ଛାଡପତ୍ର ପରେ ପ୍ରଥମ ଥର ପାଇଁ ଭିଡିଓ କରି ନିଜ ଦୁଃଖ ଜଣାଇଲେ ବବି ମିଶ୍ର, ଭିଡିଓ ଦେଖିଲେ କାନ୍ଦିପକେଇବେ

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି ।

ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ଆସନ୍ତୁ ଆଜି ଆମେ ଓଲିଉଡ ଜଗତ ର ଜଣେ ପ୍ରସିଦ୍ଧ ଏବଂ ଲୋକ ପ୍ରିୟ ଅଭିନେତା ବବି ମିଶ୍ର ଙ୍କ ଗାଁର ହାଲତ ବାତ୍ୟା ପରେ କଣ ହୋଇଛି ଏବଂ ସେ ତାହାର ଏକ ଭିଡିଓ କରି କଣ କହିଛନ୍ତି ସେ ସମ୍ପର୍କରେ ବିସ୍ତାର ପୂର୍ବକ ଆଲୋଚନା କରି ନେବା ।

ବବି ମିଶ୍ର ନିଜର କ୍ୟାରିଅର ଆଲବମ ଜରିଆରେ ଆରମ୍ଭ କରିଥିଲେ ତା ପରେ ସେ ଧୀରେ ଧୀରେ ସିନେମା ରେ ଅଭିନୟ କରି ଲୋକମାନଙ୍କ ହୃଦୟ ରେ ଘର କରି ପାରିଥିଲେ । ତେବେ ସେ ବର୍ତ୍ତମାନ ନିଜର ଚୁଲବୁଲ ଅନ୍ଦାଜ କୁ ଛାଡି ଖଳନାୟକ ଭୂମିକାରେ ମଧ୍ୟ ଅଭିନୟ କରି ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି ।

ତେବେ ତାଙ୍କର ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର, ଓଡିଶା ରେ । ବବି ମିଶ୍ର ଅନେକ ସିନେମା ରେ ଅଭିନୟ କରି ବହୁ ପ୍ରସିଦ୍ଧି ଲାଭ କରିଛନ୍ତି । ତେବେ ସେ ରିଲ ଲାଇଫ ରେ ଯେତେ ଖଳନାୟକ ଭୂମିକାରେ ଅଭିନୟ କଲେ ମଧ୍ୟ ବାସ୍ତବ ଜୀଵନ ରେ ସେ ଜଣେ ବହୁତ ଭଲ ମଣିଷ । ଲୋକ ମାନଙ୍କ ବିପଦ ଆପଦ ରେ ସେ ସେମାନଙ୍କ ସହାୟତା ମଧ୍ୟ କରିଥାନ୍ତି ।

କିଛି ଦିନ ପୂର୍ବରୁ ଆସିଥିବା ବାତ୍ୟା ୟାଶ ବହୁତ କ୍ଷୟ କ୍ଷତି କରାଇଛି । ସେହି ଭଳି ଭାବେ ତିନି ଚାରି ଦିନ ଲଗାତାର ବର୍ଷା ଯୋଗୁଁ ଗାଁ ମାନଙ୍କ ରେ ଏବଂ ଘର ମାନଙ୍କ ରେ ପାଣି ହୋଇ ଯାଇଛି । ତେବେ ଅଭିନେତା ବବି ମିଶ୍ର ଙ୍କ ଗ୍ରାମରେ ମଧ୍ୟ ବହୁତ ପାଣି ହୋଇ ଯାଇଛି ଏବଂ ଲୋକମାନେ ସେହି ପାଣି ଭିତରେ ଫସି ମଧ୍ୟ ରହିଛନ୍ତି ।

ତେବେ ଅଭିନେତା ବବି ମିଶ୍ର ଏକ ଭିଡିଓ ଜରିଆରେ ତାଙ୍କ ଗ୍ରାମର ଦୃଶ୍ୟ କୁ ଦେଖାଇବା ସହ ଫସି ରହିଥିବା ଲୋକ ମାନଙ୍କୁ କିପରି ଉଦ୍ଧାର କରାଯିବ ସେ ସମ୍ପର୍କରେ ମଧ୍ୟ କିଛି ବ୍ୟବସ୍ଥା କରୁଛନ୍ତି । ତେବେ ସିନେମା ରେ ଖଳନାୟକ ହେଲେ ମଧ୍ୟ ବାସ୍ତବ ଜୀଵନ ରେ ସେ ହିରୋ ହୋଇ ଯାଇଛନ୍ତି ତେବେ ତାଙ୍କ ଛଡା ବଲିଉଡ ଆଦି ରେ ମଧ୍ୟ ଅନେକ କଳାକାର ଲୋକ ମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।