ଦିନ ଦି ପହରେ ଝିଅଟି ସହ ଅଶ୍ଳୀଳ ବ୍ୟବହାର, ଭାଇରାଲ ହେଲା Video

ଝିଅ ଓ ମହିଳାମାନଙ୍କ ସହ ପ୍ରାୟତଃ ଛେ-ଡ଼-ଛା-ଡ଼ ମାମଲା ସାମ୍ନାକୁ ଆସିଥାଏ । ଯେଉଁଥିରେ କିଛି ଲୋକମାନେ ମହିଳା ଓ ଝିଅମାନଙ୍କୁ ରାସ୍ତାରେ ଅଟକାଇ ତାଙ୍କୁ ଫୋନ ନମ୍ବର କିମ୍ବା କମେଣ୍ଟ ପାସ କରିବା କିମ୍ବା କୌଣସି ନା କୌଣସି କଥା ନେଇ ତାଙ୍କୁ ହ-ଇ-ରା-ଣ କରିଥାନ୍ତି । କଲେଜରେ ଏହା ଅଧିକ ହୋଇଥାଏ । ବର୍ତ୍ତମାନ କଲେଜରେ ଛେ-ଡ଼-ଛା-ଡ଼-ର ମାମଲା ପ୍ରାୟତଃ କମି ଯାଇଛି । ତଥାପି କିଛି କିଛି କଲେଜରେ ଛେ-ଡ଼-ଛା-ଡ଼-ର ମାମଲା ସାମ୍ନାକୁ ଆସିଥାଏ ।

ଛେ-ଡ଼-ଛା-ଡ଼-ରେ ଅ-ଭି-ଯୁ-କ୍ତ-କୁ ପୋଲିସ ଦ୍ଵାରା କ-ଡା ରୁ କ-ଡା ଦ-ଣ୍ଡ ବି ଦିଆଯାଏ । ପୋଲିସ ଯୋଗୁ ଏହିଭଳି ମାମଲା ବହୁତ କମ ଦେଖିବାକୁ ମିଳୁଛି । ଏହା ସତ୍ବେ ବି ଆଜି ବି ଏହିଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପୋଲିସ ଓ ପ୍ରଶାସନକୁ ନ ଡ-ରି ଦିନ ସମୟରେ ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ଝିଅଙ୍କ ସହ ଖରାପ ବ୍ୟବାହର କରୁଛନ୍ତି । ଏହି ଭଳି କିଛି ଭିଡିଓ ଛତ୍ତିସଗଢରୁ ସାମ୍ନାକୁ ଆସୁଛି ।

ଯେଉଁଥିରେ ଗୋଟିଏ ଝିଅ ନିଜ କାନ୍ଧରେ ବ୍ୟାଗ ପକାଇ ମୋବାଇଲରେ ଧରି ରାସ୍ତାରେ ଚାଲି ଚାଲି ଯାଉଥିଲା । ଏହି ସମୟରେ ଦୁଇ ଜଣ ଯୁବକ ଏକ ଆକ୍ଟିଭା ଗାଡିରେ ବସି ସେହି ଝିଅ ସାମ୍ନାକୁ ଆସି ଝିଅକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ ସେହି ଝିଅକୁ କଣ କହିଲେ ଓ ଝିଅଟି ସେମାନଙ୍କୁ ଗା-ଳି ଦେଇ ଆଗକୁ ବଢି ଯାଉଛି । ଏହା ସତ୍ବେ ବି ସେହି ଦୁଇ ଜଣ ଯୁବକ ପୁଣି ଥରେ ସେହି ଝିଅ ସାମ୍ନାକୁ ଯାଇ ତାକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ।

ଏହିଭଳି ସେମାନେ ବାରମ୍ବାର କରି ଚାଲିଲେ । ଏହି ଘ-ଟ-ଣା ସମୟରେ ସେହି ରାସ୍ତାରେ ଏକ କାର ସେମାନଙ୍କ ପଛରେ ଯାଉଥିଲା ଓ ସେହି କାର ମଧ୍ୟରେ ବସିଥିବା ଜଣେ ବ୍ୟକ୍ତି ଏହି ସମସ୍ତ ଦୃଶ୍ୟକୁ ନିଜ ଫୋନରେ ଶୁ-ଟି-ଙ୍ଗ କରିଦେଲେ ଓ ସେ ଏହି ଭିଡିଓକୁ ସୋ-ସି-ଆ-ଲ ମି-ଡି-ଆ-ରେ ଶେ-ୟା-ର କରିଦେଲେ । ଯାହାକି ନି-ଆଁ ଭଳି ବ୍ୟାପିଗଲା । ଭି-ଡି-ଓ ଭା-ଇ-ରା-ଲ ହେବା ପରେ ରାଇପୁର ପୋଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେହି ଦୁଇ ଯୁବକକୁ ଗି-ର-ଫ-ତା-ର କରିଛନ୍ତି ।

ସବୁଠୁ ବଡ କଥା ହେଉଛି ଦୁଇ ଯୁବକ ଦିନ ସମୟରେ ରାସ୍ତା ମଝିରେ ସେହି ଝିଅ ସହ ଏହିଭଳି କାର୍ଯ୍ୟ କରୁଛନ୍ତି । ଯାହାକି ବହୁତ ହିଁ ଅ-ପ-ମା-ନ ଜଣକ କାର୍ଯ୍ୟ ଅଟେ ଓ ଏମାନଙ୍କ ମନରେ ପୋଲିସର ବି ଡ-ର ନାହିଁ । ପୋଲିସ ବାଲାଙ୍କ ପ୍ରଶଂସା କରିବା ଉଚିତ । ଯିଏକି ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଏହି ଦୁଇ ଯୁବକକୁ ଗି-ର-ଫ କରିଛନ୍ତି ଓ ସେମାନେ ଏହିଭଳି କାମ କରି ଜନସାଧାରଣଙ୍କ ପୋଲିସ ଉପରେ ଥିବା ବିଶ୍ଵାସ ଆହୁରି ଅଧିକ ମଜବୁତ କରିଛନ୍ତି ।