ବିଛଣା ଉପରେ ବସି ଖାଉଥିବା ଲୋକମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Vastu Shastra

ସବୁ ବ୍ୟକ୍ତିଙ୍କ ପାଇଁ ଶୋଇବା ବହୁତ ଜରୁରୀ ଅଟେ । ଯେତେବେଳେ କୌଣସି ବି ନିଜର କାମ ଶେଷ କରି ଘରକୁ ଆସିଥାଏ ତେବେ ସେ ନିଜର ବିଛଣା ଉପରେ ଆରାମ କରିଥାଏ । କିନ୍ତୁ ବେଳେ ବେଳେ ଆମେ ବିଛଣା ଉପରକୁ ଯିବା ପରେ ଏମିତି କିଛି ଭୁଲ କରିଦେଉ ଯେଉଁ କାରଣରୁ ଆମ ଜୀବନରେ ବିଭିନ୍ନ ପ୍ରକାରର ସମସ୍ଯା ଚାଲି ଆସେ । ଏହା ସହିତ ଦରିଦ୍ରତା ବି ଆସିଥାଏ । ସେଥିପାଇଁ ବିଛଣା ଉପରକୁ ଯାଇ ଏହି ସବୁ ଭୁଲ କେବେ ବି କରନ୍ତୁ ନାହିଁ ।

ଯଦି ଆପଣ ବିଛଣା ତଳେ ଅଇଁଠା ଥାଳି ରଖୁଛନ୍ତି ତେବେ ଏହା କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ରାହୁ, କେତୁ ଓ ଶନିଙ୍କ ପ୍ରକୋପର ସାମ୍ନା କରିବାକୁ ପଡିଥାଏ । ବିଛଣା ତଳେ ଅଇଁଠା ଥାଳି ରଖିବା ଦ୍ଵାରା ଦୋଷ ଲାଗିଥାଏ । ବ୍ୟକ୍ତିର ସବୁ କାମ ଖରାପ ହୋଇଯାଏ । ଦରିଦ୍ରତା ବି ଚାଲି ଆସେ ।

ନିଜ ବିଛଣାରେ କୌଣସି ବି ପଶୁକୁ ସହିତ ଶୋଇବା ଉଚିତ ନୁହେଁ । ଏହାକୁ ଅଶୁଭ କୁହାଯାଏ । ଆପଣ କୌଣସି ରୋଗରେ ପୀଡିତ ହୋଇ ପାରନ୍ତି । ଆପଣ ନିଜ ବିଛଣାରେ ନିଜେ ଶୁଅନ୍ତୁ ଓ ପଶୁମାନଙ୍କ ପାଇଁ ଅଲଗା ବିଛଣା କରି ଦିଅନ୍ତୁ ।

ଯେଉଁମାନେ ବାହାରୁ ଆସି ନିଜର ଚପଲ, ଜୋତା, ମୋଜା ଇତ୍ୟାଦି ଜିନିଷ ବିଛଣା ତଳେ ରଖି ଦିଅନ୍ତି ସେମାନଙ୍କ ଶତ୍ରୁ ବଢିଥାଏ । ସେମାନଙ୍କୁ ହଇରାଣ କରି ପାରନ୍ତି । ଶନିଙ୍କ କ୍ରୋଧର ବି ସାମ୍ନା କରିବାକୁ ପଡିପାରେ । କାମ କାର୍ଯ୍ୟ ବି ବନ୍ଦ ହୋଇପାରେ । ଚାକିରି ଠାରୁ ବି ଆପଣ ବଞ୍ଚିତ ରହିବେ ।

ପ୍ରାୟତଃ ଲୋକମାନଙ୍କ ଅଭ୍ଯାସ ଥାଏ ବିଛଣା ଉପରେ ଖାଇବା । କେତେକ ଲୋକମାନେ ସକାଳେ ସମୟରେ ଚା ପିଅନ୍ତି ଓ ସକାଳର ଖାଦ୍ୟ ବି ଖାଆନ୍ତି । ଯାହାକି ଏମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ହୋଇପାରେ । କହିଦେଉଛୁ କି ବିଛଣା ଉପରେ ଖାଇବା ଦ୍ଵାରା ଜାତକ ଖରାପ ହୋଇପାରେ । ରାହୁ କେତୁ ଓ ଶନିଙ୍କ ଖରାପ ଦ୍ରୁଷ୍ଟି ପଡିଥାଏ । ଯେଉଁ କାରଣରୁ ଦରିଦ୍ରତାର ବି ସାମ୍ନା କରିବାକୁ ପଡିଥାଏ ।

ଯଦି ଆପଣଙ୍କ ବିଛଣା ଆଉ କେହି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଉପରେ ଦୋଷ ଲାଗିପାରେ । ଆପଣ ଗରିବ ହୋଇ ପାରନ୍ତି । ବିଛଣା ଉପରେ ପଡିଥିବା ଛାଡ ସଠିକ ରୂପରେ ନ ଥିବ ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ରାହୁ କେତୁର ପ୍ରଭାବ ଅଛି । ଶନି ବି ଆପଣଙ୍କ ଉପରେ ରାଗିଛନ୍ତି । ଯାହା ଉପରେ ଶନି ପ୍ରସନ୍ନ ହୋଇ ଯାଆନ୍ତି ତାକୁ ଦୁନିଆର କୌଣସି ବି ଶକ୍ତି ହରାଇ ପାରିବ ନାହିଁ ।