ସାମ୍ନାକୁ ଆସିଲା ଭିଡିଓ, ହାତରେ ଠେ-ଙ୍ଗା ଧରି ଏମିତି ପି-ଟି ଚାଲିଥିଲେ Sushil Kumar ଓ ର-କ୍ତ ଜୁ-ଡୁ-ବୁ-ଡୁ ହେଇ ପଡିଥିଲା ସାଗର

ପ-ହ-ଲ-ବା-ନ ସାଗର ଧନଖଡ ହ-ତ-ୟା ମାମଲାରେ ଗି-ର-ଫ ହୋଇଥିବା ପ-ହ-ଲ-ବା-ନ ସୁଶିଲ କୁମାରଙ୍କ ମା-ର-ପି-ଟ କରୁଥିବା ଅବସ୍ଥାରେ ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି ।

ସେହି ଭି-ଡ଼ି-ଓ-ରେ ସୁଶିଲ କୁମାରଙ୍କୁ ସାଗର ଧନଖଡ, ସୋନୁ ମହାଲ ଆଉ ତାଙ୍କ ସାଥୀ ମାନଙ୍କୁ ଏକ ଲା-ଠି-ରେ ପି-ଟୁ-ଥି-ବା-ର ପରିଷ୍କାର ଭାବେ ଦେଖିବାକୁ ମିଳୁଛି । ୧୯ ଏବଂ ୨୦ ସେକେଣ୍ଡର ଏହି ଭି-ଡି-ଓ ପୋ-ଲି-ସ ପାଖରେ ପ୍ର-ମା-ଣ ଆଧାରରେ ରହିଛି । ତେବେ ସୁଶିଲ କୁମାରଙ୍କ ମା-ର-ପି-ଟ କରୁଥିବା ସମୟର ଏହି ଭି-ଡି-ଓ-କୁ ପୋ-ଲି-ସ ଘ-ଟ-ଣା ଦିନ ରାତିରେ ଘ-ଟ-ଣା ସ୍ଥଳରେ ଉପସ୍ଥିତ ଥିବା ସୁଶିଲ କୁମାରଙ୍କ ସହଯୋଗୀ ପ୍ରିନ୍ସଙ୍କ ମୋବାଇଲରୁ ଜ-ବ-ତ କରିଥିଲା ।

ପ୍ରିନ୍ସ ଙ୍କ ନାମରେ ମଧ୍ୟ କେତେକ ମୋ-କ-ଦ୍ଦ-ମା ରୁ-ଜ୍ଜୁ କରା ଯାଇଛି । ତେବେ ଭି-ଡ଼ି-ଓ-ରେ ଛତ୍ରସାଲ ଷ୍ଟାଡିୟମ୍ ଭିତରେ ଅନେକ ଲୋକ ମ-ହ-ଜୁ-ଦ ଥିବା ଦେଖିବାକୁ ମିଳିଛି । ସେଥି ମଧ୍ୟରୁ କା-ଲା ଆସୈାଦା ଗ୍ୟା-ଙ୍ଗ ଓ ନିରଜ ବବାନିୟା ଗ୍ଯା-ଙ୍ଗ ର କିଛି ବ-ଦ-ମା-ସ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ସେହି ଭି-ଡ଼ି-ଓ-ରେ ସୁଶିଲ କୁମାର ମଧ୍ୟ ମ-ହ-ଜୁ-ଦ ଅଛନ୍ତି ବୋଲି ପୋ-ଲି-ସ ଆ-ରୋ-ପ କରିଛି ।

ସାଗର ଧନଖଡଙ୍କୁ ତଳେ ପଡ଼ିଥିବା ଅବସ୍ଥାରେ ହାତ ଯୋଡ଼ି ଥିବା ଭି-ଡ଼ି-ଓ-ରେ ଦେଖିବାକୁ ମିଳୁଛି । ତେବେ ଭି-ଡ଼ି-ଓ-ରେ ଜଣେ ବ୍ୟକ୍ତିଙ୍କୁ ଏକ ବ-ନ୍ଧୁ-କ ବା ରି-ଭ-ଲ-ବ-ର୍ ବା ଦେଶୀ ବ-ନ୍ଧୁ-କ ଧ-ରି-ଥି-ବା-ର ଦେଖିବାକୁ ମିଳିଛି ଓ ବ-ଦ-ମା-ସ ମାନଙ୍କ ହାତରେ ଲା-ଠି, ବା-ଡ଼ି ଓ ହ-କି ଷ୍ଟି-କ୍ ମଧ୍ୟ ରହିଛି । ଏହି ଭା-ଇ-ରା-ଲ ଭି-ଡ଼ି-ଓ-ରେ ସାଗରଙ୍କ ବ୍ୟତୀତ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ସୁଶିଲଙ୍କ ସହଯୋଗୀ ମା-ର-ପି-ଟ୍ କରୁଥିବାର ଦେଖା ଯାଉଛି ।

ତେବେ ଭି-ଡ଼ି-ଓ-ରେ ଦେଖା ଯାଉଥିବା ଧଳା ରଙ୍ଗର ଗାଡ଼ି ଗୁଡ଼ିକ ନିରଜ ବବାନିୟା ଓ କାଲା ଗ୍ଯା-ଙ୍ଗ-ର ଗାଡ଼ି ବୋଲି ପୋ-ଲି-ସ ଦାବି କରିଛି । ଜଣାଇ ରଖୁଛୁ ଯେ ଏହି ଭା-ଇ-ରା-ଲ୍ ଭି-ଡ଼ି-ଓ-ର ରୋହିଣୀରେ ଫ-ରେ-ନ-ସି-କ୍ ଯା-ଞ୍ଚ କରା ଯାଇଥିଲା ଓ ଯା-ଞ୍ଚ ରୁ ଜଣା ପଡିଛି ଯେ ଭି-ଡି-ଓ ଟି ଅ-ସ-ଲ ଅଟେ ଓ ଏହାକୁ ମୋବାଇଲ ଦ୍ଵାରା ରେ-କ-ର୍ଡ କରା ଯାଇଛି ।

ଏହି ଘ-ଟ-ଣା-କୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘ-ଟ-ଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ