ରାଜସ୍ଥାନର Love Story, ବିହାର ଥାନାରେ ହେଲା ଏମିତି ହଙ୍ଗାମା କି ଭାଇରାଲ ହେଲା Video

‘ବାପା ମୁଁ ଲକିକୁ ଭଲ ପାଉଛି, ତାକୁ ଛାଡି ରହି ପାରିବି ନାହିଁ…’ଭିଡିଓରେ ନିଜର ପିତାକୁ ଗୁହାର ଲଗାଉଥିବା ଏହି ଝିଅର ନାଁ କନିକା ସୋନି ଅଟେ । ରାଜସ୍ଥାନର ହନୁମାନଗଢରେ ରହୁଥିବା କନିକା ବର୍ତ୍ତମାନ ସମୟରେ ନିଜ ସ୍ଵାମୀ ଲକି ସହିତ ବିହାରର ହାଜିପୁରରେ ଅଛି । କହିବାକୁ ଗଲେ କନିକାକୁ ନିଜ ଘର ପାଖରେ ଥିବା ଗୋଟିଏ ଜିମରେ ଜିମ ଟ୍ରେନର ରୂପରେ କାମ କରୁଥିବା ଲକି ସହ ପ୍ରେମ ହୋଇଗଲା । ଲକି ବିହାରର ବାସିନ୍ଦା ଅଟେ ଓ ଦୁଇ ଜଣଙ୍କ ଜାତି ବି ଅଲଗା ଥିଲା ।

ସେଥିପାଇଁ ଘର ଲୋକମାନେ ପ୍ରେମ ବି-ରୁ-ଦ୍ଧ-ରେ ଥିଲେ । କିନ୍ତୁ କନିକା ଘର ଲୋକମାନଙ୍କ ଚିନ୍ତା ନ କରି ୧୪ ସେପ୍ଟେମ୍ବର ଦିନ ଲକି ସହିତ କୋର୍ଟ ମ୍ୟାରେଜ କରି ନେଲା ଓ ମନ୍ଦିରରେ ବିବାହ ବି । ଘର ଲୋକମାନେ ଏହା ବିଷୟରେ ଜାଣିବା ପରେ ରା-ଗି ଗଲେ ଓ ପୁଅ ବି-ରୁ-ଦ୍ଧ-ରେ ଅ-ପ-ହ-ର-ଣ-ର କେ-ସ ଦର୍ଜ କରିଦେଲେ । ଏମିତିରେ ପ୍ରେମୀ ଯୋଡି ରାଜସ୍ଥାନରୁ ବିବାହ ଚାଲି ଆସିଲେ ଓ ତାଙ୍କୁ ଖୋଜୁ ଖୋଜୁ ରାଜସ୍ଥାନ ପୋଲିସ ବି ହାଜିପୁର ଆସିଗଲା ଓ ତାଙ୍କ ଖୋଜିବା ଚକ୍କରରେ ବହୁତ ସ୍ଥାନରେ ଛା-ପା-ମ-ରି କରିଲା ।

ଡରି ଯାଇ କନିକା ଓ ଲକି ସେହି ଅଞ୍ଚଳର ପୋଲିସ ଷ୍ଟେସନକୁ ଯାଇ ପୋଲିସ ପାଖରେ ସରେଣ୍ଡର କରିଲେ । ଏହା ପୂର୍ବରୁ ଦୁଇ ଜଣ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ପୋସ୍ଟ କରିଥିଲେ । ଯେଉଁଥିରେ କନିକାର କହିବା ଅଟେ କି ସେ ଗଙ୍ଗାନଗର ବିଜେପି ସାଂସଦ ନିହାଳଚନ୍ଦ ମେଘୱାଳଙ୍କ ଭଉଣୀ ଅଟନ୍ତି ଓ ତାଙ୍କ ପିତା ବର୍ତ୍ତମାନ ସାଂସଦର ରାଜନୈତିକ ପାୱାରକୁ ବ୍ୟବହାର କରି ତାଙ୍କୁ ପୋଲିସ ଜରିଆରେ ହ-ଇ-ରା-ଣ କରୁଛନ୍ତି ।

ଝିଅ ଏହା ବି ଅ-ଭି-ଯୋ-ଗ କରିଛି କି ତାର ପିତା ତାକୁ ଘର ଭିତରେ ବି ବହୁତ ଟଚର କରିଛନ୍ତି । ପ୍ରେମୀ ଯୋଡି ସୋ-ସି-ଆ-ଲ ମି-ଡି-ଆ-ରେ ନିଜର ବିବାହର କିଛି ଫଟୋ ଓ ବାହଘରର କିଛି କାଗଜପତ୍ର ବି ପୋ-ସ୍ଟ କରିଛନ୍ତି । ଏହା ସହ ଝିଅ କହୁଛି କି ସେ ୧୮ ବର୍ଷରୁ ଉର୍ଦ୍ଧ ଅଟେ ଓ ସେ ନିଜ ଇଚ୍ଛା ଅନୁସାରେ ବିବାହ କରିଛି । ଏମିତିରେ ରାଜସ୍ଥାନ ପୋଲିସ ଫେରିଗଲା । ପୋଲିସ ତ ଫେରି ଯାଇଛି ।

କିନ୍ତୁ ଏହି ମାମଲାରେ ବିଜେପି ସାଂସଦ ନିହାଲଚନ୍ଦ ମେଘୱାଳଙ୍କ ନାଁ ଆସିବା ପରେ ମା-ମ-ଲା ଟି ହାଇ ପ୍ରୋଫାଇଲ ହୋଇ ଯାଇଛି । ପ୍ରେମୀ ଯୋଡିର ଡର ଅଛି କି ତାଙ୍କୁ ଆଗକୁ ବି ପୋଲିସ ଦ୍ଵାରା ହ-ଇ-ରା-ଣ କରାଯାଇ ପାରେ । କହିଦେଉଛୁ କି ସରନେଣ୍ଡର ସମୟରେ ପୋଲିସ ବାଲା ମି-ଡି-ଆ-କୁ ଦେଖି ରା-ଗି ଗଲେ ଓ ପ୍ରେମୀ ଯୋଡିକୁ ମି-ଡି-ଆ-ର କ୍ୟାମେରାରୁ ବଞ୍ଚାଇ ଅନ୍ୟ ଏକ ସ୍ଥାନକୁ ନେଇ ଗଲେ ।