏ ଓ ରାତିରେ କାନ୍ଦିଥାଏ ?
ଉ: ମହମବତୀ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।